Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ହୀରାକୁଦ ବନ୍ଧ ପ୍ରତିଷ୍ଠା ଦିବସ ଆଜି: ପ୍ରତିଶ୍ରୁତି ଓ ପ୍ରତାରଣାର ୭୩ ବର୍ଷ, ବିସ୍ଥାପିତଙ୍କ ଦୁଃଖ ଘୁଞ୍ଚୁନି - Jagrat Bharat News

ହୀରାକୁଦ ବନ୍ଧ ପ୍ରତିଷ୍ଠା ଦିବସ ଆଜି: ପ୍ରତିଶ୍ରୁତି ଓ ପ୍ରତାରଣାର ୭୩ ବର୍ଷ, ବିସ୍ଥାପିତଙ୍କ ଦୁଃଖ ଘୁଞ୍ଚୁନି

ହୀରାକୁଦ ବନ୍ଧ ପ୍ରତିଷ୍ଠା ଦିବସ ଆଜି: ପ୍ରତିଶ୍ରୁତି ଓ ପ୍ରତାରଣାର ୭୩ ବର୍ଷ, ବିସ୍ଥାପିତଙ୍କ ଦୁଃଖ ଘୁଞ୍ଚୁନି

(ଜେ. ବି. ଏନ) ୧୩/୦୧ /୨୦୨୧

ସମ୍ବଲପୁର: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଭାଷାରେ “ଆଧୁନିକ ଭାରତର ମନ୍ଦିର’ ହୀରାକୁଦ ବନ୍ଧକୁ ୬୪ ପୂରି ୬୫ ଚାଲିଲା। ଓଡ଼ିଶା ପ୍ରଗତିର ପ୍ରତୀକ ସାଜିଥିବା ଏହି ବନ୍ଧ ନିର୍ମାଣ ପାଇଁ ଯେଉଁ ପ୍ରଜାମାନେ ୭୩ ବର୍ଷ ତଳେ ନିଜ ଭିଟାମାଟି, ଘରଦ୍ୱାର ଜଳାଞ୍ଜଳି ଦେଇଥିଲେ ସେହି ପ୍ରଜାମାନଙ୍କୁ ୭୩ ବର୍ଷ ହେଲା ନ୍ୟାୟ ମିଳିନାହିଁ।

୭୩ ବର୍ଷ ତଳେ ଏମାନଙ୍କୁ ସେମାନଙ୍କ ଜନ୍ମମାଟିରୁ ରାତି ଅଧିଆ ବେଦଖଲ କରି ଛିନଛତ୍ର କରି ଦେଶ ପାଇଁ ସରକାର ଯେଉଁ ତତ୍ପରତା ଦେଖାଇଥିଲେ କାର୍ଯ୍ୟସିଦ୍ଧି ପରେ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ସେତିକି ତତ୍ପରତା ଦେଖାଇଲେ ନାହିଁ। ତେଣୁ ପ୍ରଜାମାନଙ୍କ ଦୁଃଖ ଆଜି ପର୍ଯ୍ୟନ୍ତ ଅଶୁଣା ହୋଇ ରହିଯାଇଛି। ୭୩ ବର୍ଷ ତଳେ ସେମାନଙ୍କୁ ଦିଆ ଯାଇଥିବା ପ୍ରତିଶ୍ରୁତି ୭୩ ବର୍ଷର ପ୍ରତାରଣାରେ ପରିଣତ ହୋଇଛି। ଫଳ ସ୍ୱରୂପ ଏହି ପ୍ରଜାମାମାନଙ୍କ ମଧ୍ୟରୁ ସିଂହଭାଗ ଆଜି ପର୍ଯ୍ୟନ୍ତ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅଣ୍ଟା ସଳଖି ଠିଆ ହୋଇ ପାରିନାହାନ୍ତି। ଜନ୍ମମାଟିଠାରୁ ଜନ୍ମଜନ୍ମାନ୍ତର ଯାଏ ବିଚ୍ଛିନ୍ନ ହୋଇଯିବାର ଦୁଃଖ ଓ ଆବେଗ କେହି ବୁଝି ପାରିନାହାନ୍ତି। ବାସଚ୍ୟୁତ ମରି ହଜି ସେମାନଙ୍କ ତୃତୀୟ ପିଢ଼ି ଆସିଲେଣି। କିନ୍ତୁ ସେମାନଙ୍କ କୌଣସି ଅସ୍ତିତ୍ୱ ନାହିଁ। ସରକାରଙ୍କ ଦୃଷ୍ଟିରେ ସେମାନେ ଆଜି ପର୍ଯ୍ୟନ୍ତ ‘ନାଗରିକ’ର ମାନ୍ୟତା ପାଇନାହାନ୍ତି। ତେଣୁ ପିଢ଼ି ପରେ ପିଢ଼ି ସବୁ ପ୍ରକାର ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଆସୁଛନ୍ତି। ଆସନ୍ତା କାଲି ହୀରାକୁଦ ବନ୍ଧର ୬୪ତମ ଜନ୍ମଦିନରେ ଏହି ସର୍ବହରାମାନଙ୍କ ଦୁଃଖ, ଦୈନ୍ୟ ଓ ଦୁର୍ଦ୍ଦଶାର ସ୍ମୃତିଚାରଣ

ପ୍ରାସଙ୍ଗିକତା ରଖୁଛି। ଦେଶର ସର୍ବବୃହତ ବିସ୍ଥାପନର ହଜାର ହଜାର ପରିବାର ୭୩ ବର୍ଷ ପରେ ମଧ୍ୟ ନ୍ୟାୟକୁ ଚାହିଁ ବସିଛନ୍ତି। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ସମସ୍ୟା ପ୍ରତି ଯେତିକି ସମ୍ବେଦନଶୀଳ ହେବା କଥା କି ସମବେଦନା ପ୍ରକାଶ କରିବା କଥା ତାହା କରିନାହାନ୍ତିି। ଯାହା ଫଳରେ ହୀରାକୁଦ ବିସ୍ଥାପନ ଏକ ବଡ଼ ଓ ଅନ୍ତହୀନ ‘ମାନବୀୟ ଦୁର୍ଦଶା’ ହୋଇପଡ଼ିଛି। ହୀରାକୁଦ ପାଣିରେ ଏ ଅଞ୍ଚଳର ୧.୫ ଲକ୍ଷ ଉର୍ବର ଜମି ବୁଡ଼ିଗଲା। ୭୫୦ ବର୍ଗ କିଲୋମିଟର ବ୍ୟାପୀ ଜଳଭଣ୍ଡାରରେ ୩୬୯ ଗାଁ ବୁଡ଼ିଯିବାରୁ ୨୬ ହଜାର ୫୦୧ ପରିବାର ପ୍ରଭାବିତ ହେଲେ। ସେମାନଙ୍କ ମଧ୍ୟରୁ ୧୯ ହଜରର ପରିବାରଙ୍କୁ ଭିଟାମାଟି ଛାଡ଼ିବାକୁ ପଡ଼ିଲା।

ଏମାନଙ୍କ ମଧ୍ୟରୁ କେବଳ ୨୨୪୩ ପରିବାରଙ୍କୁ ୧୭ଟି କ୍ୟାମ୍ପରେ ଥଇଥାନ କରାଗଲା। ଅନ୍ୟ ସବୁ ପରିବାର ଜୀବନଜୀବିକା ଅନ୍ୱେଷଣରେ ଛିନଛତ୍ର ହୋଇଗଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦୦୦ ପରିବାର ସୁନ୍ଦରଗଡ଼ ଜିଲାର ହେମଗିରି, ଉଜଲପୁର ଓ ବଣେଇଁ ଅଞ୍ଚଳକୁ ଏବଂ ଆଉ ଶହ ଶହ ପରିବାର ପଡ଼ୋଶୀ ଛତିଶଗଡ଼ର ସରଗୁଜା ଓ ରାୟଗଡ଼ ଜିଲାକୁ ପଳାୟନ କରିଥିଲେ। ସୁନ୍ଦରଗଡ଼, ରାୟଗଡ଼ ଓ ସରଗୁଜା ଜିଲାକୁ ପଲାଇଥିବା ମୂଳ ଓଡ଼ିଆ ପରିବାରମାନେ ଓଡ଼ିଶା ସରକାରଙ୍କ ଅନୁକମ୍ପାମୂଳକ ସହାୟତା ରାଶି (ସରକାରଙ୍କ ନିର୍ଦେଶ ସଂଖ୍ୟା ୧୦୯୩୩/ ତା: ୧୦.୩.୯୩) ଓ ୧୦ ଡେସିମିଲ ଗୃହ ଉପଯୋଗୀ ଜମି (ସରକାରଙ୍କ ନିର୍ଦେଶ ସଂଖ୍ୟା ୫୫୩୩/ତା: ୩୦.୧.୨୦୦୨) ପାଇବାରୁ ସବୁଦିନ ପାଇଁ ବଞ୍ଚିତ ରହିଗଲେ। ୧୯ ହଜାର ବାସଚ୍ୟୁତ ପରିବାରଙ୍କ ମଧ୍ୟରୁ ମାତ୍ର ୬ ହଜାର ପରିବାରଙ୍କୁ ଡିସି ପଟ୍ଟା ମିଳିଛି। ବଞ୍ଚିତ ଥିବା ଅନ୍ୟ ୧୩ ହଜାର ପରିବାର ଆଜି ପର୍ଯ୍ୟନ୍ତ ଡିସି ପଟ୍ଟାକୁ ଚାହିଁ ବସିଛନ୍ତି। ହୀରାକୁଦ ବିସ୍ଥାପିତ ୯୯୧୨ ରୟତ ପରିବାରଙ୍କୁ ସଂପୂର୍ଣ୍ଣ କ୍ଷତିପୂରଣ ଦିଆଯାଇ ପାରିନାହିଁ ବୋଲି ନିଜେ ରାଜ୍ୟ ସରକାର ୧୯୮୭ ମସିହାରେ ବିଧାନସଭାରେ ସ୍ୱୀକାର କରିଥିଲେ। ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲାର ୧୧ ହଜାର ପରିବାର ଜମି ପାଇବାକୁ ୮ ବର୍ଷ ତଳୁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ତାହା ଦିଆଯାଇନାହିଁ। ବରଂ ହୀରାକୁଦ ବିସ୍ଥାପିତ ପରିବାର ଝାରସୁଗୁଡ଼ା ଜିଲା ବନହରପାଲିରେ ଇପ ତାପଜ ବିଦ୍ୟୁତ ପ୍ରକଳ୍ପ ଓ ସମ୍ବଲପୁର ଜିଲାର ବିଭିନ୍ନ କଳକାରଖାନା ପ୍ରତିଷ୍ଠା ବେଳେ ଆଉ ଥରେ ବିସ୍ଥାପିତ ହୋଇଛନ୍ତି। ସେମାନଙ୍କ ଭିଟାମାଟି ଛଡ଼ାଇ ନେଲା ବେଳେ ଓ ପରବର୍ତ୍ତୀ ସମୟରେ ସରକାର ସେମାନଙ୍କୁ ବିଭିନ୍ନ ପ୍ରକାର ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କାମ ହାସଲ ହୋଇଗଲା ପରେ ସେସବୁ ଭୁଲିଗଲେ ବୋଲି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତିର ସଭାନେତ୍ରୀ ଶୈଳବାଳା ପ୍ରଧାନ କ୍ଷୋଭ ପ୍ରକାଶ କରିଛନ୍ତି। ସଙ୍ଗଠନର ମତରେ କେନ୍ଦ୍ର କି ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଖୋଜିବାକୁ ନିଜର କର୍ତ୍ତବ୍ୟ ବୋଲି ଭାବି ନାହାନ୍ତି। ଛତିଶଗଡ଼ ବି ସେମାନଙ୍କୁ ନିଜର କରିନାହିଁ। ତେଣୁ ସେମାନେ ନା ଏ କୂଳର ହୋଇପାରିଲେ ନା ସେ କୂଳର ହେଲେ। ଓଡ଼ିଶା କି ଛତିଶଗଡ଼; କେହି ସେମାନଙ୍କୁ କ୍ଷତିପୂରଣ ଦେଇନାହାନ୍ତି କି ସରକାରୀ ସୁବିଧା ସୁାଯୋଗ ପାଇବାକୁ ଯୋଗ୍ୟ ବିବେଚନା କରିନାହାନ୍ତି। ଫଳତଃ ହଜାର ହଜାର ଓଡ଼ିଆ ପରିବାର ଛିନଛତ୍ର ହୋଇ ସବୁଦିନ ପାଇଁ ହଜି ଯାଇଛନ୍ତି। ଛତିଶଗଡ଼ ଦୂରେ ଥାଉ, ନିଜ ରାଜ୍ୟ ଓଡ଼ିଶାର ସୁନ୍ଦରଗଡ଼ ଜିଲାକୁ ପଳେଇଥିବା ୨ ହଜାର ପରିବାରଙ୍କୁ ମଧ୍ୟ ସରକାର ବାହାଦୂର ଖୋଜିବା ଦରକାର ବୋଲି ଭାବି ନାହାନ୍ତି। ଏହି ପରିବାରମାନଙ୍କ ପାଖରେ କୌଣସି ସରକାରୀ ପ୍ରମାଣପତ୍ର ନ ଥିବାରୁ ସେମାନେ ସରକାରଙ୍କ ଥଇଥାନ ନୀତିର ଲାଭ ପାଇ ପାରୁନାହାନ୍ତି। ସାତ ଦଶନ୍ଧୀ ତଳେ ସର୍ବସ୍ୱ ହରାଇଥିବା ପ୍ରଜା ଓ ସେମାନଙ୍କ ଉତ୍ତରଦାୟାଦମାନଙ୍କ ସାଂପ୍ରତିକ ସ୍ଥିତି, ସେମାନଙ୍କ ସମସ୍ୟା ଓ ଦୁଃଖଦୁର୍ଦଶା ସମ୍ପର୍କରେ ସବିସ୍ତୃତ ରିପୋର୍ଟ ଦେବାକୁ ଜାତୀୟ ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ ଦୁଇ ବର୍ଷ ତଳେ ନିର୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ରିପୋର୍ଟ ଦାଖଲ କରିନାହାନ୍ତି। ସରକାରୀ ସ୍ତରରେ ଏ ପ୍ରକାର ଟାଳଟୂଳରୁ ହୀରାକୁଦ ବିସ୍ଥାପିତଙ୍କ ପ୍ରତି ସରକାରୀ କଳର ନିଷ୍ଠା ଉପରେ ପ୍ରଶ୍ନଚିହ୍ନ ଲାଗିଛି। ଏହି ବିସ୍ଥାପିତ ପରିବାରମାନେ ପିଢ଼ି ପରେ ପିଢ଼ି ଆଜି ପର୍ଯ୍ୟନ୍ତ ସରକାରଙ୍କ ହାତଟେକାକୁ ଚାହିଁ ବସିଛନ୍ତି।

