କଳସ ଶୋଭାଯାତ୍ରା ରେ ଯୋଗଦେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

(ଜେ.ବ.ଏନ୍,୨୩ /୦୨ /୨୦୨୧, ରିପୋର୍ଟ୍ – ସୌମ୍ୟରଞ୍ଜନ ଶତପଥୀ) କଣିହାଁ : କଳସ ଯାତ୍ରାରେ ଯୋଗ ଦେଲେ ବିଧାୟକ।
କଣିହାଁ ବ୍ଲକ ରେ ଭୂଇଁପୁର ଗ୍ରାମର ଗ୍ରାମେଶ୍ୱରୀ ପୀଠ ର ପ୍ରତିଷ୍ଠା ଉତ୍ସବ ଅବସରରେ ଅନୁଷ୍ଠିତ କଳସ ଶୋଭାଯାତ୍ରାରେ ଗ୍ରାମବାସୀ ଙ୍କ ସହିତ ଗ୍ରାମ ପରିକ୍ରମା କରିବା ସହିତ ମାଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ। ଦୂର ବହୁ ଦୂର ରୁ ଯୋଗ ଦେଇଥିଲେ ଶ୍ରଦ୍ଧାଳୁ କୋରୋନ କଟକଣା ନିୟମ କୁ ଆଖି ଆଗରେ ରଖି କଳସ ଯାତ୍ରା ଅନୁଷ୍ଠିତ ହୋଇଛି।





