ଟାଟା ଷ୍ଟିଲ୍ କଣ୍ଟାବଣିଆ ଡିଆରଆଇ ନିକଟରୁ ଏକ ଏଟିଏମ ଉଦ୍ଧାର

ଜେ ବି ଏନ, ୧୩/୦୨ /୨୦୨୧, କଣ୍ଟାବଣିଆ : ଆଜି ଟାଟା ଷ୍ଟିଲ ଡି ଆର୍ ଆଇ ନିକଟରେ ଏକ ଏ ଟି ଏମ୍ କାର୍ଡ ହଜିଛି l ଏଟିଏମ କାର୍ଡ ଟି ଏସ୍ ବି ଆଇ ର ହୋଇଥିବା ବେଳେ ଏଟିଏମ କାର୍ଡ ଟି ବନିତା ନାଏକଙ୍କ ନାମରେ ରହିଛି l ଏହି ଏଟିଏମ କାର୍ଡ ର ମାଲିକ ନିଜର ଉପଯୁକ୍ତ ପରିଚୟ ପତ୍ର ଦେଖାଇ ଶ୍ରୀକାନ୍ତ ଧୀର ଙ୍କ ନିକଟରୁ ଉକ୍ତ ଏ ଟି ଏମ୍ କାର୍ଡ ଟି ସଂଗ୍ରହ କରି ନେବେ l ତାଙ୍କର ମୋବାଇଲ ନମ୍ବର ୭୭୫୦୯୩୩୧୯୧ ରହିଛି l



