ଢ଼େଙ୍କାନାଳ: ମୀନା ବଜାର ସ୍ଥିତ ଦଧିବାମନ ଜିଉଙ୍କ ମନ୍ଦିର ପ୍ରାଙ୍ଗଣ ରେ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଇଥିଲା। ରତ୍ନ ବେଦୀ ଠାକୁର ଙ୍କୁ ସ୍ନାନବେଦୀ ଙ୍କୁ ଅଣାଯାଇ ସୁବାସିତ ଜଳ ରେ ସ୍ନାନ କରାଯାଇଥିଲା। ପୂଜକ ଜଗନାଥ ତ୍ରିପାଠୀ ପୂଜା ଅର୍ଚ୍ଚନା କରିଥିଲେ। ମଧ୍ୟାହ୍ନରେ ଖେଚୁଡ଼ି, ଡ଼ାଲମା, ଖଟା, କ୍ଷୀରି ଭୋଗ ଲାଗି ହୋଇଥିଲା।ରାତ୍ର ସମୟରେ ଠାକୁର ଅଣସର ଘରକୁ ଯିବେ।



