ମାନ୍ନାଥୁ ପଦ୍ମନାଭନଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଜେ ବି ଏନ, ୦୨/୦୧ /୨୦୨୧, ନୂଆଦିଲ୍ଲୀ : ମାନ୍ନାଥୁ ପଦ୍ମନାଭନଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏମ ଟ୍ଵିଟରେ ଶ୍ରୀ ମୋଦୀ କହିଛନ୍ତି, “ସମାଜସେବା, ସାମାଜିକ ନ୍ୟାୟ ଏବଂ ସାଂସ୍କୃତିକ ନବୀକରଣ ଦିଗରେ ତାଙ୍କର ଅଗ୍ରଗାମୀ ଅବଦାନ ପାଇଁ ଆଗାମୀ ପିଢି ଶ୍ରୀ ମାନ୍ନାଥୁ ପଦ୍ମନାଭନ ଜୀଙ୍କୁ କୃତଜ୍ଞତା ଜଣାଇବେ । ତାଙ୍କର ଜୀବନ ଅନ୍ୟମାନଙ୍କ ଭଲ ପାଇଁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗୀକୃତ ଥିଲା । ମୁଁ ତାଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି” ।



