Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଡ. ହର୍ଷବର୍ଦ୍ଧନ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଟୀକାଦାନ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କଲେ - Jagrat Bharat News

ଡ. ହର୍ଷବର୍ଦ୍ଧନ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଟୀକାଦାନ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କଲେ

ଡ. ହର୍ଷବର୍ଦ୍ଧନ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଟୀକାଦାନ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କଲେ

 

ଜେ ବି ଏନ, ୦୭/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଆସନ୍ତାକାଲି (8 ଜାନୁଆରୀ) ଦେଶବ୍ୟାପୀ ହେଉଥିବା କୋଭିଡ୍‌ ଟୀକାଦାନ ଅଭ୍ୟାସ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀ, ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ସଚିବମାନଙ୍କ ସହ ମତବିନିମୟ କରିଛନ୍ତି । ଏହି ପ୍ରକ୍ରିୟାକୁ ସଫଳ କରିବା ପାଇଁ ଯେ ସବୁ ରାଜ୍ୟର ସ୍ୱାସ୍ଥ୍ର୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ବ୍ୟକ୍ତିଗତ ସାହାଯ୍ୟ ସହଯୋଗ ଲୋଡିଛନ୍ତି । ଆସନ୍ତାକାଲି ଦେଶର 33ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 736 ଜିଲାରେ ଏହି ଟୀକାଦାନର ଅଭ୍ୟାସମୂଳକ ଡ୍ରିଲ କରାଯିବ । ଏଥିରେ ଗୋଟିଏ ଦିନରେ 3 ପର୍ଯ୍ୟାୟରେ କିପରି ଲୋକଙ୍କୁ ଟୀକା ଦିଆଯିବ ସେ କଥା ଟୀକାଦାନକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଅଭ୍ୟାସ କରିବେ ।

 

ଏହି ମକ୍‌ଡ୍ରିଲର ଉଦେ୍ଦଶ୍ୟ ହେଲା ପ୍ରକୃତ ଟୀକାକୁ କିପରି ଲୋକଙ୍କୁ ନିର୍ଭୁଲଭାବେ ପ୍ରଦାନ କରାଯାଇପାରିବ ତାହାର ସମୁଦାୟ ଯୋଜନା ଓ କାର୍ଯ୍ୟକାରିତାର ଅଭ୍ୟାସମୂଳକ ପ୍ରଦର୍ଶନ କରିବା। ଏଥିପାଇଁ ହିତାଧିକାରୀମାନଙ୍କ ନାମ ପଞ୍ଜୀକୃତ ହେବ । ନିର୍ଦ୍ଧାରିତ ଟୀକାଦାନ କେନ୍ଦ୍ରରେ ବିଭିନ୍ନ ପର୍ଯ୍ୟାୟରେ କିପରି ଟୀକା ଦିଆଯିବ ତାହାର ଯୋଜନା ଓ ରୂପାୟନ କାର୍ଯ୍ୟ ପରୀକ୍ଷାମୂଳକଭାବେ କରାଯିବ। ଏହି ସମଗ୍ର ପ୍ରକ୍ରିୟା ଜିଲାପାଳ ବା ଜିଲା ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ହେବ। ଏହି ଡ୍ରାଏ ରନ୍‌ ବ୍ୟବସ୍ଥାରେ ରାଜ୍ୟ, ଜିଲା, ବ୍ଲକ ଓ ହସପିଟାଲସ୍ତରୀୟ ଅଧିକାରୀମାନେ ଟୀକାଦାନ ଓ ଅନ୍ୟାନ୍ୟ ବ୍ୟବସ୍ଥା ସହ ପରିଚିତ ହେବେ । ଏହା ଫଳରେ ଯେତେବେଳେ ବାସ୍ତବରେ ଟୀକା ଦିଆଯିବା ଆରମ୍ଭ ହେବ ସେତେବେଳେ କୌଣସି ଅସୁବିଧା ରହିବ ନାହିଁ । ଏହି ଅଭ୍ୟାସମୂଳକ କାର୍ଯ୍ୟ ବଳରେ ପ୍ରଶାସକମାନେ ଟୀକାଦାନ ସଂକ୍ରାନ୍ତ ଯୋଜନା, ରୂପାୟନ ଓ ରିପୋର୍ଟିଂ ମେକାନିଜମ୍‌ ସହ ସମନ୍ୱୟ ରକ୍ଷା କରିବାର ଅଭିଜ୍ଞତା ଅର୍ଜନ କରିବେ। ଏଥିରେ ଯଦି କୌଣସି ତ୍ରୁଟିବିଚ୍ୟୁତି ଥାଏ ଏହା ଅଭ୍ୟାସବେଳେ ଧରାପଡି ତାହା ସଂଶୋଧନ କରାଯାଇପାରିବ । ସର୍ବୋପରି ଏହି ଅଭ୍ୟାସଦ୍ୱାରା ବାସ୍ତବ ଟୀକାଦାନ ବ୍ୟବସ୍ଥାରେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କର ଆତ୍ମବିଶ୍ୱାସ ବଢିବ ।

 

ଆଜିର ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବକୁମାର ଦେବ, ଆନ୍ଧ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଶ୍ରୀ ଆଲା କାଲି କୃଷ୍ଣ ଶ୍ରୀନିବାସ, ଗୁଜରାଟର ଉପମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନୀତିନ ଭାଇ ପଟେଲ, ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମଙ୍ଗଲ ପାଣ୍ଡେ, ସିକ୍କିମର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ଏମ୍‌.କେ. ଶର୍ମା, ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ଶ୍ରୀ ବିଜୟ ଭାସ୍କର, ତେଲଙ୍ଗାନାର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଇ. ରାଜେନ୍ଦ୍ର, ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ରାଜେଶ ଟୋପେ, ମଣିପୁରର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଏଲ.ଜେ. ସିଂହ, କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରମତୀ କେ.କେ. ଶୈଳଜା ଟିଚର, ଗୋଆର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଜିତ ରାଣେ, କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଡ. କେ. ସୁଧାକର, ଛତିଗଡ଼ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଟି.ଏସ୍‌. ସିଂହଦେଓ, ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ସତ୍ୟେନ୍ଦ୍ର କୁମାର ଜୈନ, ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ପ୍ରଭୁରାମ ଚୌଧୁରୀ, ରାଜସ୍ଥାନର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ରଘୁ ଶର୍ମା, ଓଡ଼ିଶାର ପଞ୍ଚାୟତିରାଜ, ସହରାଞ୍ଚଳ ବିକାଶ, ଆଇନ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ଆସାମର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପୀୟୂଷ ହଜାରିକା ପ୍ରମୁଖ ଭାଗ ନେଇଥିଲେ ।

 

 

 

ଏହି ଅବସରରେ ଡ. ହର୍ଷବର୍ଦ୍ଧନ କହିଥିଲେ ଯେ କରୋନା ମହାମାରୀର ମୁକାବିଲା ପାଇଁ ଗଢାଯାଇଥିବା ଯୁଗ୍ମ ମନିଟରିଂ ଗ୍ରୁପ୍‌ ଇତିମଧ୍ୟରେ ସଫଳତାର ସହ ଏକବର୍ଷ ପୂରଣ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏହି ଯୁଗ୍ମ ମନିଟରିଂ ଗ୍ରୁପର ପ୍ରଥମ ବୈଠକ 2020 ଜାନୁଆରୀ 8 ତାରିଖରେ ଅନୁଷ୍ଠିତ ହୋଇଥିଲା । ଆଜି ତାହାର ଏକବର୍ଷ ପୂରଣ ହୋଇଛି । ଏହି ବର୍ଷକ ଭିତରେ କରୋନାର ମୁକାବିଲା ପାଇଁ କର୍ମୀ, ଚିକିତ୍ସକ, କରୋନା ଯୋଦ୍ଧା, ବୈଜ୍ଞାନିକ ଓ ସର୍ବସାଧାରଣ ଅକ୍ଲାନ୍ତ ଉଦ୍ୟମ କରି ଏହି ମହାମାରୀର ମୁକାବିଲାରେ ସଫଳ ହୋଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ଭାରତ କିପରି କରୋନା ମହାମାରୀର ସଫଳ ମୁକାବିଲା କରିଛି ତାହାର ବିଭିନ୍ନ ଉଦାହରଣ ଦେଇ ସେ କହିଥିଲେ ଯେ ଭାରତରେ ଆରୋଗ୍ୟଲାଭ ହାର ବିଶ୍ୱରେ ସର୍ବାଧିକ ରହିଥିବାବେଳେ ମୃତୁ୍ୟସଂଖ୍ୟା ଆନୁପାତିକଭାବେ ସବୁଠୁ କମ୍‌ ରହିଛି । ଏନ୍‌ 95 ମାସ୍କ, ପିପିଇ କିଟ୍ସ ଓ ଅନ୍ୟାନ୍ୟ ଉପକରଣ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟାନ୍ୟ ଦେଶଙ୍କୁ ମଧ୍ୟ ଏହା ଯୋଗାଇବାରେ ସକ୍ଷମ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନା ଅନୁସାରେ ଏସବୁ କ୍ଷେତ୍ରରେ ଭାରତ ସଫଳତା ପାଇଛି ।

 

କରୋନା ଲଢେଇରେ ସାମିଲ ହୋଇଥିବା ବିଭିନ୍ନ ସଂପୃକ୍ତ ପକ୍ଷ, ବିଶେଷକରି ରାଜ୍ୟ ସରକାର, ଏହାର ଅଧିକାରୀବୃନ୍ଦ, କେନ୍ଦ୍ରୀୟ କର୍ମଚାରୀ ଓ ଅଧିକାରୀଗଣ ଏବଂ ଡାକ୍ତରୀ ସମୁଦାୟକୁ ସେ ମଧ୍ୟ ଏହି ଅବସରରେ ପ୍ରଶଂସା କରିଛନ୍ତି । ସେମାନଙ୍କର ସହଯୋଗ ଓ ଉଦ୍ୟମ ଫଳରେ କରୋନା ବିରୋଧୀ ଲଢେଇରେ ଭାରତକୁ ବିପୁଳ ସଫଳତା ମିଳିଛି ବୋଲି ସେ କହିଛନ୍ତି । ଭାରତ ନିଜସ୍ୱ ଉଦ୍ୟମରେ କରୋନା ଟୀକା ଉତ୍ପାଦନ କରିବାରେ ସଫଳ ହୋଇଛି ଏବଂ ଅଳ୍ପ କେଇଦିନ ମଧ୍ୟରେ ଲୋକଙ୍କୁ ଟୀକାଦେବା ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି । ଟୀକା ପ୍ରଦାନକାରୀଙ୍କୁ ଆବଶ୍ୟକ ତାଲିମ ଓ ଟୀକାଦାନ ସଂକ୍ରାନ୍ତ କାର୍ଯ୍ୟକୁ ସୁସଂହତ କରିଥିବାରୁ ସେ ମଧ୍ୟ ଉଭୟ ବିଶେଷଜ୍ଞ ସମୁଦାୟ ଓ ରାଜ୍ୟ ପ୍ରଶାସନଗୁଡିକୁ ସାଧୁବାଦ ଜଣାଇଛନ୍ତି । ଦେଶରେ ପ୍ରସ୍ତୁତ ଦୁଇଟି ଟୀକାକୁ ଜରୁରୀ ବ୍ୟବହାର ପାଇଁ ଅନୁମୋଦନ ମିଳିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିବା ସହ ଅକ୍ଲାନ୍ତ ଉଦ୍ୟମ କରି ଏହି ଟୀକା ବାହାର କରିଥିବା ବୈଜ୍ଞାନିକ ସମୁଦାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

ଟୀକାଦାନ ପାଇଁ ଯେଉଁ ଅଭିନବ ଡିଜିଟାଲ ପ୍ଲାଟଫର୍ମ କୋ-ଉଇନ୍‌ ପ୍ରସ୍ତୁତ ହୋଇଛି ସେ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଇ-ଭିନ୍‌ ପ୍ଲାଟଫର୍ମକୁ ପୁନଃ ଉଦ୍ଦ୍ୟେଶିତ କରାଯାଇ ଏହି କୋ-ଉଇନ ପ୍ରସ୍ତୁତ କରାଯାଇଛି । ଟୀକାର ମହଜୁଦ, ପରିମାଣ, ସେବୁ କେତେ ଡିଗ୍ରୀରେ ରଖାଯାଉଛି ସେ ସଂକ୍ରାନ୍ତ ତଥ୍ୟ, ଯେଉଁମାନଙ୍କୁ ଦିଆଯିବ ସେମାନଙ୍କ ତଥ୍ୟାବଳୀ ଆଦି ସବୁ ଏଥିରୁ ମିଳିପାରିବ । ଏହି ପ୍ଲାଟଫର୍ମ ଦ୍ୱାରା ପ୍ରୋଗ୍ରାମ ମ୍ୟାନେଜରମାନେ ସମଗ୍ର ଟୀକାଦାନ ପ୍ରକ୍ରିୟାକୁ ସୁସଂହତ ଉପାୟରେ ସଂପନ୍ନ କରିପାରିବେ । ଯେଉଁମାନଙ୍କୁ ଟୀକା ଦିଆଯିବାକୁ ଥିବ ସେମାନେ ଟୀକା ନେଇସାରିବା ପରେ ଏକ ସ୍ୱୟଂକ୍ରିୟ ବ୍ୟବସ୍ଥାରେ ସେମାନଙ୍କର ଡିଜିଟାଲ ସାର୍ଟିଫିକେଟ ଜେନେରେଟ ହୋଇପାରିବ । ଏହି ପ୍ଲାଟଫର୍ମରେ ବର୍ତ୍ତମାନ ସୁଦ୍ଧା 78 ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାଦାନ ପାଇଁ ପଞ୍ଜିକୃତ କରାଯାଇଥିବା ମନ୍ତ୍ରୀ ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ।

 

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଟୀକାଦାନ ପାଇଁ ଦେଶର ସମଗ୍ର କୋଲ୍ଡ ଚେନ୍‌ ବ୍ୟବସ୍ଥାକୁ ଉନ୍ନୀତ କରାଯାଇଛି । ଦେଶର ଶେଷତମ ପ୍ରାନ୍ତରେ ଏହି ଟୀକା ପହଞ୍ଚାଇବା ପାଇଁ ବ୍ୟବସ୍ଥା ନିଶ୍ଚିତ ହୋଇଛି। ଟୀକା ପାଇଁ ଆବଶ୍ୟକ ସିରିଞ୍ଜ ଓ ଅନ୍ୟାନ୍ୟ ଉପକରଣ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦିଆଯାଇଛି । ଭାରତରେ ପୋଲିଓ, ରୁବେଲା, ମିଜିଲ୍ସ ଓ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ଟୀକାଦାନ କାର୍ଯ୍ୟକ୍ରମ ନିୟମିତଭାବେ ଚାଲିଛି । ସେଥିରୁ ଲବ୍‌ଧ ଅଭିଜ୍ଞତା କରୋନା ଟୀକା ପ୍ରଦାନରେ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି ।

 

ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆହୁରି କହିଛନ୍ତି ଯେ ଚଳିତମାସ 17 ତାରିଖରେ ସମଗ୍ର ଦେଶରେ ଜାତୀୟ ଟୀକାକରଣ ଦିବସ ପାଳନ କରାଯିବ । ଏହାକୁ ସଫଳ କରିବା ସହ ଏ ଦିବସ ପାଳନର ଯଥାର୍ଥତା ପ୍ରତିପାଦନ କରିବା ପାଇଁ ସେ ସବୁ ରାଜ୍ୟ ପ୍ରଶାସନକୁ ଅନୁରୋଧ କରିଛନ୍ତି । କେନ୍ଦ୍ର-ରାଜ୍ୟ ମିଳିତ ସହଯୋଗ ଯୋଗୁଁ ଭାରତ ଆଜି ପୋଲିଓମୁକ୍ତ ହୋଇପାରିଛି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମାନ୍ୟତା ଦେଇଛି । ତେଣୁ ଆମର ଏହି ମିଳିତ ଉଦ୍ୟମ ଜାରି ରହିଲେ ଭାରତର ପୋଲିଓମୁକ୍ତ ସ୍ଥିତି ଅବ୍ୟାହତ ରହିବ ବୋଲି ସେ କହିଛନ୍ତି । ଆମର କେତେକ ପଡୋଶୀ ଦେଶରେ ମଝିରେ ମଝିରେ ପୋଲିଓ ସଂକ୍ରମଣ ଦେଖାଦେଉଥିବାରୁ ଆମକୁ ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି ।

 

ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ କୋଭିଡ୍‌ ଟୀକାଦାନ ପାଇଁ ଆବଶ୍ୟକ ପଡୁଥିବା ମାନବ ସମ୍ବଳର ଦକ୍ଷତା ବିକାଶ, ଏହାର ଆବଣ୍ଟନ ଏବଂ ଟୀକା ପ୍ରଦାନ ବ୍ୟବସ୍ଥା, ସବିଶେଷ ତାଲିମ ପ୍ରକ୍ରିୟା, ସମନ୍ୱୟ, ଟୀକାଦାନକାରୀଙ୍କୁ ଆବଶ୍ୟକ ତାଲିମ, କୋଲ୍ଡ ଚେନ୍‌ ବ୍ୟବସ୍ଥା, ସୁପରଭାଇଜର, ଡାଟା ମ୍ୟାନେଜର, ଆଶା କୋର୍ଡିନେଟର୍ସଙ୍କ ବ୍ୟବସ୍ଥା ଆଦି ସବୁ କାମ ସୁଚିନ୍ତିତ ଉପାୟରେ କରାଯାଇ ପ୍ରସ୍ତୁତି ପୂର୍ଣ୍ଣାଙ୍ଗ ହୋଇଛି । ସମଗ୍ର ପ୍ରକ୍ରିୟାରେ ଯେପରି କୌଣସି ତ୍ରୁଟି ନ ରହେ ତାହାକୁ ନିଶ୍ଚିତ କରାଯାଇଛି । ଏହି ସମଗ୍ର ପ୍ରକ୍ରିୟାର କାର୍ଯ୍ୟକାରିତା ଓ ଯୋଜନାକୁ ଆଇଟି ପ୍ଲାଟଫର୍ମରେ ମଧ୍ୟ ସଂଯୋଜିତ କରାଯାଇଛି । ଅଭ୍ୟାସ ପାଇଁ ଗତ ଜାନୁଆରୀ 2ରେ ପ୍ରଥମ ଜାତୀୟ ମକ୍‌ଡ୍ରିଲ ପରେ ଆସନ୍ତାକାଲି ଦ୍ୱିତୀୟ ମକ୍‌ଡ୍ରିଲ ଦେଶବ୍ୟାପୀ କରାଯାଉଛି । ଏଥିରେ ପ୍ରସ୍ତୁତିରେ ଆଉ ଯଦି କେଉଁଠି ତ୍ରୁଟି ରହିଥାଏ ତାହାକୁ ଠାବ କରି ସଂଶୋଧନ କରାଯିବ ।

 

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଆସନ୍ତାକାଲି ଯେଉଁ ଡ୍ରାଏ ରନ୍‌ ହେବ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବ୍ୟକ୍ତିଗତଭାବେ ଏଥିରେ ଆଗ୍ରହ ପ୍ରକାଶ କରି ସମଗ୍ର ବ୍ୟବସ୍ଥାର ସୁପରିଚାଳନାରେ ନେତୃତ୍ୱ ନେବା ଉଚିତ । ଅନୁମୋଦନ ଲାଭ କରିଥିବା ଦୁଇଟି ଟୀକା ସଂପର୍କରେ ଯେପରି କୌଣସି ଅପପ୍ରଚାର ନ ହୁଏ, ସେଥିପ୍ରତି ଦୃଷ୍ଟି ରଖିବା ସହ ଗୁଜବକାରୀଙ୍କ ପ୍ରତି ସତର୍କ ରହିବାକୁ ସେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଏହି ଟୀକାର ଗୁଣ ଓ ମାନ ନେଇ ଯେଉଁ ବାଜେ କଥା ପ୍ରସାରିତ ହେଉଛି ତାହାକୁ ଖଣ୍ଡନ କରି ସେ କହିଛନ୍ତି ଯେ ଦୁବୃର୍ତ୍ତମାନେ ଅପପ୍ରଚାର କରି ଏହି ସମଗ୍ର ଟୀକାଦାନ ପ୍ରକ୍ରିୟାକୁ ବିଫଳ କରିପାରନ୍ତି । ଏହାଦ୍ୱାରା ଆମେ ଅନେକ ପଛକୁ ଚାଲିଯିବା । ତେଣୁ ସେମାନଙ୍କ ପ୍ରତି ଆମେ ବେଶ୍‌ ସତର୍କ ରହିବାକୁ ପଡିବ । ବିଭିନ୍ନ ସଂପୃକ୍ତ ପକ୍ଷ, ବିଶେଷକରି ଯୁବ ସମାଜ ସହିତ ସମନ୍ୱୟ ରକ୍ଷାକରି ଗୁଜକୁ ପ୍ରତିହତ କରିବା ଓ ଲୋକଙ୍କ ମଧ୍ୟରେ ସତ୍ୟ ଓ ସଚେତତାନର ବାର୍ତ୍ତା ପ୍ରଚାର କରିବାକୁ ସେ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିଛନ୍ତି ।

 

ଆଜିର ଏହି ସମୀକ୍ଷା ବୈଠକ ଅବସରରେ ପ୍ରଥମ ପର୍ଯ୍ୟାୟ ଡ୍ରାଏ ରନ୍‌ର ଅଭିଜ୍ଞତା ଓ ସୂଚନା ସଂପର୍କରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନେ କେନ୍ଦ୍ରମନ୍ତ୍ରୀଙ୍କ ସହ ମତବିନିମୟ କରିଥିଲେ। ଆସନ୍ତାକାଲିର ଡ୍ରାଏ ରନ ପାଇଁ ନିଜ ନିଜର ରାଜ୍ୟ ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ଦେଇଥିଲେ । ବାସ୍ତବ ଟୀକାଦାନ ପ୍ରକ୍ରିୟାକୁ ସଫଳ କରିବା ପାଇଁ ସବୁମତେ ଉଦ୍ୟମ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେବା ସହିତ ଟୀକାଦାନ ପାଇଁ ଯେଉଁ ପ୍ରସ୍ତୁତି କରାଯାଇଛି ସେ ନେଇ ସନ୍ତୋଷ ପ୍ରକାଶ କରିଥିଲେ ।

 

 

 

ଏହି ସୀମକ୍ଷା ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ଅତିରିକ୍ତ ସଚିବ ତଥା ଏନଏଚ୍ଏମ୍‌ର ପରିଚାଳନା ନିର୍ଦେଶିକା ସୁଶ୍ରୀ ବନ୍ଦନା ଗୁରନାନୀ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଶ୍ରୀ ମନୋହର ଅଗନାନୀ, ଯୁଗ୍ମ ସଚିବ ଶ୍ରୀ ଲବ ଅଗ୍ରୱାଲ ଏବଂ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech