ଆରମ୍ଭ ହେଲା ତୋଷାଳୀ

ଜେ ବି ଏନ, ୨୨/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ନାୟକ), ଭୁବନେଶ୍ବର : ଆଜି ଅପରାହ୍ନରେ ଭୁବନେଶ୍ବର ର ସ୍ଥାନୀୟ ଜନତା ମଇଦାନରେ ତୋଷାଳୀ ର ଶୁଭ ଉଦଘାଟନ ଶ୍ରୀମତୀ ପଦ୍ମିନୀ ଦିଆନ୍ ଙ୍କର କମଳ ରେ ହେଇ ଯାଇଛି। ଏହି ଅବସରରେ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା (science & technology, public enterprises, social security & empowerment) ଏବଂ Ananta ନାରାୟଣ ଜେନା (Central MLA) ଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ଏହା ଆଜି ଠାରୁ ଆରମ୍ଭ ହୋଇ February 4 ତାରିଖ ରେ ସରିବ। ଭାରତ ର ହସ୍ତ ଶିଳ୍ପ ଏକ ଅଙ୍ଗ ବୋଲି ଶ୍ରୀମତୀ ପଦ୍ମିନୀ କହିବା ସହ covid 19 ର ନିୟମାବଳୀ କୁ ମାନିବାକୁ ଅନୁରୋଧ କରିଥିଲେ।