ଏନ୍‌ଏଚ୍‌ଆର୍‌ସିଙ୍କ ହସ୍ତକ୍ଷେପ

ହୀରାକୁଦ ବିସ୍ଥାପିତଙ୍କ ପ୍ରତି ସାତ ଦଶନ୍ଧି ହେଲା ହୋଇ ଆସୁଥିବା ସରକାରୀ ପ୍ରାୟୋଜିତ ଅନ୍ୟାୟ ପ୍ରସଙ୍ଗରେ ଜାତୀୟ ମାନବାଧିକାର କମିସନଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ୧୭ ଡିସେମ୍ବର ୨୦୧୭ ମସିହାରେ ଦାଖଲ କରିଥିବା ପିଟିସନକୁ କମିଶନ ବିଚାରକୁ ନେଇ (କେସ ସଂଖ୍ୟା ୧୮୪୬/୧୮/୨୦୧୮) ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଥିଲେ। ତତ୍କାଳୀନ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡିଭି. ସ୍ୱାମୀ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୋନପୁର ଜିଲାର ଜିଲାପାଳ ଦେଇଥିବା ରିପୋର୍ଟ ଆଧାରରେ ଜାତୀୟ ମାନବାଧିକାର କମିଶନଙ୍କୁ ଜଣାଇଥିଲେ ଯେ ସବୁ ବିସ୍ଥାପିତଙ୍କୁ କ୍ଷତିପୂରଣ ପ୍ରଦାନ ସରିଛି। କାହାରି କ୍ଷତିପୂରଣ ପାଇବା ବାକି ନାହିଁ। ଅବଶ୍ୟ କେତେକ ବିସ୍ଥାପିତଙ୍କ ଡିସି ପଟ୍ଟା ସଂପର୍କୀତ କିଛି କିଛି ସମସ୍ୟା ଅଛି ବୋଲି ଆରଡିସି ଜଣାଇଥିଲେ। ଆରଡିସିଙ୍କ ରିପୋର୍ଟକୁ ପିଟିସନର ଶ୍ରୀ ତ୍ରିପାଠୀ ସପ୍ରମାଣ ଚ୍ୟାଲେଞ୍ଜ କରିବାରୁ ମାନବାଧିକାର କମିଶନ କେନ୍ଦ୍ରୀୟ ନାର୍କୋଟିକ୍ସ ବ୍ୟୁରୋର ପୂର୍ବତନ ମହାନିର୍ଦେଶକ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ବିଭୂତିଭୂଷଣ ମିଶ୍ରଙ୍କୁ ସ୍ପେଶାଲ ରେପୋର୍ଟିୟର ନିଯୁକ୍ତ କରି ଏହାର ତଦନ୍ତ ଦାୟିତ୍ୱ ଦେଇଥିଲେ। ଶ୍ରୀ ମିଶ୍ର ଗତ ୨୦୧୮ ଡିସେମ୍ବରରେ ସମ୍ବଲପୁରରେ ୩ ଦିନ ଅବସ୍ଥାନ କରିଥିଲେ ଓ ବୁଡ଼ି ଅଞ୍ଚଳ ଗସ୍ତ କରି ଲୋକଙ୍କ ଅବସ୍ଥା ଓ ବାସ୍ତବ ସମସ୍ୟା ନିଜ ଆଖିରେ ଦେଖିବା ପରେ କମିଶନଙ୍କୁ ଏକ ରିପୋର୍ଟ ପ୍ରଦାନ କରିଥିଲେ। ଅନେକ ବିସ୍ଥାପିତ ପରିବାର କ୍ଷତିପୂରଣ ପାଇନାହାନ୍ତି ବୋଲି ଶ୍ରୀ ମିଶ୍ର ନିଜ ରିପୋର୍ଟରେ ଦର୍ଶାଇଛନ୍ତି। ଏହା ଉପରେ ସ୍ପଷ୍ଟୀକରଣ ରଖିବାକୁ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବଙ୍କୁ ମାନବାଧିକାର କମିଶନ ନିର୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଗତ ଡିସେମ୍ବର ୭ ସୁଦ୍ଧା ରିପୋର୍ଟ ଦାଖଲ କରାଯିବ ବୋଲି ଜଣାଇଥିଲେ। କିନ୍ତୁ ରିପୋର୍ଟ ଦାଖଲ ନକରି ପୁଣି ଜାନୁଆରୀ ୧୫ ପର୍ଯ୍ୟନ୍ତ ମହଲତ ମାଗିଥିବା ଜଣାପଡ଼ିଛି। ସରକାର ରିପୋର୍ଟ ଦେଉ ନଥିବାରୁ ମାମଲା ଆଗକୁ ବଢ଼ି ପାରୁନାହିଁ ବୋଲି ଆଡଭୋକେଟ ଶ୍ରୀ ତ୍ରିପାଠୀ କ୍ଷୋଭ ପ୍ରକାଶ କରିଛନ୍ତି।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech