ଆଠଗଡରେ : ଯୋଗଦେଲେ ନୂଆ ଡେପୁଟି କଲେକ୍ଟର

ଜେ ବି ଏନ, ୧୮/୧୨/୨୦୨୦, ଆଠଗଡ଼ : ଆଠଗଡ ଉପଜିଲ୍ଲାପାଳ ଭାବେ କାର୍ଯ୍ୟାଳୟରେ ଗୁରୁବାର ନୂତନ ଡେପୁଟି କଲେକ୍ଟର କାର୍ଯ୍ୟରେ ଯୋଗ ଦେଇଛନ୍ତି । ନୂଆ ଡେପୁଟି କଲେକ୍ଟର ସାରଦାକାନ୍ତୀ ଦଳାଇ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ସାକ୍ଷାତ କରି ଯୋଗଦେଇଥିଲେ । ନୂତନ ଡେପୁଟି କଲେକ୍ଟର ଶ୍ରୀମତୀ ଦଳାଇଙ୍କୁ ସହକାରୀ ଜିଲ୍ଲାପାଳ ପ୍ରିୟବ୍ରତ ଦାସ ଓ ପ୍ରଜ୍ଞା ପରମିତା ପୃଷ୍ଟିଙ୍କ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସ୍ଵାଗତ ଜଣାଇଥିଲେ l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)