ବଅଂରପାଳ ଜେ. ଏମ. ଏଫ ସି କୋର୍ଟ ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ
–ବଅଂରପାଳ =ବଅଂରପାଳସ୍ଥ ବିଚାର ବିଭାଗୀୟ ଅଦାଲତର ତାଲୁକ ଆଇନ ସେବା କମିଟି ଦ୍ୱାରା 77ତମ ବନ ମହୋତ୍ସବ ସପ୍ତାହ ସ୍ଥାନୀୟ ପାଞ୍ଚ ଗଡ଼ ବିଜୟ କୁମାର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ବିଚାରପତି ମାନନୀୟା ସାବିତ୍ରୀ ଦାସ ପ୍ରଥମେ ଏକ ଚାରା ରୋପଣ କରି ସମାରୋହ ଉଦଘାଟନ କରିଥିଲେ, ତାପରେ ଅଦାଲତର ସମସ୍ତ ଆଇନଜୀବୀ, କୋର୍ଟ ଷ୍ଟାଫ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ଫଳ ଗଛ, ଔଷଧୀୟ ଗଛ ପ୍ରାୟ ପଚାଶରୁ ଉର୍ଦ୍ଧ ଚାରା ରୋପଣ କରିଥିଲେ,ଏହି କାର୍ଯ୍ୟକ୍ରମରେ ବିଚାରପତି ଛାତ୍ର ଛାତ୍ରୀ ମlନକୁ ଗଛ ଲଗାଇବା ଦ୍ୱାରା ମାନବ ସମାଜର ଉପକାର,ତଥା ପରିବେଶ ପ୍ରଦୂଷଣ ମୁକ୍ତ, ସବୁଜ ବିପ୍ଳବ ଓ ମାଆ ଙ୍କ ପାଇଁ ଗଛ ଟିଏ ସ୍ଲୋଗାନ ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l