Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
କୋଭିଡ୍‍ ଟିକାଦାନ ସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା - Jagrat Bharat News

କୋଭିଡ୍‍ ଟିକାଦାନ ସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

କୋଭିଡ୍‍ ଟିକାଦାନ ସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଜେ ବି ଏନ, ୧୧/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଟିକା ପ୍ରଦାନ ସଂପର୍କରେ ପ୍ରସ୍ତୁତି ଓ ସ୍ଥିତି ଆଦି ଆକଳନ କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍‍ ଟିକାଦାନର ସବିଶେଷ ପ୍ରସ୍ତୁତି ଏବଂ ସ୍ଥିତି ସଂପର୍କରେ ସମୀକ୍ଷା କରାଯାଇଛି ।

 

ଭୂତାଣୁ ବିରୋଧରେ ସମନ୍ବିତ ଲଢେଇ

 

ଆଜି ଏହି ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ତାଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପରେ ସେ କରୋନା ବିରୋଧୀ ଲଢେଇରେ କେନ୍ଦ୍ର ଓ ରାଜ୍ୟଗୁଡିକ ମଧ୍ୟରେ ନିରନ୍ତର ଯୋଗାଯୋଗ ଏବଂ ସମନ୍ୱୟର ଉଚ୍ଚପ୍ରଶଂସା କରି କହିଥିଲେ ଯେ ଏହି ସମନ୍ୱୟ ଫଳରେ ଠିକ୍‍ ସମୟରେ ନିଷ୍ପତ୍ତି ଗ୍ରହଣ କରାଯାଇପାରିଥିଲା । ଏହାଦ୍ୱାରା ଭୂତାଣୁ ବିରୋଧୀ ଲଢେଇରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ସହଜ ହୋଇଥିଲା; ଫଳରେ ଦେଶରେ ସଂକ୍ରମଣ ନିୟନ୍ତ୍ରଣାଧୀନ ହୋଇପାରିଛି । ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ରୋଗର ପ୍ରଭାବ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସଂକ୍ରମଣ ଆରମ୍ଭ କାଳରେ ଲୋକଙ୍କ ଭିତରେ ଯେଉଁ ଭୟ ଓ ଆଶଙ୍କା ଥିଲା ତାହା ଏବେ ହ୍ରାସ ପାଇଛି । ମହାମାରୀର ଆତଙ୍କ କମିଥିବାବେଳେ ଅର୍ଥନୈତିକ କାର୍ଯ୍ୟକ୍ରମଗୁଡିକରେ ସକାରାତ୍ମକ ଉପଲବ୍‍ଧି ପ୍ରତିଫଳିତ ହୋଇଛି । ଏହି ଲଢେଇରେ ରାଜ୍ୟ ସରକାରମାନେ ମନପ୍ରାଣ ଦେଇ ନିଜକୁ ନିୟୋଜିତ କରିଥିବାରୁ ତାହାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

 

 

 

ବିଶ୍ୱର ସର୍ବବୃହତ ଟିକାଦାନ ଅଭିଯାନ

 

 

