ହାତୀ ଉପଦ୍ରବ : ଘର ଭାଙ୍ଗି ବସ୍ତାରୁ ଖାଇଲେ ଧାନ

ଜେ ବି ଏନ, ୩୧/୦୧ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ହାତୀ ଉପଦ୍ରବ ଯୋଗୁ ଗ୍ରାମବାସୀ କ୍ଷୟକ୍ଷତିର ଶିକାର l ସୂଚନା ମୁତାବକ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଗଡ଼ତଳମୂଳ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ୨୫ ଟି ହାତୀପଲ ଆସି ଘର ଭାଙ୍ଗି ଘରେ ଥିବା ଧାନ ବସ୍ତାରୁ ଧାନ ଖାଇ କ୍ଷୟକ୍ଷତି କରିଛନ୍ତି।




