ଅମ୍ବାଭୋନା ଅଗ୍ନିଶ୍ରମ ବିଭାଗ ନୂତନ ଯୋଗା ଯୋଗ ନମ୍ବର ଜାରି

ଜେ. ବି. ଏନ୍ (୨୬/୦୨ /୨୦୨୧) ରିପୋର୍ଟ୍, ବିନୋଦ କୁମାର ନାୟକ,
ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ର ଅଗ୍ନିଶ୍ରମ ବିଭାଗ ପକ୍ଷରୁ ନୂତନ ଯୋଗା ଯୋଗ ନମ୍ବର ଜାରି କରାଯାଇଛି । ଯେ କୈଣସି ମହୂର୍ତ୍ତରେ ଆକସ୍ମିକ ଦୁର୍ଘଟଣା ଘଟିଲେ ଅଗ୍ନିଶ୍ରମ ବିଭାଗ ର ନୂତନ ନମ୍ବର ୭୬୫୩୯୯୭୦୭୯,୮୯୮୪୫୨୬୦୯୦ ଯୋଗା ଯୋଗ କରିବାକୁ ଅମ୍ବାଭୋନା ଅଗ୍ନିଶ୍ରମ ଅଧିକାରୀ ତ୍ରିନାଥ ମିଶ୍ର ଅନୁରୋଧ କରିଛନ୍ତି ।



