ସୋମନାଥ ବେହେରା ଙ୍କ ଏକା ଦଶାହ ଅନୁଷ୍ଠିତ

ଜେ ବି ଏନ, ୨୧/୦୧ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ : ଆଜି କଟକ ଜିଲ୍ଲା ର ସ୍ଥାନୀୟ ମେରିଆ ବଜାର ରେ ରହୁ ଥିବା ଲେଟ ରବିନ୍ଦ୍ର ଓ ସତ୍ୟଭାମା ଙ୍କ ପୁଅ ତଥା ସାମାଜ ସେବି ସୋମନାଥ ବେହେରା ଙ୍କ ଏକା ଦଶାହ କାର୍ଯ୍ୟ ହେଇଯାଇଛି। ଏହି ଅବସରରେ ପୁରାତନ କର୍ପୋରେଟର୍ ଚନ୍ଦନ ଜେନା, ବିଜେପି ସଭା ନେତ୍ରୀ ପୁଷ୍ପିତା ମହାପାତ୍ର , ବିଜୟ ମହାପାତ୍ର (ବେଙ୍ଗ ଭାଇ) ଙ୍କ ସହ ବହୁ ଗଣମାନ୍ୟ ଲୋକ ଯୋଗ ଦେଇଥିଲେ l ଆଜି କଟକ ସହର ମେରିଆ ବଜାର ରେ ଉଦୟ ମାନ ସୂର୍ଯ୍ୟ ଅସ୍ତ ହେଇଗଲା l ଯେକି ସମସ୍ତ ଙ୍କୁ ସାହାଯ୍ୟ କରିବାକୁ କେବେ ବି ପଛେଇ ନଥିଲେ l ତାଙ୍କ ହୋଟେଲରେ ବହୁ ଗରିବ ମାଗଣା ଖାଦ୍ୟ ଖାଇବା ସହ ଚଳିବା ପାଇଁ ପଇସା ମଧ୍ୟ ନେଉଥିଲେ l ଆଜି ତାଙ୍କର ଏକା ଦଶାହ କାର୍ଯ୍ୟ ରେ ସମସ୍ତେ ଉପସ୍ଥିତ ରହି ତାଙ୍କ ମହାନ କାର୍ଯ୍ୟ କୁ ମନେ ପକେଇ ପୁରା ମାର୍କେଟ ବନ୍ଦ ରଖିଥିଲେ। ଶେଷ ରେ ସୋମନାଥ ବେହେରା (papu bhai) ଙ୍କ ଆତ୍ମା ର ମଙ୍ଗଳ କାମନା କରିଥିଲେ ବିଜେପି ସଭା ନେତ୍ରୀ ପୁଷ୍ପିତା ଅପା ଓ ସମସ୍ତେ।



