କଲଭର୍ଟ ର ଭୂମିପୂଜା କଲେ ବିଧାୟକ ସୁଶାନ୍ତ କୁମାର ସିଂ

ଜେ. ବି. ଏନ୍ (୦୭/୦୩/୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ, ବରଗଡ଼ :ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ସୀମାନ୍ତ ପଣ୍ଡକିପାଲି ପଂଚାୟତ କୁଦୋପାଲିଠାରେ ଏକ କଲଭଟର ନିର୍ମାଣ ପାଇଁ ଭୂମି ପୂଜନ କରିଲେ ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସିଂ । ଏଥିରେ ବ୍ଲକ ଅଧ୍ୟକ୍ଷ ଜିବର୍ଧନ ବରିହା, ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀମତୀ ହିମାଳୟା ସାହୁ,ପୂର୍ବତନ ସରପଂଚ ଚୌବର୍ଗ ସାହୁ, ପହେଲ ପ୍ରଧାନ,ରାଜୁ ସାହୁ, ଜନେକ କୁଅଁର,ପରମେଶ୍ବର ବେହେରା,ରାମ ସାହୁ ଓ ଗ୍ରାମର ବହୁ ଲୋକ ଉପସ୍ଥିତ ଥିଲେ।




