ପିଲା ଚୋର ସନ୍ଦେହରେ ବୃଦ୍ଧକୁ ଅଟକ

ଜେ ବି ଏନ, ୨୦/୦୨ /୨୦୨୧, (ରିପୋର୍ଟ, JRP), ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମା ଚାଟରା ଅଞ୍ଚଳ ରେ ଜଣେ ବୃଦ୍ଧସେହି ଅଞ୍ଚଳ ର ଜଣେ ଶିଶୁ ପିଲାକୁ ପ୍ରଲୋଭନ ଦେଖାଇ ଅନ୍ୟତ୍ର ଡାକି ନେଉଥିବା ସମୟରେ ଗ୍ରାମବାସୀ ମାନେ ପିଲା ଚୋର ସନ୍ଦେହ ରେ ଅଟକ ରଖି ନିଁଧୁମ ମାଡ ମାରିବା ସହିତ ଏକ ଗଛରେ ବାନ୍ଧି ପକାଇ ସଦର ପୋଲିସ କୁ ଖବର ଦେଇଥିଲେ !ପୋଲିସ ଘଟଣା ସ୍ଥଳରେ ବୃଦ୍ଧ କୁ ସଦର ଥାନା ରେ ଅଟକ ରଖି ତଦନ୍ତ ଚଳାଇଛି !




