ଆଜି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ

ଜେ ବି ଏନ, ୨୭/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଧେଶ୍ୟରେ ନିଜର ବାର୍ତ୍ତା ଉପସ୍ଥାପନ କରିବେ l ମନ କି ବାତ ଜରିଆରେ ପ୍ରଧାନମନ୍ତ୍ରୀ ଆଜି ତା ୨୭/୧୨/୨୦୨୦ ରିଖ ରବିବାର ଦିନ ୧୧ ଟା ସମୟରେ ଦେଶକୁ ସମ୍ବୋଧିତ କରିବେ l କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଙ୍କର ଏହି ମନ କି ବାତ ଦୂରଦର୍ଶନ ଓ ଆକାଶବାଣୀ ର ସମସ୍ତ ଚ୍ୟାନେଲରେ ଉପଲବ୍ଧ ହେବ l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