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ବିରୋଧୀ ଲଢେଇରେ ଭାରତ ଏବେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି । ଚଳିତ ଜାନୁୟାରୀ 16 ତାରିଖରେ ଭାରତରେ ବିଶ୍ୱର ସର୍ବବୃହତ ଟିକାଦାନ ଅଭିଯାନ ଆରମ୍ଭ ହେବ । ସେ ଆହୁରି କହିଛନ୍ତି ଯେ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଯେଉଁ ଦୁଇଟିଯାକ ଟିକାକୁ ଅନୁମତି ପ୍ରଦାନ କରାଯାଇଛି ତାହା ଆମ ଦେଶରେ ତିଆରି । ଏହି ଦୁଇଟି ଟିକା ବିଶ୍ୱରେ ଅନ୍ୟତ୍ର ଉତ୍ପାଦିତ ଟିକାଠାରୁ ଅପେକ୍ଷାକୃତ ଶସ୍ତା । ଭାରତ ଯଦି ନିଜେ ଟିକା ଉତ୍ପାଦନ ନ କରି ଅନ୍ୟ ଦେଶ ଉପରେ ନିର୍ଭର କରିଥାନ୍ତା ସେଥିପାଇଁ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ସେ ଆହୁରି କହିଛନ୍ତି ଯେ ଟିକା ପ୍ରଦାନରେ ଭାରତର ବ୍ୟାପକ ଓ ସୁଦୀର୍ଘ ଅଭିଜ୍ଞତା ଏହି ପ୍ରୟାସରେ ବିଶେଷ ସହାୟକ ହେବ । ବିଶେଷଜ୍ଞ ଏବଂ ବୈଜ୍ଞାନିକ ସମୁଦାୟଙ୍କ ପରାମର୍ଶ କ୍ରମେ କେଉଁମାନଙ୍କୁ ଆଗ ଟିକା ଦିଆଯିବ ତାହା ସ୍ଥିର ହୋଇଛି । ଏଥିରେ ରାଜ୍ୟମାନଙ୍କର ପରାମର୍ଶ ମଧ୍ୟ ଗ୍ରହଣ କରାଯାଇଛି । ଊଭୟ ସରକାରୀ ଓ ବେସରକାରୀ କ୍ଷେତ୍ରର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ଟିକା ପ୍ରଦାନ କରାଯିବ । ସେମାନଙ୍କ ସହିତ ସଫେଇ କର୍ମଚାରୀ, କରୋନା ଯୁଦ୍ଧର ସମ୍ମୁଖଧାଡିର ଯୋଦ୍ଧା, ପୁଲିସ, ଅର୍ଦ୍ଧସାମରିକ ବାହିନୀର ଯବାନ, ହୋମ୍‍ଗାର୍ଡ, ବିପର୍ଯ୍ୟୟ ପରିଚାଳନାରେ ସଂପୃକ୍ତ ସ୍ୱେଚ୍ଛାସେବୀ, ବେସାମରିକ ସଂସ୍ଥାର ଯବାନ, କରୋନା ମୁକାବିଲାରେ ସଂପୃକ୍ତ ରାଜସ୍ୱ ଅଧିକାରୀ ଆଦିଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ଟିକା ପ୍ରଦାନ କରାଯିବ । ଏସବୁ ଲୋକଙ୍କ ସଂଖ୍ୟା ପ୍ରାୟ 3 କୋଟି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଏହି 3 କୋଟି ଲୋକଙ୍କ ପ୍ରଥମ ପର୍ଯ୍ୟାୟ ଟିକାଦାନରେ ଯେଉଁ ଅର୍ଥ ଖର୍ଚ୍ଚ ହେବ ତାହାକୁ କେନ୍ଦ୍ର ସରକାର ବହନ କରିବେ । ଏ ବାବଦରେ କୌଣସି ରାଜ୍ୟ ସରକାରଙ୍କୁ ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ ।

 

