ବିଶ୍ଵାଳ ପରିବାର ର ସାମୁହିକ ନୂଆଖାଇ ଭେଟ୍ ଘାଟ ଉତ୍ସବ ପାଳିତ
ଧର୍ମଗଡ଼(ଜାଗ୍ରତ ଭାରତ ) ମହାନ ଗଣପର୍ବ ନୂଆଖାଇ ପାଳନଅବସରରେ ଗୋଲାମୁଣ୍ଡା ବ୍ଳକ୍ ଅଞ୍ଚଳର ରେଙ୍ଗ ସାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ.କର୍ମାଠ ଗ୍ରାମରେ ବସବାସ କରି ରହିଆସୁଥିବା କୁଲତା ସମାଜର ବିଶ୍ୱାଳ ପରିବାର ପକ୍ଷରୁ ନୂଆଖାଇ ଭେଟଘାଟ ପର୍ବ ଆନନ୍ଦର ସହିତ ପାଳିତ ହୋଇଛି.।
ଗ୍ରାମର ସମସ୍ତ ଦେବାଦେବୀ ମାନଙ୍କୁ ପୂଜା ଅର୍ଚ୍ଚନାକରି ଘରର ଇଷ୍ଟଦେବତା.ଓ ପିତୃ ଦେବତାମାନଙ୍କୁ ପୂଜା କରି ନୂଆଁଧାନର ଚୁଡା. ପିଠାପଣା ଇତ୍ୟାଦି ଭୋଗ କରି,
ଛୋଟ. ବଡ ସମସ୍ତ ଲୋକ ନୂତନ ବସ୍ର ପରିଧାନ କରି ନବାନ୍ନ ଅନ୍ନ ଭକ୍ଷଣକର଼ଥିଲେ।. ଏହି ଗଣପର୍ବ ଶସ୍ୟ ଭିତ୍ତିକ ହେଲେ ମଧ୍ୟ ଭାଇ ଚାରାର ପର୍ବଏଣୁ ତାଙ୍କ ପରିବାର ସହ ଗ୍ରାମ ର ସମସ୍ତ ଲୋକ ନୂଆଖାଇ ସାରିବାପରେ ଏକତ୍ରିତ ହୋଇ ଜୁହାର ଭୋଟହୋଇ ବଡ଼ମାନଙ୍କଠାରୁ ଛୋଟମାନେ ଆଶ୍ରୀ ବାଦ ଗ୍ରହଣ କରି ଆନନ୍ଦ ଉଲ୍ଲାସର ସହ ପର୍ବକୁ ପାଳନ କରିଥିଲେ।

September 21, 2026/
No Comments


