Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଡିଡିସି ନିର୍ବାଚନ ଆମ ଗଣତନ୍ତ୍ରର ଶକ୍ତିକୁ ଦର୍ଶାଇଛି : ପ୍ରଧାନମନ୍ତ୍ରୀ - Jagrat Bharat News

ଡିଡିସି ନିର୍ବାଚନ ଆମ ଗଣତନ୍ତ୍ରର ଶକ୍ତିକୁ ଦର୍ଶାଇଛି : ପ୍ରଧାନମନ୍ତ୍ରୀ

ସମସ୍ତ ଜମ୍ମୁ ଓ କଶ୍ମୀର ବାସିନ୍ଦାଙ୍କ ପାଇଁ ପିଏମ-ଜେଏୱାଇ ସେହତ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

 

ଡିଡିସି ନିର୍ବାଚନ ଆମ ଗଣତନ୍ତ୍ରର ଶକ୍ତିକୁ ଦର୍ଶାଇଛି : ପ୍ରଧାନମନ୍ତ୍ରୀ

ଜମ୍ମୁ ଓ କଶ୍ମୀରର ବିକାଶ ଆମ ସରକାରଙ୍କ ସବୁଠୁ ବଡ଼ ପ୍ରାଥମିକତା : ପ୍ରଧାନମନ୍ତ୍ରୀ

 

ଜେ ବି ଏନ, ୨୭/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ଆଜି ଶନିବାର ଆୟୁଷ୍ମାନ ଭାରତ ପିଏମ-ଜେଏୱାଇ ସେହତ ଯୋଜନାର ସମ୍ପ୍ରସାରଣକୁ ଶୁଭାରମ୍ଭ କରିଛନ୍ତି । ଏହା ଅଧୀନରେ ସମସ୍ତ ଜମ୍ମୁ ଓ କଶ୍ମୀରବାସୀଙ୍କୁ ଅନ୍ତର୍ଭୂକ୍ତ କରାଯିବ । କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ଡ. ହର୍ଷ ବର୍ଦ୍ଧନ, ଡ. ଜିତେନ୍ଦ୍ର ସିଂ ଏବଂ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଅବସରରେ ଅଞ୍ଚଳର ହିତାଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏହି ଅବସରରେ ଜମ୍ମୁ ଓ କଶ୍ମୀର ପ୍ରତି ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ସ୍ୱତନ୍ତ୍ର ସମ୍ପର୍କକୁ ସେ ସ୍ମରଣ କରିଥିଲେ ଏବଂ କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉକ୍ତି “ଇନସାନିୟତ, ଜମହୁରିୟତ ଏବଂ କଶ୍ମୀରିୟତ” (ମାନବତା, ଗଣତନ୍ତ୍ର ଏବଂ କଶ୍ମୀରି ଭାବନା) ସବୁବେଳେ ଆମର ମାର୍ଗଦର୍ଶନ କରିବ।

ଜମ୍ମୁ ଓ କଶ୍ମୀର ଆୟୁଷ୍ମାନ ଭାରତ ପିଏମ-ଜେଏୱାଇ ସେହତ ଯୋଜନା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଲୋକମାନଙ୍କ ଜୀବନ ଧାରଣରେ ସୁଧାର ଆଣିବ । ବର୍ତ୍ତମାନ ରାଜ୍ୟର ପାଖାପାଖି ଛଅ ଲକ୍ଷ ପରିବାର ଏହି ଆୟୁଷ୍ମାନ ଭାରତ ଯୋଜନାର ଲାଭ ପାଉଛନ୍ତି । ସେହତ ଯୋଜନାର ଆରମ୍ଭ ହେବା ପରେ ସମସ୍ତ 21 ଲକ୍ଷ ପରିବାର ଲାଭାନ୍ୱିତ ହୋଇପାରିବେ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହି ଯୋଜନାର ଆଉ ଏକ ଲାଭ ହେଉଛି କେବଳ ଜମ୍ମୁ ଓ କଶ୍ମୀରର ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ ନୁହେଁ, ବରଂ ସାରା ଦେଶରେ ଏହି ଯୋଜନା ଅଧୀନରେ ସାମିଲ ହୋଇଥିବା ଡାକ୍ତରଖାନାରେ ମଧ୍ୟ ମାଗଣା ଚିକିତ୍ସା ସୁବିଧା ମିଳିପାରିବ ।

ସମସ୍ତ ବାସିନ୍ଦାଙ୍କ ପାଇଁ ଆୟୁଷ୍ମାନ ଯୋଜନାର ସମ୍ପ୍ରସାରଣକୁ ପ୍ରଧାନମନ୍ତ୍ରୀ ଐତିହାସିକ ବୋଲି ଅଭିହିତ କରିବା ସହିତ ଜମ୍ମୁ ଓ କଶ୍ମୀର ଲୋକମାନଙ୍କର ବିକାଶ ପାଇଁ ଗ୍ରହଣ କରାଯାଇଥିବା ଏସବୁ ପଦକ୍ଷେପକୁ ନେଇ ଆନନ୍ଦ ବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଜମ୍ମୁ ଓ କଶ୍ମୀର ଲୋକମାନଙ୍କର ବିକାଶ ତାଙ୍କ ସରକାରଙ୍କର ସବୁଠୁ ବଡ଼ ପ୍ରାଥମିକତା । “ମହିଳା ସଶକ୍ତିକରଣ, ଯୁବପିଢ଼ିଙ୍କ ପାଇଁ ସୁଯୋଗ, ଦଳିତ, ଶୋଷିତ ଓ ନିର୍ଯାତିତଙ୍କ କଲ୍ୟାଣ ହେଉ କିମ୍ବା ଲୋକମାନଙ୍କର ମୌଳିକ ଅଧିକାର ସୁରକ୍ଷା, ଆମ ସରକାର ଲୋକମାନଙ୍କର କଲ୍ୟାଣ ପାଇଁ ପଦକ୍ଷେପ ନେଉଛନ୍ତି”, ପ୍ରଧାନମନ୍ତ୍ରୀ କହିଥିଲେ ।

ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଜମ୍ମୁ ଓ କଶ୍ମୀର ଲୋକମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ସେ କହିଥିଲେ ଯେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ଏକ ନୂଆ ଅଧ୍ୟାୟ ରଚନା କରିଛି। ଥଣ୍ଡା ଓ କରୋନା ସତ୍ତ୍ୱେ ଭୋଟ ଦେବା ପାଇଁ ବୁଥ ନିକଟରେ ପହଞ୍ଚିବା ନିମନ୍ତେ ସେ ଲୋକମାନଙ୍କୁ ପ୍ରଶଂସା କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଜମ୍ମୁ ଓ କଶ୍ମୀରର ପ୍ରତ୍ୟେକ ଭୋଟରଙ୍କ ମୁହଁରେ ବିକାଶର ଆଶା ରହିଛି । ସେ କହିଥିଲେ ଯେ ଜମ୍ମୁ ଓ କଶ୍ମୀରର ପ୍ରତ୍ୟେକ ଭୋଟରଙ୍କ ଆଖିରେ ସେ ଉନ୍ନତ ଭବିଷ୍ୟତ ପାଇଁ ବିଶ୍ୱାସ ଦେଖିଥାନ୍ତି । ଜମ୍ମୁ ଓ କଶ୍ମୀରର ଏହି ନିର୍ବାଚନ ମଧ୍ୟ ଆମ ଦେଶର ଗଣତନ୍ତ୍ରର ସାମର୍ଥ୍ୟକୁ ପ୍ରଦର୍ଶିତ କରିଥାଏ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତ୍ୱେ ପୁଡୁଚେରୀରେ ପଞ୍ଚାୟତ ଏବଂ ପୌରପାଳିକା ନିର୍ବାଚନ ହେଉନାହିଁ । ଏମାନଙ୍କର କାର୍ଯ୍ୟକାଳ 2011ରୁ ଶେଷ ହୋଇଥିବା ସତ୍ତ୍ୱେ ନିର୍ବାଚନ କରାଯାଉନାହିଁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାମାରୀ ସମୟରେ ପାଖାପାଖି 18 ଲକ୍ଷ ସିଲିଣ୍ଡର ପୂରଣ କରାଯାଇଛି । ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ଜମ୍ମୁ ଓ କଶ୍ମୀରରେ 10 ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି । ଏହା ଉଦ୍ଦେଶ୍ୟ କେବଳ ଶୌଚାଳୟ ନିର୍ମାଣ କରିବା ନୁହେଁ, ବରଂ ଲୋକମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା । ଗ୍ରାମୀଣ ସଡ଼କ ସଂଯୋଗ ବ୍ୟତୀତ, ଜମ୍ମୁ ଓ କଶ୍ମୀର ପ୍ରତ୍ୟେକ ପରିବାରକୁ ଆସନ୍ତା 2-3 ବର୍ଷ ମଧ୍ୟରେ ପାଇପ ଜଳ ଯୋଗାଣ ନିମନ୍ତେ ପ୍ରୟାସ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଇଆଇଟି ଏବଂ ଆଇଆଇଏମ ପ୍ରତିଷ୍ଠା ହେବା ଦ୍ୱାରା ଏଠାକାର ଛାତ୍ରଛାତ୍ରୀଙ୍କୁ ଉନ୍ନତ ଉଚ୍ଚଶିକ୍ଷା ମିଳିପାରିବ । ସେ କହିଥିଲେ, ଜମ୍ମୁ ଓ କଶ୍ମୀରରେ ଦୁଇଟି ଏମ୍ସ ଓ ଦୁଇଟି କ୍ୟାନସର ଇନଷ୍ଟିଚ୍ୟୁଟ ନିର୍ମାଣ କରାଯାଉଛି। ଏହିସବୁ ସଂସ୍ଥାନରୁ ସ୍ୱାସ୍ଥ୍ୟସେବା ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରଶିକ୍ଷଣ ଲାଭ କରିପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ, ଜମ୍ମୁ ଓ କଶ୍ମୀରର ଯୁବକମାନେ ସହଜରେ ଋଣ ପାଉଛନ୍ତି ଏବଂ ଶାନ୍ତିର ମାର୍ଗରେ ଅଗ୍ରସର ହେଉଛନ୍ତି । ବହୁବର୍ଷ ଧରି ଜମ୍ମୁ ଓ କଶ୍ମୀରରେ ରହୁଥିବା ଲୋକମାନେ ବର୍ତ୍ତମାନ ବାସିନ୍ଦା ପ୍ରମାଣପତ୍ର ପାଉଛନ୍ତି । ବର୍ତ୍ତମାନ ପାର୍ବତ୍ୟାଞ୍ଚଳ ଏବଂ ସୀମାବର୍ତ୍ତୀ କ୍ଷେତ୍ରରେ ରହୁଥିବା ଲୋକମାନଙ୍କ ସମେତ ସାଧାରଣ ବର୍ଗର ଆର୍ଥିକ ଦୃଷ୍ଟିରୁ ପଛୁଆ ଲୋକମାନେ ସଂରକ୍ଷଣ ସୁବିଧା ପାଇପାରୁଛନ୍ତି ।

 

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech