ସରକାରଙ୍କ ନୂତନ କୃଷି ନୀତି କୁ ସମର୍ଥନ କଲେ ଅଖିଳ ଭାରତୀୟ କିଷାନ ସମନ୍ଵୟ ସମିତି

ଜେ ବି ଏନ, ୧୪/୧୨/୨୦୨୦, ନୂଆଦିଲ୍ଲୀ : ଦେଶରେ ସରକାରଙ୍କ ନୂତନ କୃଷିନୀତିକୁ ବିରୋଧ କରି ଚାଷୀମାନେ ସରକାରଙ୍କ ବିରୁଦ୍ଧରେ ଦେଶରେ ପ୍ରଦର୍ଶନ, ବନ୍ଦ ଓ ଦେଶର , ଅନଶନ ଆଦି ଜାରି ରହିଛି l ତେବେ ଆଜି ଅଖିଳ ଭାରତୀୟ କିଷାନ ସମନ୍ୱୟ ସମିତିର ଅଧିକାରୀମାନେ ଆଜି କୃଷି ଭବନ ଠାରେ ସାକ୍ଷାତ କରି ନୂତନ କୃଷି ଆଇନକୁ ସମର୍ଥନ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏ ନେଇ ନିଜ ଟ୍ୱିଟର ରେ ଫଟୋ ସେୟାର କରିବା ସହ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-21-scaled.jpg)
