ଫଗୁଣ ମାସ ରେ ପଳାଶ ଫୁଲ : କଣ ଆଣିଦିଏ ଜୀବନରେ

ଜେ. ବି. ଏନ୍ (୦୬/୦୩ /୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ), ଫଗୁଣ ମାସ ରେ ପଳାଶ ଫୁଲ ଫୁଟି ସୌନ୍ଦର୍ଯ୍ୟ ଭାବନାର ଅଫୁରନ୍ତ ଆନନ୍ଦ ଭାବ ଧାରା ସ୍ରୁଷ୍ଟି କରାଯାଉଅଛି। ପାହାଡ଼ ପର୍ବତ ବନ ପ୍ରାନ୍ତର ରେ ଶୁଖିଲା ବୃକ୍ଷ ରେ କମଳା ରଙ୍ଗର ଫୁଲ ର ପ୍ରସାର ଦୋଳ ପୂର୍ଣ୍ଣିମା ଉତ୍ସବ କୁ ଆହ୍ଵାନ କରୁଛି। ବାସ୍ନା ନ ଥିବାରୁ ଏହା ବିଶେଷ ଆହତ ହୋଇପାରୁ ନାହିଁ। ଦୋଳ ଗୋବିନ୍ଦଙ୍କର ଠାରେ ଏହି ପୁଷ୍ପ କେବଳ ଲାଗିଥାଏ। ବାସ ହୀନ ପଳଶୀ କୁ ରାଧା କୃଷ୍ଣ ପ୍ରୀତି ସାମାଜିକ ବନ୍ଧନ ର ଏକ ମାଦକତା ଭାବନା ସ୍ରୁଷ୍ଟି କରିଥାଏ।



