ହଂଗାମା ଟୁର୍ଣ୍ଣାମେଣ୍ଟର ଶୁଭ ଆରମ୍ଭ

ଜେ ବି ଏନ, ୦୭/୦୧/୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଆଜି ଶ୍ରୀ ଶ୍ରୀ ଶ୍ରୀ କାଶୀ ବିଶ୍ଵନାଥ କ୍ରିକେଟ ତରଫ ରୁ ଲାଞ୍ଜିପାଳି NH 5 ଠାରେ ଥିବା ଖେଳ ପଡିଆ ଠାରେ ହଂଗାମା ଟୁର୍ନାମେଣ୍ଟ ର ଶୁଭ ଆରୋମ୍ଭ ହୋଇଥିଲା,ଏହି ଉତ୍ସବ ରେ ବରହମପୁର BDA ସୁବାସ ମହାରଣା,ସ୍ଥାନୀୟ ଏକ୍ସ କର୍ପୋରେଟର ରଶ୍ମିତା ପାତ୍ର ପ୍ରମୂଖ ଯୋଗ ଦେଇଥିଲେ l




