ଶ୍ରୀମନ୍ଦିରକୁ ଜଣେ ଭକ୍ତ ଦାନ କଲେ କିଲୋ କିଲୋ ସୁନା ରୁପା


ଜେ ବି ଏନ, ୧୭/୦୨/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ବର/ପୁରୀ : ଶ୍ରୀମନ୍ଦିରକୁ ଜଣେ ଭକ୍ତ ଦାନ କଲେ କିଲୋ କିଲୋ ସୁନା ରୁପା l ଭକ୍ତ ଜଣକ ଦାନ କଲେ ପ୍ରାୟ 5 କୋଟି ଟଙ୍କା ର ସୁନା ରୂପା ଅଳଙ୍କାର l ପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଆଉ ସୁଭଦ୍ରାଙ୍କ ପାଇଁ ପୁରୀ ମନ୍ଦିର ରେ ଏହି ଦାନ କରାଯାଇଥିବା ଜଣାପଡିଛି l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)
