କୃଷି ଆଇନ ପ୍ରତ୍ୟାହାର ଦାବିରେ ଏରସମାଠାରେ ସିପିଆଇ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳାପତାକା ପ୍ରଦର୍ଶନ

ଜେ ବି ଏନ, ୨୫/୧୨/୨୦୨୦, (ରିପୋର୍ଟ, ବ୍ୟୁରୋ, JRP), ଜଗତସିଂହପୁର : କୃଷି ଆଇନ ପ୍ରତ୍ୟାହାର ଦାବିରେ ଏରସମାଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିପିଆଇ ପକ୍ଷରୁ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁଙ୍କ ନେତୃତ୍ୱରେ ଯୁବନେତା ଦେବାଶିଷ ପରିଜା, ବିଶ୍ୱଜିତ ସାହୁ, ସର୍ବେଶ୍ୱର ବେଉରା, ସମରେଶ ମୁଦୁଲି, ଶରତ ମଲ୍ଲିକ, ଚନ୍ଦନ ଲେଙ୍କା, ପ୍ରଭାଞ୍ଜନ ରାଉତ, ସାଗର ସ୍ୱାଇଁ, କୁମର ମାଝୀ, ସୁକାନ୍ତ ଦାସ ପ୍ରମୁଖ କଳାପତାକା ପ୍ରଦର୍ଶନ କରିଥିଲେ lଏରସମା ପୋଲିସ ସେମାନଙ୍କୁ ଗିରଫ କର ଥାନାରେ ଅଟକ ରଖିଛି !




