ଆଧାରରେ ନାମ ପାରବର୍ତନ ହେବାରୁ ସରକାରୀ ସହାୟତାରୁ ବଞ୍ଚିତ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଘୋଳିଯୋବା ଗ୍ରାମରେ ଏକ ପରିବାର ଶ୍ରୀ ପାର୍ଥ ନିଆଲ,ପିତା-ଚନ୍ଦ୍ର ନିଆଲ ,ମାତା-ପତୁନା ନିଆଲ,ଗ୍ରାମ, ଘୋଳିଯୋବା, ବ୍ଲକ, ଜୁନାଗଡ଼, ର ଅତି ଗରିବ ପରିବାରେ ଜନ୍ମ ଗ୍ରହଣ କରିଛନ୍ତି, କିନ୍ତୁ ଦୁଃଖର ବିଷୟ କି ଚନ୍ଦ୍ର ନିଆଲ, ମୃତ୍ୟୁ ବରନକରିଛନ୍ତି, ପାର୍ଥ ନିଆଲ ବାପାଙ୍କ ନାମ ଚନ୍ଦ୍ର ନିଆଲ ହେବାଯାଗାରେ ତାଙ୍କର ଡାକ ନାମ ଶ୍ରୀ ହରିଗୁଣ ହରିଜନ ହୋଇଯାଇଛି, ତେଣୁ ତାଙ୍କର ଡେଥ ସାର୍ଟିଫିକେଟ ରେ ମଧ୍ୟ ଚନ୍ଦ୍ର ନିଆଲ ଅଛି, ତେଣୁ ପୁତ୍ର ପାର୍ଥ ଅଭିଯୋଗ କରିଛନ୍ତି କି ମୋ ବାପାଙ୍କ ନାମ ଚନ୍ଦ୍ର ନିଆଲ କରିବାପାଇଁ,କିନ୍ତୁ ପ୍ରକୁତରେ ତାଙ୍କ ପୁଅଙ୍କ କହିବା ଅନୁସାରେ ଆଗରୁ ତାଙ୍କ ବାପାଙ୍କ ନାମ ହରିଗୁଣ ହରିଜନ ଓ ଚନ୍ଦ୍ର ନିଆଲ ଯିଏ କି ସେ ଜଣେ ଲୋକ ଥିଲେ,ଭୁଲ ବସତ ଆଗରୁ ଦୁଇଟା ନାମ ହୋଇ ଯାଇଥିଲା,ତାଙ୍କ ବାପା ବର୍ତ୍ତମାନ ଆଉ ଏ ଦୁନିଆରେ ଆଉ ନାହାନ୍ତି, ତାଙ୍କ ବାପାଙ୍କ ନାମ ଚନ୍ଦ୍ର ନିଆଲ ରେ ଘୋଷଣା କରି ଦିଆଯାଇଛି ବୋଲି ତାଙ୍କ ପୁଅ ମେଡ଼ିଆ ଆଗରେ ପରିପ୍ରକାଶ କରିଛନ୍ତି.ନାମ ପରିବର୍ତନ ହୋଇଥିବାରୁ ମୋତେ ଅସୁବିଧା ର ସମୁଖୀନ ହେବାକୁ ପଡୁଛି, ଏଣୁ ମୂଁ ମେଡ଼ିଆ ମାଧ୍ୟମରେ ଅନୁରୋଧ କରୁଛି କି ମୋ ବାପାଙ୍କ ନାମ ଚନ୍ଦ୍ର ନିଆଲ ହେବାପାଇଁ,