ଦ୍ୱିତୀୟ ପର୍ଯ୍ୟାୟରେ 50 ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷ ଏବଂ 50 ବର୍ଷରୁ କମ୍‍ ବ୍ୟକ୍ତିବିଶେଷ ଯେଉଁମାନେ ବିଭିନ୍ନ ପ୍ରକାର ଗୁରୁତର ବ୍ୟାଧିରେ ପୀଡିତ ସେମାନଙ୍କୁ ଟିକା ଦିଆଯିବ । ଏହି ଦୁଇ ବର୍ଗର ଲୋକ ସଂକ୍ରମିତ ହେବାର ଅଧିକ ଆଶଙ୍କା ଥିବାରୁ ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଟିକାଦାନ ପାଇଁ ଭିତ୍ତିଭୂମି ଓ ସାମଗ୍ରୀ ଯୋଗାଣ ଆଦି କାର୍ଯ୍ୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଶେଷ ହୋଇଛି । ଏଥିପାଇଁ ସମଗ୍ର ଦେଶରେ ଅଭ୍ୟାସମୂଳକ ଟିକାଦାନ କାର୍ଯ୍ୟ ସଫଳତାର ସହ ସଂପନ୍ନ କରାଯାଇଛି । ସେ କହିଛନ୍ତି ଯେ କରୋନା ନେଇ ନୂଆ ପ୍ରସ୍ତୁତି ଏବଂ ମାନକ ସଞ୍ଚାଳନ ପ୍ରକ୍ରିୟାକୁ ଆମର ପୁରୁଣା ସାର୍ବଜନୀନ ଟିକାଦାନ କାର୍ଯ୍ୟକ୍ରମ ଓ ନିର୍ବାଚନ ପରିଚାଳନା ବ୍ୟବସ୍ଥା ସହ ଯୋଡିବାକୁ ପଡିବ । ନିର୍ବାଚନରେ ଯେପରି ବୁଥସ୍ତରୀୟ ରଣନୀତି ପ୍ରସ୍ତୁତ କରାଯାଏ, ଏହି ଟିକାଦାନରେ ସମାନ ରଣନୀତି ଅବଲମ୍ବନ କରାଯିବ ।

 

 

 

କୋ-ୱିନ

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟିକାଦାନ ଅଭିଯାନରେ ସବୁଠୁ ବଡ଼ ବିଷୟ ହେଲା କେଉଁମାନେ ଟିକା ନେବା ଆବଶ୍ୟକ ସେମାନଙ୍କୁ ଚିହ୍ନଟ କରି ଏହାର ତଦାରଖ ବ୍ୟବସ୍ଥା କରିବା । ସେଥିପାଇଁ କୋ-ୱିନ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି । ଆଧାର ସହାୟତାରେ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯିବ ଏବଂ ଠିକ୍‍ ସମୟରେ ସେମାନଙ୍କୁ ଦ୍ୱିତୀୟ ଡୋଜ ଟିକା ଦେବା ନିଶ୍ଚିତ କରାଯିବ । ଏହି ଟିକାଦାନ ଅଭିଯାନ ପାଇଁ ଯେଉଁସବୁ ବାସ୍ତବକାଳୀନ ତଥ୍ୟାବଳୀ କୋ-ୱିନରେ ଅପ୍‍ଲୋଡ ହୁଏ ତାହା ବିଶେଷ ଗୁରୁତ୍ୱ ବହନ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ଜଣେ ଲୋକ ପ୍ରଥମ ଡୋଜ ଟିକା ନେଇସାରିବା ପରେ କୋ-ୱିନ ତୁରନ୍ତ ଟିକା ଦିଆଯାଇଥିବା ଏକ ସାର୍ଟିଫିକେଟ ଜେନେରେଟ କରିବ । ଏହି ସାର୍ଟିଫିକେଟ ବା ପ୍ରମାଣପତ୍ର ଦ୍ୱିତୀୟ ଡୋଜ ଟିକା ପାଇଁ ଏକ ପ୍ରମାଣଭାବେ କାର୍ଯ୍ୟ କରିବ । ଦ୍ୱିତୀୟ ଡୋଜ ଟିକାଦାନ ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଚୂଡାନ୍ତ ସାର୍ଟିଫିକେଟ ପ୍ରଦାନ କରାଯିବ ।

 

ଆସନ୍ତା କେଇ ମାସରେ 30 କୋଟି ଲୋକଙ୍କୁ ଟିକା ଦେବାର ଲକ୍ଷ୍ୟ

 

 

