ପଙ୍ଗାତିରା ଦୋଳମଣ୍ଡପ ସାହିର ଗଣେଶ ପୂଜା ଅନୁଷ୍ଠିତ……….. ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ଦୋଳ ମଣ୍ଡପ ସାହିର ବିଘ୍ନବିନାଶୟ
ଭକ୍ତି ଓ ଶ୍ରଦ୍ଧାର ସହ ଧୁମଧାମରେ ପାଳିତ ହୋଇଯାଇଛି!ପବିତ୍ର ଗଣେଶ ପୂଜା। ବିଦ୍ୟା, ବୁଦ୍ଧି ଓ ସଫଳତାର ଦେବତା ଶ୍ରୀଗଣେଶଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପୂଜା ମଣ୍ଡପରେ ବେଦମନ୍ତ୍ର ଓ ଭକ୍ତିମୟ ପରିବେଶ ସମସ୍ତଙ୍କ ମନ ମୋହିଥିଲା। ସମସ୍ତ କମଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

September 15, 2026/
No Comments


