ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ମେଟ୍ରୋଲୋଜି କନକ୍ଲେଭରେ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିବେ

ଜେ ବି ଏନ, ୦୩-୦୪/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଜାତୀୟ ମେଟ୍ରୋଲୋଜି କନକ୍ଲେଭରେ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିବେ। ସେ ନ୍ୟାସନାଲ ଆଟୋମିକ୍ ଟାଇମସ୍କେଲ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ, ରାଷ୍ଟ୍ରକୁ ସମର୍ପିତ କରିବେ ଏବଂ ଜାତୀୟ ପରିବେଶ ମାନକ ଲାବୋରେଟୋରୀର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ।



