ଉପ ନିର୍ବାଚନ : ବେଣାଗାଡ଼ିଆ ରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବିଜୟୀ

ଜେ ବି ଏନ, ୧୨/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ବେଣାଗାଡିଆ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳର ସମର୍ଥିତ ସରପଞ୍ଚ ପ୍ରର୍ଥୀ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ନାଏକଙ୍କ ବିଜୟ , ସେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ଠାରୁ ୬୮୦ ଭୋଟରେ ବିପୁଳ ବିଜୟୀ ହୋଇଛନ୍ତି।