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ ଏହି କରୋନା ଟିକାଦାନ ଅଭିଯାନର ବିଶେଷ ଗୁରୁତ୍ୱ ରହିଛି । କାରଣ ଆମ ଟିକାଦାନ ବ୍ୟବସ୍ଥାର ସଫଳତା ଆଧାରରେ ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ପ୍ରକ୍ରିୟା ଚାଲିବ । ସେ କହିଛନ୍ତି ଯେ ଗତ 3-4 ସପ୍ତାହ ଧରି ପ୍ରାୟ 50ଟି ଦେଶରେ କୋଭିଡ୍‍ ଟିକା ପ୍ରଦାନ ଆରମ୍ଭ ହୋଇଛି । ତେବେ ଏଯାଏଁ ମାତ୍ର 2.5 କୋଟି ପାଖାପାଖି ଲୋକଙ୍କୁ ଏହି ଟିକା ଦେବା ସମ୍ଭବ ହୋଇଛି । ଭାରତ ଅଳ୍ପ କେଇମାସ ମଧ୍ୟରେ 30 କୋଟି ଲୋକଙ୍କୁ ଟିକା ଦେବାର ଲକ୍ଷ୍ୟ ରଖିଛି ।

 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଟିକା ନେଇସାରିବା ପରେ କୌଣସି ବ୍ୟକ୍ତି ଯଦି ଅସୁସ୍ଥ ଅନୁଭବ କରେ ତାହାର ମୁକାବିଲା କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆମ ଦେଶରେ ସାର୍ବଜନୀନ ଟିକାଦାନ କାର୍ଯ୍ୟକ୍ରମରେ ଏଭଳି ପ୍ରତିକାର ବ୍ୟବସ୍ଥା ଥିଲା ଏବଂ ଏ କ୍ଷେତ୍ରରେ ସେହି ବ୍ୟବସ୍ଥାକୁ ଆହୁରି ଉନ୍ନତ କରି ତାହାକୁ ଉପଯୋଗ କରାଯାଉଛି ।

 

ଏହି ପ୍ରକ୍ରିୟାରେ କରୋନା ସଂକ୍ରାନ୍ତ ଯେଉଁ ନୀତିନିୟମର ଅନୁପାଳନ କରାଯାଉଛି ତାହାର ବିଶେଷତ୍ୱ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଟିକା ନେଉଥିବା ଲୋକମାନେ ମଧ୍ୟ କରୋନା ସତର୍କତା ନିୟମକୁ ପାଳନ କରିବା ଉଚିତ । ଏହାଦ୍ୱାରା ଭୂତାଣୁ ସଂକ୍ରମଣକୁ ରୋକିହେବ । ସେ କହିଛନ୍ତି ଯେ କରୋନା ଟିକା ବିରୋଧୀ ଅପପ୍ରଚାର ଓ ଗୁଜବକୁ ରୋକିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କର୍ତ୍ତୃପକ୍ଷଙ୍କୁ କଠୋର ବ୍ୟବସ୍ଥା ଗ୍ରହଣ କରିବାକୁ ପଡିବ । ଏଥିପାଇଁ ବିଭିନ୍ନ ଧାର୍ମିକ ଓ ସାମାଜିକ ସଂଗଠନ, ନେହେରୁ ଯୁବକେନ୍ଦ୍ର, ଏନଏସ୍‍ଏସ୍‍ ଓ ସ୍ୱେଚ୍ଛାସେବୀ ସଂଗଠନଗୁଡିକର ସହାୟତା ନେବାର ଆବଶ୍ୟକତା ରହିଛି ।

 

ବାର୍ଡ ଫ୍ଲୁ ଆହ୍ୱାନ ମୁକାବିଲା ପାଇଁ ପ୍ରସ୍ତୁତି

 

ଏବେ ଦେଶରେ ଦେଖାଦେଇଥିବା ବାର୍ଡ ଫ୍ଲୁ ସଂପର୍କରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋଚନା କରିଛନ୍ତି । କେରଳ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଗୁଜରାଟ, ହରିୟାଣା, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ ଓ ମହାରାଷ୍ଟ୍ର ଆଦି 9ଟି ରାଜ୍ୟରେ ବାର୍ଡ ଫ୍ଲୁ ବା ପକ୍ଷୀଜ୍ୱର ଦେଖାଦେଇଛି । ସେ କହିଛନ୍ତି ଯେ ମତ୍ସ୍ୟ ଓ ପଶୁସଂପଦ ମନ୍ତ୍ରଣାଳୟ ଏହି ବାର୍ଡ ଫ୍ଲୁକୁ ରୋକିବା ପାଇଁ ଯୋଜନା ଆରମ୍ଭ କରିଛି । ଏହାର କାର୍ଯ୍ୟକାରିତାରେ ଜିଲ୍ଲାପାଳ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବାର୍ଡ ଫ୍ଲୁ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏଥିପାଇଁ ନିଜ ନିଜର ଜିଲ୍ଲାପାଳ ମାନଙ୍କୁ ଆବଶ୍ୟକ ପରାମର୍ଶ ଓ ଦିଗ୍‍ଦର୍ଶନ ଦେବାକୁ ସେ କହିଛନ୍ତି । ଯେଉଁ ରାଜ୍ୟରେ ବାର୍ଡ ଫ୍ଲୁ ନାହିଁ ସେସବୁ ରାଜ୍ୟ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଜଙ୍ଗଲ, ସ୍ୱାସ୍ଥ୍ୟ ଓ ପଶୁସଂପଦ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଦ୍ୱାରା ଆମେ ଏହି ଆହ୍ୱାନର ସମ୍ମୁଖୀନ ହୋଇପାରିବା ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

 

ଟିକାକରଣ ପ୍ରସ୍ତୁତି ଓ ତଥ୍ୟ ସଂଗ୍ରହ

 

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ କୋଭିଡ୍‍ ମହାମାରୀର ମୁକାବିଲା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କ ନେତୃତ୍ୱରେ ଭାରତ ଅନ୍ୟାନ୍ୟ ଦେଶଠାରୁ ବହୁତ ଭଲ ସଫଳତା ହାସଲ କରିଛି । ଏହି ପ୍ରୟାସରେ ରାଜ୍ୟମାନେ ଯେଉଁ ସହଯୋଗ ଓ ସମନ୍ୱୟ ପ୍ରଦର୍ଶନ କରିଛନ୍ତି ତାହା ଅତି ପ୍ରଶଂସନୀୟ । ଏହି ସହଯୋଗ ଟିକାଦାନ ପ୍ରକ୍ରିୟାରେ ଅବ୍ୟାହତ ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

 

ମୁଖ୍ୟମନ୍ତ୍ରୀମାନେ ଏହି ଅବସରରେ ଟିକାଦାନ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଟିକାର ଭଲମନ୍ଦ ଦିଗ ଓ ଏହାର ନିରାପତ୍ତା ଏବଂ ଦକ୍ଷତା ଆଦି ସଂପର୍କରେ କେତେକ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗ ଉତ୍‍ଥାପନ କରିଥିଲେ । ବୈଠକ ଅବସରରେ ସେମାନଙ୍କ ସନ୍ଦେହ ଦୂର କରାଯିବା ସହ ବାସ୍ତବ ସ୍ଥିତି ସ୍ପଷ୍ଟ କରିଦିଆଯାଇଥିଲା ।

 

ଟିକାଦାନ ଅଭିଯାନର ପ୍ରସ୍ତୁତି ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହି ଅବସରରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ ଏହି ଟିକାଦାନ ଜନଭାଗିଦାରୀରେ କରାଯିବ । ବର୍ତ୍ତମାନର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସହିତ କୌଣସି ସାଲିସ ନ କରି ଅତ୍ୟନ୍ତ ସୁସଂହତ ଓ ଶୃଙ୍ଖଳିତ ଭାବରେ ଏହି ଟିକାଦାନ ଅଭିଯାନ କାର୍ଯ୍ୟକାରୀ ହେବ । ଟିକାଦାନ ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଣ ଓ ଅନ୍ୟାନ୍ୟ ପ୍ରସ୍ତୁତିର ଏକ ବିବରଣୀ ମଧ୍ୟ ଏହି ଅବସରରେ ସେ ଉପସ୍ଥାପନ କରାଯାଇଥିଲା ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech