Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଭିତ୍ତିଭୂମି ବିକାଶ ରାଜନୀତିର ଊର୍ଦ୍ଧ୍ୱରେ ରହିବା ଉଚିତ; କହିଲେ ପ୍ରଧାନମନ୍ତ୍ରୀ - Jagrat Bharat News

ଭିତ୍ତିଭୂମି ବିକାଶ ରାଜନୀତିର ଊର୍ଦ୍ଧ୍ୱରେ ରହିବା ଉଚିତ; କହିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇଷ୍ଟର୍ଣ୍ଣ ଫ୍ରେଟ କରିଡରର ଭାଉପୁର-ନିଉ ଖୁର୍ଜା ସେକ୍ସନ ଏବଂ ଅପରେସନ କଣ୍ଟ୍ରୋଲ ସେଣ୍ଟର ଉଦ୍‍ଘାଟିତ

 

ଭିତ୍ତିଭୂମି ବିକାଶ ରାଜନୀତିର ଊର୍ଦ୍ଧ୍ୱରେ ରହିବା ଉଚିତ; କହିଲେ ପ୍ରଧାନମନ୍ତ୍ରୀ

 

ଜେ ବି ଏନ, ୨୯-୩୦/୧୨ /୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାଞ୍ଚଳ ଡେଡିକେଟେଡ ଫ୍ରେଟ କରିଡରର ଭାଉପୁର-ନିଉଖୁର୍ଜା ସେକ୍ସନ ଏବଂ ଅପରେସନ କଣ୍ଟ୍ରୋଲ ସେଣ୍ଟରକୁ ଉଦ୍ଘାଟନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟ ସଂପନ୍ନ କରିଥିବାବେଳେ ଏଥିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଭଳି ଅତ୍ୟାଧୁନିକ ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଘେନି ସେ ବିଶେଷ ଆନନ୍ଦିତ । ଯେତେବେଳେ ଖୁର୍ଜା-ଭାଉପୁର ଫ୍ରେଟ କରିଡରରେ ପ୍ରଥମ ମାଲଗାଡି ଚଳାଚଳ କରିବ ଆମେ ସେଥିରେ ଆତ୍ମନିର୍ଭର ଭାରତର ଗର୍ଜନ ଶୁଣିପାରିବା । ସେ କହିଛନ୍ତି ଯେ ପ୍ରୟାଗରାଜ ଅପରେସନ କଣ୍ଟ୍ରୋଲ ସେଣ୍ଟର ଏକ ଅନ୍ୟତମ ଆଧୁନିକ ନିୟନ୍ତ୍ରଣ କେନ୍ଦ୍ର । ଏହା ନୂଆ ଭାରତର ନୂତନ ଶକ୍ତିର ପ୍ରତୀକ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭିତ୍ତିଭୂମି ଯେକୌଣସି ରାଷ୍ଟ୍ରର ସବୁଠୁ ବଡ଼ ସମ୍ବଳ ଓ ସାମର୍ଥ୍ୟ । ଭାରତ ଏକ ବୃହତ୍‍ ଅର୍ଥନୈତିକ ଶକ୍ତିରେ ପରିଣତ ହେବାକୁ ନିର୍ଦ୍ଧାରିତ ପଥରେ ଆଗେଇ ଚାଲିଛି । ଏଭଳି ସ୍ଥିତିରେ ଦେଶରେ ସଂଯୋଗ ଓ ପରିବହନ ବ୍ୟବସ୍ଥାର ଉନ୍ନତିକରଣ ଏବଂ ସର୍ବଶ୍ରେଷ୍ଠ ସୁବିଧା ଯୋଗାଣ ସ୍ୱାଭାବିକଭାବେ ଅଗ୍ରାଧିକାର ଲୋଡେ । ସେ କହିଛନ୍ତି ଯେ ଆଧୁନିକ ସଂଯୋଗ ବ୍ୟବସ୍ଥାର ପ୍ରତ୍ୟେକ ବିଭାଗର ବିକାଶ କ୍ଷେତ୍ରରେ ସରକାର ଗତ 6 ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । ଏବେ ସରକାର ପାଞ୍ଚମାର୍ଗର ଚକ ଉପରେ ଅଗ୍ରାଧିକାର ଦେଉଛନ୍ତି । ସେଗୁଡିକ ହେଲା- ରାଜପଥ, ରେଳପଥ, ବାୟୁପଥ, ଜଳପଥ ଓ ଆଇ-ୱେ ବା ସୂଚନାପଥ । ସେ କହିଛନ୍ତି ଯେ ଆଜି ଇଷ୍ଟର୍ଣ୍ଣ ଡେଡିକେଟେଡ କରିଡରର ଯେଉଁ ବୃହତ୍‍ ଭାଗଟି ଲୋକାର୍ପିତ ହୋଇଛି ତାହା ଏ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ଏବଂ ଉପଲବ୍‍ଧି । ସୂଚନାଯୋଗ୍ୟ ଯେ ଏହି ଫ୍ରେଟ କରିଡରଟି କେବଳ ସ୍ୱତନ୍ତ୍ରଭାବେ ମାଲ ପରିବହନ ପାଇଁ ଉତ୍ସର୍ଗୀକୃତ ।

 

ପ୍ରଧାନମନ୍ତ୍ରୀ ନିର୍ମାଣାଧୀନ ଓ ପ୍ରସ୍ତାବିତ ଡେଡିକେଟଡ ଫ୍ରେଟ କରିଡରର ତୁରନ୍ତ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଜନସଂଖ୍ୟା ଓ ଅର୍ଥନୀତି ବୃଦ୍ଧି ପାଉଥିବାରୁ ଫ୍ରେଟ ବା ମାଲ ପରିବହନ ଚାହିଦା ବହୁଗୁଣିତ ହୋଇଛି । ଗୋଟିଏ ରେଳପଥରେ ଉଭୟ ଯାତ୍ରୀ ଏବଂ ମାଲଗାଡି ଚଳାଚଳ କରୁଥିବାରୁ ମାଲଗାଡିଗୁଡିକର ବେଗ ମନ୍ଥର ରହୁଛି । ମାଲଗାଡିର ବେଗ ମନ୍ଥର ରହିବା ସହ ବିଭିନ୍ନ ଷ୍ଟେସନରେ ଏହା ପଡିରହିବାରୁ ମାଲ ପରିବହନ ବାବଦ ମୂଲ୍ୟ ଅଧିକ ହେଉଛି । ଫଳରେ ସାମଗ୍ରୀଗୁଡିକର ବିକ୍ରିମୂଲ୍ୟ ବୃଦ୍ଧି ପାଉଛି । ମୂଲ୍ୟ ଅଧିକ ରହୁଥିବାରୁ ଆମ ସାମଗ୍ରୀଗୁଡିକ ଉଭୟ ଦେଶୀ ଓ ବିଦେଶୀ ବଜାରରେ ପ୍ରତିଯୋଗିତା କରିବାକୁ ସକ୍ଷମ ହୋଇପାରୁନାହିଁ । ସେ କହିଛନ୍ତି ଯେ ଡେଡିକେଟେଡ ଫ୍ରେଟ କରିଡର ଏହି ସ୍ଥିତିରେ ଉନ୍ନତି ଆଣିବା ପାଇଁ ପରିକଳ୍ପିତ ହୋଇଥିଲା । ପ୍ରାରମ୍ଭିକଭାବେ ଦୁଇଟି ଡେଡିକେଟେଡ ଫ୍ରେଟ କରିଡର ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା । ସେଥିମଧ୍ୟରେ ଇଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର ଲୁଧିଆନାରୁ ଡାଙ୍କୁଣି ମଧ୍ୟରେ କରିବାର ନିଷ୍ପତ୍ତି ନିଆଯାଇଥିଲା । ଏହି ରୁଟରେ କୋଇଲା ଖଣି, ତାପଜ ବିଦ୍ୟୁତ୍‍ କେନ୍ଦ୍ର ଏବଂ ଶିଳ୍ପ ନଗରୀଗୁଡିକ ରହିଛି । ସେଗୁଡିକ ପାଇଁ ମଧ୍ୟ ଫିଡର ରୁଟ୍‍ମାନ ତିଆରି କରାଯାଉଛି । ସେହିଭଳି ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର ଜବାହରଲାଲ ନେହେରୁ ବନ୍ଦରଠାରୁ ଦାଦ୍ରି ପର୍ଯ୍ୟନ୍ତ ପରିକଳ୍ପିତ ହୋଇଥିଲା । ଏହି କରିଡରରେ ମୁନ୍ଦ୍ରା, କାଣ୍ଡଲା, ପିପାୱାବ, ଦାଓରି ଏବଂ ହାଜିରା ଭଳି ବନ୍ଦର ରହିଛି । ଏସବୁ ବନ୍ଦରକୁ ଫିଡର ରୁଟ୍‍ରେ ସଂଯୋଗ ସ୍ଥାପନ କରାଯିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀ-ମୁମ୍ବଇ ଓ ଅମୃତସର-କଲକାତା ଶିଳ୍ପ କରିଡରକୁ ଏବେ ବିକଶିତ କରାଯାଉଛି । ଏହା ଦୁଇ ଫ୍ରେଟ କରିଡରର ପାଖାପାଖି ତିଆରି ହେଉଛି । ସେ କହିଛନ୍ତି ଯେ ସମାନଢଙ୍ଗରେ ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ମଧ୍ୟରେ ନୂଆ ଫ୍ରେଟ କରିଡର ନିର୍ମାଣର ଯୋଜନା କରାଯାଉଛି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏସବୁ ଡେଡିକେଟେଡ ଫ୍ରେଟ କରିଡର କାର୍ଯ୍ୟକ୍ଷମ ହେଲେ ପାସେଞ୍ଜର ଟ୍ରେନଗୁଡିକର ସମସ୍ୟା ଦୂର ହେବ । ଏହାଦ୍ୱାରା ମଧ୍ୟ ମାଲଗାଡିଗୁଡିକର ବେଗ ବର୍ତ୍ତମାନଠାରୁ ୩ ଗୁଣ ବଢିବ ଏବଂ ଏହାଦ୍ୱାରା ରେଳଯୋଗେ ସାମଗ୍ରୀ ପରିବହନ ପରିମାଣ ଦ୍ୱିଗୁଣିତ ହୋଇପାରିବ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଯେତେବେଳେ ମାଲବାହୀ ଟ୍ରେନ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚିବ ଆମର ସାମଗ୍ରୀ ପରିବହନ ଓ ଯୋଗାଯୋଗ ଜନିତ ଖର୍ଚ୍ଚ ଶସ୍ତା ହେବ । ଆମ ସାମଗ୍ରୀ ଯେତେବେଳେ ଶସ୍ତା ହେବ ତାହା ଆମ ରପ୍ତାନୀକୁ ଲାଭ ଦେବ । ଏହାଦ୍ୱାରା ଏକ ଉତ୍ତମ ପରିବେଶ ସୃଷ୍ଟି ହୋଇପାରିବ । ଭାରତରେ ବ୍ୟାବସାୟିକ ସୁଗମତା ବଢିବ । ଭାରତ ପୁଞ୍ଜି ନିବେଶ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ ହେବ । ଏହା ଫଳରେ ଆତ୍ମନିଯୁକ୍ତି ପାଇଁ ଉତ୍ତମ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଦ୍ୟୋଗ, ବ୍ୟବସାୟୀ, ଚାଷୀ, ଖାଉଟି ସମସ୍ତେ ଏହି ଡେଡିକେଟେଡ ଫ୍ରେଟ କରିଡର ଦ୍ୱାରା ଉପକୃତ ହେବେ । ଏହା ମଧ୍ୟ ଶିଳ୍ପ ଦୃଷ୍ଟିରୁ ପଛରେ ପଡିଥିବା ପୂର୍ବ ଭାରତର ଶିଳ୍ପାୟନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ । ଏହି ଫ୍ରେଟ କରିଡରର 60 ଭାଗ ଅଂଶ ଉତ୍ତର ପ୍ରଦେଶରେ ରହୁଥିବାରୁ ଅନେକ ଶିଳ୍ପସଂସ୍ଥା ଏହି ରାଜ୍ୟ ପ୍ରତି ଆକର୍ଷିତ ହେବେ । ସେହିଭଳି ଡେଡିକେଟେଡ ଫ୍ରେଟ କରିଡର ଯୋଗୁଁ କିଷାନ ରେଳ ଚଳାଚଳ ସୁଗମ ହୋଇପାରିବ । ଚାଷୀମାନେ ନିଜର ଉତ୍ପାଦିତ ସାମଗ୍ରୀ ରେଳଯୋଗେ ଦେଶର ବଡ଼ ବଡ଼ ବଜାରକୁ ସ୍ୱଳ୍ପ ମୂଲ୍ୟରେ ନିରାପଦଭାବେ ପଠାଇପାରିବେ । ଏବେ ଏହି ଫ୍ରେଟ କରିଡର ମାଧ୍ୟମରେ ଚାଷୀମାନଙ୍କର ସାମଗ୍ରୀ ଆହୁରି ଶୀଘ୍ର ପହଞ୍ଚିପାରିବ । ଉତ୍ତର ପ୍ରଦେଶରେ କିଷାନ ରେଳ ଚଳାଚଳ ଯୋଗୁଁ ଅନେକ ଶୀତଳ ଭଣ୍ଡାର ଓ ଅନ୍ୟାନ୍ୟ ଗୋଦାମ ସୁବିଧା ସୃଷ୍ଟି ହେଲାଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅତୀତରେ ଡେଡିକେଟେଡ ଫ୍ରେଟ କରିଡରକୁ କାର୍ଯ୍ୟକାରୀ କରିବାରେ ବହୁତ ବିଳମ୍ବ ହୋଇଯାଇଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ । ସେ କହିଛନ୍ତି ଯେ 2014 ପର୍ଯ୍ୟନ୍ତ ଏହି ପ୍ରକଳ୍ପର ଗୋଟିଏ କିମି ମଧ୍ୟ ନିର୍ମାଣ ହୋଇ ନ ଥିଲା । 2014ରେ ତାଙ୍କ ସରକାର କ୍ଷମତାକୁ ଆସିବା ପରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇ ବିଭିନ୍ନ ପକ୍ଷଙ୍କ ସହ ନିରନ୍ତର ଆଲୋଚନା ଓ ସମୀକ୍ଷା ପରେ କାମ ଆରମ୍ଭ ହୋଇଥିଲା । ଫଳରେ ପରବର୍ତ୍ତୀ କେଇମାସ ମଧ୍ୟରେ 1100 କିମି ରେଳପଥ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା । ଟ୍ରାକ୍‍ର ଉନ୍ନତିବିଧାନ ଏବଂ ନୂଆ ଟ୍ରାକ୍‍ ନିର୍ମାଣ ନ କରି କେବଳ ଅଧିକରୁ ଅଧିକ ଟ୍ରେନ ଚଳାଚଳ କରାଇଥିବାରୁ ଏ ନେଇ ପୂର୍ବବର୍ତ୍ତୀ ସରକାରଙ୍କ କାର୍ଯ୍ୟକୁ ସେ ସମାଲୋଚନା କରିଥିଲେ । ସେ କହିଛନ୍ତି ଯେ ରେଳପଥର ଆଧୁନିକୀକରଣ ପାଇଁ ଆଗରୁ ଅଧିକ ଅର୍ଥ ଖର୍ଚ୍ଚ ହେଉ ନ ଥିଲା । ସ୍ୱତନ୍ତ୍ର ରେଳ ବଜେଟର ଅବସାନ ପରେ ରେଳପଥରେ ବିପୁଳ ନିବେଶର ସୁଯୋଗ ସୃଷ୍ଟି ହେଲା । ସରକାର ରେଳପଥର ପ୍ରଶସ୍ତୀକରଣ ଓ ବିଦ୍ୟୁତ୍‍କରଣ ସହିତ ଜଗୁଆଳୀ ନ ଥିବା ଲେଭଲ କ୍ରସିଂଗୁଡିକର ଉଚ୍ଛେଦ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରେଳବାଇର ପ୍ରତ୍ୟେକ ସ୍ତର ଓ କ୍ଷେତ୍ରରେ ସଂସ୍କାର ଅଣାଯାଇଛି । ପରିସ୍କାର ପରିଚ୍ଛନ୍ନତା ରକ୍ଷା, ଉନ୍ନତମାନର ଖାଦ୍ୟ ଓ ପାନୀୟ ଯୋଗାଣ ତଥା ଯାତ୍ରୀଙ୍କୁ ଅନ୍ୟାନ୍ୟ ସୁବିଧା ପ୍ରଦାନ କ୍ଷେତ୍ରରେ ମଧ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ରେଳବାଇର ବିଭିନ୍ନ ସାମଗ୍ରୀ ଓ ଉପକରଣ ନିର୍ମାଣ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟଭାବେ ଆତ୍ମନିର୍ଭର ହୋଇପାରିଛି । ଭାରତ ଏବେ ଆଧୁନିକ ଟ୍ରେନ ନିର୍ମାଣ କରୁଛି ଏବଂ ସେଗୁଡିକୁ ବିଦେଶକୁ ରପ୍ତାନୀ କରିପାରୁଛି । ବିଦ୍ୟୁତ୍‍ ଇଂଜିନ ନିର୍ମାଣ କ୍ଷେତ୍ରରେ ବାରଣସୀ ଏବେ ଏକ ବୃହତ୍‍ କେନ୍ଦ୍ରରେ ପରିଣତ ହୋଇଛି । ସେହିଭଳି ରାଏବରେଲିରେ ତିଆରି ହେଉଥିବା ରେଳଡବା ଏବେ ବିଦେଶକୁ ରପ୍ତାନୀ କରାଯାଉଛି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଭିତ୍ତିଭୂମି ବିକାଶକୁ ରାଜନୀତିରୁ ଊର୍ଦ୍ଧ୍ୱରେ ରଖାଯିବା ଉଚିତ । ଏକାଧିକ ପିଢିର କଲ୍ୟାଣକୁ ଦୃଷ୍ଟିରେ ରଖି ଦେଶର ଭିତ୍ତିଭୂମି ତିଆରି କରାଯିବା ଉଚିତ ଏବଂ ଏହା ଏକ ମିସନରେ ପରିଣତ ହେବାର ଆବଶ୍ୟକତା ରହିଛି । ଏ ସବୁ କାର୍ଯ୍ୟ ରାଜନୀତିର 5 ବର୍ଷିଆ ଯୋଜନା ଭିତରେ ସୀମିତ ହେବା ଅନୁଚିତ । ଯଦି ରାଜନୈତିକ ଦଳମାନେ ପ୍ରତିଯୋଗିତା କରିବାକୁ ଚାହାଁନ୍ତି ସେମାନେ ଭିତ୍ତିଭୂମିର ମାନ, ବେଗ ଓ ବ୍ୟାପକତା ନେଇ ପ୍ରତିଯୋଗିତା କରିବା ଉଚିତ । ଆନ୍ଦୋଳନ ଓ ବିକ୍ଷୋଭବେଳେ ସରକାରୀ ସମ୍ପତ୍ତିକୁ ନଷ୍ଟ ନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାବେଳେ ରାଷ୍ଟ୍ର ପ୍ରତି ଥିବା ଦାୟିତ୍ୱ ଓ କର୍ତ୍ତବ୍ୟକୁ ଭୁଲିଯିବା ଅନୁଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech