ଆଜି ସଂସଦରେ ଉପସ୍ଥାପନ ହେବ ବଜେଟ

ଜେ ବି ଏନ, ୦୧/୦୨/୨୦୨୧,(ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଆଜି ସଂସଦରେ ଉପସ୍ଥାପନ ହେବ ବଜେଟ l ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥିପାଇଁ ପ୍ରସ୍ତୁତି ଶେଷ କରିଛନ୍ତି l ଆଜି ସକାଳେ ଅର୍ଥ ମନ୍ତ୍ରାଳୟରୁ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିଲେ ଅର୍ଥମନ୍ତ୍ରୀ । ସୂଚନା ମୁତାବକ ଦିନ ୧୧ଟାରେ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ l



