ପଞ୍ଚାୟତ ଓ ଲୋକସେବା ଦିବସ ପାଳିତ…

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ, (୦୫/୦୩ /୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ସଭାଗୃହରେ ପଞ୍ଚାୟତରାଜ ଦିବସ ଏବଂ ବିଜୁ ବାବୁଙ୍କ ଜନ୍ମଦିନ ପାଳନ କରାଯାଇଅଛି!ଏଥିରେ ୨୧ ପଂଚାୟତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଏବଂ କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ,ବିଡ଼ିଓ ଶ୍ରୀଯୁକ୍ତ ଖଗେଶ୍ୱର ପାତ୍ର ଏବଂ ଆସିଷ୍ଟାଣ୍ଟ ଇଞ୍ଜିନିୟର ଅକ୍ଷୟ କୁମାର ବେହେରା କର୍ମଚାରୀ ଉପସ୍ଥିତ ଥିଲେ!ବିଜୁ ବାବୁଙ୍କ ଜନ୍ମଦିନ ମଧ୍ୟପାଳନ କରାଯାଇଛି।




