ତଳମୁଳ ପଞ୍ଚାୟତ ଖଜୁରିଆ ଗ୍ରାମରେ ୧୮ ତମ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ଜେ ବି ଏନ, ୦୩/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ତଳମୁଳ ପଞ୍ଚାୟତ ଖଜୁରିଆ ଗ୍ରାମରେ ୧୮ ତମ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହଉଛି !ସଭାପତି ଅଜୟ ବେହେରା, ସେକ୍ରେଟାରୀ ପବିତ୍ର ବେହେରା, ଲଳିତ ବେହେରା, ବିଜୟ ବେହେରା, ଦୁର୍ଗା ବେହେରା, ବିରଞ୍ଚି ବେହେରା, ଅର୍ଜୁନ ବେହେରା, କାର୍ତିକେସ୍ବର ବେହେରା, ସଂଙ୍କରସ୍ରଣ ବେହେରା, ଭଗବାନ ବେହେରା, ଆଶୋକେ ବେହେରା, କପିଳେଶ୍ଵର ବେହେରା, ଭାବ ଗ୍ରାହୀ ପରିଡା ଏବଂ ଗ୍ରାମବାସୀ ମାନେ ଯୋଗ ଦାନ ଦେଇ 18 ତମ ଅଷ୍ଟପ୍ରହରୀ ନାମଯଜ୍ଞ ଟି କରୁଛନ୍ତି !ବହୁତ ଭଲ ଭାବରେ ଅଷ୍ଟପ୍ରହରୀ ଟି ହେଉଛି l





