ସ୍ୱାମୀ କ୍ରିଷ୍ଣାନନ୍ଦ ମହାରାଜାଙ୍କ ଦିବ୍ୟ ପ୍ରବଚନ ଓ ବ୍ରହ୍ମଦିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଜେ ବି ଏନ, ୦୨ /୦୨ /୨୦୨୧, (ରିପୋର୍ଟ, ବ୍ୟୁରୋ), ବଅଁରପାଳ : ଅନୁଗୋଳ ବଅଁରପାଳ ବ୍ଳକ ଅନ୍ତର୍ଗତ ବଳରାମ ପ୍ରସାଦ ମା ହିଙ୍ଗୁଳା ପ୍ରାଙ୍ଗଣ ରେ ଦିବ୍ୟ ପ୍ରବଚନ ତଥା ବ୍ରହ୍ମ ଦୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସଦଗୁରୁ ସ୍ୱାମୀ ଶ୍ରୀ କୃଷ୍ଣାନନ୍ଦଜୀ ସହାରାଜ ସଦବିପ୍ର ସମାଜ ସେବାର ସଂସ୍ଥାପକ ଏବଂ ଦିବ୍ୟ ଗୁପ୍ତ ବିଜ୍ଞାନର ପ୍ରଣେତା ଓ ପ୍ରାଚୀନ ସ୍ୱରୋଦୟ ଶାସ୍ତ୍ରର ଉଦ୍ଧାରକ ଅଟନ୍ତି ।ବୁଦ୍ଧି କୌଶଳ ବିଦ୍ୟା ସାଧନା ଦ୍ୱାରା ବିଦ୍ୟାର୍ଥୀ ଅଧିକ ରୁ ଅଧିକ ଗ୍ୟାନ ଅର୍ଜନ କରିପାରିବାର ବିଧି ସିଖାଇ ଥିଲେ । ସତାଧିକ ଶୃତା ପ୍ରବଚନରେ ଯୋଗଦାନ କରିଥିଲେ ।ଓ ସ୍ୱାମୀଜୀ ଅଷ୍ଟ ବକ୍ର ଗିତା ଉପରେ ଆଲୋକପାତ କରିଥିଲେ ।ସମାଜ କୁ ଉପଦେଶ ଦେଇଥିଲେ ଜେ ଜିବନ ଏକ ସୁଜଗ ଅଟେ ଯେଉଁ ଥିରେ ରେ ଆମେ ସେଷ୍ଟତାକୁ ଉପଲବ୍ଧ କରିପାରିବା । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଅନିଲ୍ କୁମାର ମହାନ୍ତି ଓ ଗୋବିନ୍ଦ ଅମାନ୍ତ, କଭୋଡି ନିୟମ କୁ ପାଳନ କରି କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା ।



