ଅମ୍ବାଭୋନା ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ୧୦୫ ତମ ବିଜୁ ଜୟନ୍ତୀ ପାଳିତ

ଜେ. ବି. ଏନ୍ (୦୫/୦୩ /୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ), ଅମ୍ବାଭୋନା :ବରଗଡ଼ ଜିଲ୍ଲା ଅମ୍ବାଭୋନାଠାରେ ନିର୍ବାଚନ ମଣ୍ଡଳୀସ୍ତରୀୟ ୧୦୫ତମ ବିଜୁ ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ ଭଟଲି ନିର୍ବାଚନ ମଣ୍ଡଳୀର MLA ଶ୍ରୀଯୁକ୍ତ ସୁଶାନ୍ତ କୁମାର ସିଂ । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ନୀଳ କୁମାରୀ ନାୟକ,ଯୁବ ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ, ବ୍ଲକ୍ ବିଜେଡ଼ି ସଭାପତି ରଘୁ ପଟେଲ, ଭଟଲି ବିଜେଡି ସଭାପତି ଗୋବିନ୍ଦ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ନିତ୍ୟାନନ୍ଦ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ପଟେଲ,ଜିଲ୍ଲା ପରିଷଦ ସଭ୍ୟ ସୁବ୍ରତ ବେହେରା,ବରିଷ୍ଠ ଶ୍ରୀ ଗଣତନ୍ତ୍ର ପ୍ରଧାନ,ଅଶୋକ ବାରିକ୍,ରବି ପ୍ରଧାନ,ଯୁବନେତା ସତ୍ୟ ଗରିଆ, ହେମନ୍ତ ପଣ୍ଡା,କୀର୍ତ୍ତି ଚନ୍ଦ୍ର ଦୁଆଁନ,ଦଳର ପଦାଧିକାରୀ ଓ ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।



