ବିଜେପି ନେତାଙ୍କ ହତ୍ୟା ପ୍ରତିବାଦରେ ଆଇନ୍ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ଜେ ବି ଏନ, ୦୫/୦୧/୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ବରହମପୁର କମାପଲ୍ଲୀ ଛକ ଠାରେ ଆଇନ ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ
କରାଯାଇଛି l ଗଞ୍ଜାମ ବିଜେପି ତରଫରୁ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବୋରାଲ ହତ୍ୟାକାରୀ, ଯିଏକି ଆଇନ

ମନ୍ତ୍ରୀଙ୍କ ସମର୍ଥକ ଓ ସେ ହତ୍ୟା କରିଥିବାରୁ ,ଆଇନ ମନ୍ତ୍ରୀ ଙ୍କ ଇସ୍ତଫା , ଓ ଏହି କେସ କୁ C B I କୁ ହସ୍ତାନ୍ତର କରିବା ପାଇଁ ଦାବି କରାଯାଇଥିଲା



