(ଜେ ବି ଏନ /ସୁଶାନ୍ତ କୁମାର) ୨୯/୦୧/୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମ ରେ ଥିବା ଭବାନୀ ଏଣ୍ଟରପ୍ରାଇଜ ନାମକ ଏକ ସଂସ୍ଥା ରେ ଗତ କାଲି ଜଣେ ଶ୍ରମିକ (ଫଗୁଆ ମହାରଣା ୪୫)କୁରୁଣ୍ଟିଂ ଗ୍ରାମ ଢେଙ୍କାନାଳ ନିବାସୀ ମୃତ ହୋଇଥିଲା। ପ୍ରାୟ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପରିବାର ବର୍ଗ ଙ୍କୁ ସହାୟତା ରାଶି ସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଥାନା ସମ୍ମୁଖରେ ମୃତ ଦେହ ରଖି ପରିବାର ବର୍ଗ ବସି ରହିଛନ୍ତି।

June 24, 2026/
No Comments


