
ସମସ୍ତ ଅପରାଧୀ ଙ୍କୁ ଗିରଫ ଓ ଆଇନ ମନ୍ତ୍ରୀ ଙ୍କ ବହିସ୍କାର ଦାବିରେ ଏସ୍ପିଙ୍କ ଅଫିସ ଘେରାଉ
ଜେ ବି ଏନ, ୦୬/୦୧ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ସମସ୍ତ ଅପରାଧୀ ଙ୍କୁ ଗିରଫ ଓ ଆଇନ ମନ୍ତ୍ରୀ ଙ୍କ ବହିସ୍କାର ଦାବିରେ ଏସ୍ପିଙ୍କ ଅଫିସ ଘେରାଉ l ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ବିରୋଧ ରେ ସ୍ୱର ଉଠାଇଥିବା ମହଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଙ୍କୁ ହତ୍ୟା କରିଥିବା ଓ ତାଙ୍କ ସହଯୋଗୀ ଙ୍କୁ ଆକ୍ରମଣ କରିଥିବା ସମସ୍ତ ଅପରାଧୀ ଙ୍କୁ ଗିରଫ ଓ ଆଇନ ମନ୍ତ୍ରୀ ଙ୍କ ବହିସ୍କାର ଦାବିରେ ଆଜି ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫ ରୁ ବରହମପୁର ଏସପି ଙ୍କ ଅଫିସ ଘେରାଉ କରାଯାଇଥିଲା l ଦେଖନ୍ତୁ ଭିଜୁଆଲ :



