ଜ଼ିଲ୍ଲା ସ୍ତରୀୟ ପଲସ ପୋଲିଓ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ଅତିରିକ୍ତ ଜ଼ିଲ୍ଲାପାଳ

ଜେ ବି ଏନ, ୩୧/୦୧ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜ଼ିଲ୍ଲା ସ୍ତରୀୟ ପଲସ ପୋଲିଓ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି !ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜ଼ିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଯୋଗଦେଇ ଜନ୍ମ ରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁ ପିଲା ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇଥିଲେ ! ଅନ୍ୟମାନଂକ ମଧ୍ୟରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ବିଜୟା ପଣ୍ଡା, DPHO. ଶତ୍ରୁଘନ ଦାଶ, F/W. ADMO. ଡ଼ଃ ପ୍ରମୋଦ କୁମାର ବାରିକ !DPM. ଚକ୍ରଧର ଜେନା. ସୁକାନ୍ତ କୁମାର ପ୍ରଧାନ !ହସ୍ପିଟାଲ ମ୍ୟାନେଜର ଶକ୍ତିମୟୀ ସlସମଲ ପ୍ରମୁଖ ଯୋଗଦେଇଥିଲେ !ଜ଼ିଲ୍ଲା ରେ 16179 ଜଣ ଶିଶୁ ଙ୍କୁ 555 ଟି ପୋଲିଓ କେନ୍ଦ୍ର ରେ ପଲସ ପୋଲିଓ ବୁନ୍ଦା ଦିଆଯାଇଥିଲା ! ଏହି କାର୍ଯ୍ୟକ୍ରମ ରେ ଆଶା, ସ୍ଵାସ୍ତ୍ୟ କର୍ମୀ ସହାୟତା କରିଥିଲେ !




