Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ରାଷ୍ଟ୍ରିୟ ଶିକ୍ଷା ନିତୀ ଓ ସାମାଜିକ ଆତ୍ମ ନିର୍ଭରଶୀଳ ଓଡିଶା ସରକାରଙ୍କ ଠାରେ ABVP ଦାବି - Jagrat Bharat News

ରାଷ୍ଟ୍ରିୟ ଶିକ୍ଷା ନିତୀ ଓ ସାମାଜିକ ଆତ୍ମ ନିର୍ଭରଶୀଳ ଓଡିଶା ସରକାରଙ୍କ ଠାରେ ABVP ଦାବି 

ରାଷ୍ଟ୍ରିୟ ଶିକ୍ଷା ନିତୀ ଓ ସାମାଜିକ ଆତ୍ମ ନିର୍ଭରଶୀଳ ଓଡିଶା ସରକାରଙ୍କ ଠାରେ ABVP ଦାବି 

ଜେ. ବି. ଏନ୍ (୧୨/୦୩ /୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ/ଶୁଭମ ପାଣି, ଢେଙ୍କାନାଳ : ଢେଙ୍କାନାଳ ରେ ଏବିଭିପିର ରାଜ୍ୟ ସହ – ସଂପାଦକ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଏବିଭିପିର ୪୫ ତମ ରାଜ୍ୟ ଅଧିବେଶନରେ ପାରିତ ହୋଇଥିବା ପ୍ରସ୍ତାବ ଓ ରାଜ୍ୟର ଶିକ୍ଷା ସ୍ଥିତି ବିଷୟରେ ବାର୍ତ୍ତା କରିଲେ । ଅଖିଳ ଭାରତୀ ବିଦ୍ୟାର୍ଥୀ ପରିଷଦ ତରଫରୁ ୪୫ ତମ ରାଜ୍ୟ ଅଧିବେଶନ ବ୍ରହ୍ମପୁର ସହର ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ୩୦ଟି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଓ ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ରହି ରାଜ୍ୟର ଶିକ୍ଷା ସମସ୍ୟା ଓ ସାମାଜିକ ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କ ସହମତି ଅନୁଯାଇ ୨ଟି ପ୍ରସ୍ତାବ ପାରିତ କରାଯାଇଛି । ଦୁଇ ଦିନିଆ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ହରିହର ହୋତା ଉପସ୍ଥିତ ରହି ଅପସଂସ୍କୃତି କିପରି ସମାଜରୁ ଦୂରେଇ ହୋଇପାରିବ ସେଥିପାଇଁ ମତବ୍ୟକ୍ତ କରିଥିଲେ । ଯେଉଁଠି ଏବିଭିପି ସେଠାରେ ରାଷ୍ଟ୍ରଭକ୍ତି ଅଛି ବୋଲି କହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅଧିବେଶନରେ ସମ୍ମାନୀୟ ଅତିଥୀ ଭାବରେ ରାଷ୍ଟ୍ରୀୟ ସମ୍ପାଦିକା ବିନୀତା ଇନ୍ଦାର ଉପସ୍ଥିତ ରହି ରାଜ୍ୟରେ ପଛୁଆ ଜିଲ୍ଲାର ଗରିବ ମହିଳାମାନେ କିପରି ଶୋଷଣର ଶିକାର ହେଉଛନ୍ତି ଦର୍ଶାଇ ଉଦବେଗ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବରେ ରାଷ୍ଟ୍ରୀୟ ସହ ସଂଗଠନ ସଂପାଦକ ଶ୍ରୀ ଶ୍ରୀନିବାସ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ପ୍ରତିନିଧୂତ୍ବ କରୁଥିବା ଗଞ୍ଜମ୍ ଜିଲ୍ଲାର ୧୦ ଲକ୍ଷ ଲୋକ ଦାଦନ ଖଟିବାକୁ କାହିଁକି ଯାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ଓ ନୂତନ ଶିକ୍ଷା ନୀତି କୁ ସାରା ରାଜ୍ୟରେ କାର୍ଯ୍ୟକାରି କରାଇବା , ଦେଶ ବିରୋଧୀ ତତ୍ପ ବିରୁଦ୍ଧରେ ସ୍ୱର ଉତୋଳନ କରିବା ସହ , ଦେଶର ବିକାଶ ପାଇଁ ତତ୍ପର ହେବାକୁ ବିଦ୍ୟାର୍ଥୀମାନଙ୍କୁ ଆହ୍ବାନ ଦେଇଥିଲେ । ରାଷ୍ଟ୍ରିୟ ଶିକ୍ଷାନୀତି ୨୦୨୦ ବିଶ୍ବବିଦ୍ୟାଳୟ ଗୁଡିକର ସହାୟତାକୁ ଗୁରୁତ୍ବ ଦେଇଥିଲା ବେଳେ ରାଜ୍ୟସରକାର ବିଶ୍ବ ବିଦ୍ୟାଳୟ ମାନଙ୍କର ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ଓଡିଶା ବିଶ୍ବ ବିଦ୍ୟାଳୟ ଆଣିଥିବା ସଂଶୋଧନ ତୁରନ୍ତ ପ୍ରତ୍ୟାହାର କରନ୍ତୁ । ରାଷ୍ଟ୍ରୀୟ ଶିକ୍ଷାନୀତି ଶୈକ୍ଷିକ ଶିକ୍ଷାକୁ ଗୁରୁତ୍ବ ଦେଇଥିବା ସମୟରେ ରାଜ୍ୟରେ ବି.ଏଡ୍ , ମହାବିଦ୍ୟାଳୟ ଗୁଡିକ ବନ୍ଦ କରିବା ପାଇଁ ଶିକ୍ଷା ପ୍ରାପ୍ତି ନିମନ୍ତେ ରାଜ୍ୟ ସରକାର ଓଡ଼ିଶାର ବିଦ୍ୟାର୍ଥୀ ମାନଙ୍କୁ ପରୋକ୍ଷଭାବେ ଅନ୍ୟ ରାଜ୍ୟମୁଖୀ କରିବା ଅତ୍ୟନ୍ତ ନିନ୍ଦନୀୟ ବିଷୟ , ଏଣୁ ସରକାର ଶିକ୍ଷକ ଶିକ୍ଷା ପ୍ରତି ଦୃଷ୍ଟି ଦେଇ ରାଜ୍ୟର ସମସ୍ତ ବି.ଏକ ମହାବିଦ୍ୟାଳୟ ଗୁଡିକ ପୁନର୍ବାର ଖୋଲିବାକୁ ଏ.ବି.ଭି.ପି ଦାବି କରୁଛି । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ମାନଙ୍କରେ ସୁବ୍ୟସ୍ତିତ ପରୀକ୍ଷାଗାର ଏବଂ ଅତ୍ୟାଧୁନିକ ପାଠାଗାରର ବ୍ୟବସ୍ଥା କରାଯାଉ । ଓଡିଶାର ଛାତ୍ରଛାତ୍ରୀମାନଙ୍କୁ ଓଡିଶାରେ ଚାକିରୀ ନଦେଇ ବାହାର ରାଜ୍ୟରୁ ଆଣି ଓଡିଶାରେ ଚାକିରି ଦେବା ରାଜ୍ୟସରକାରଙ୍କର ନିଷ୍ପତିକୁ ଦୃଢ଼ ଭାବେ ଏ.ବି.ଭି.ପି ନିନ୍ଦା କରୁଛି । ଶିମିଳିପାଳ ଜଙ୍ଗଲ ଦହନ ଅନ୍ବେଷଣରୁ ସୃଷ୍ଣ ଜୈବ ସମ୍ବଳି କେତେ ଅସୁରକ୍ଷିତ , ତାହା ଜଣାପଡିଗଲା। । ଏହାର ସୁରକ୍ଷା ଓ ସୁବିନିଯୋଗ ପାଇଁ ପଦକ୍ଷେପ ନିଆଯାଉ । କୋଟିଆ ଭଳି ପ୍ରସଙ୍ଗ ରାଜ୍ୟର ସୀମା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି , ତେଣୁ ସୀମା ସୁରକ୍ଷା ଓ ରାଜ୍ୟର ୪୫ତମ ରାଜ୍ୟ ଅଧିବେଶନରେ ଆତ୍ମନିର୍ଭରଶୀଳ ଓହିଶା ଗଠନ ଦିଗରେ ପ୍ରସ୍ଥାବ ପାରିତ ହୋଇଯାଇଛି । ଓଡ଼ିଶାରୁ ଆତ୍ମନିର୍ଭର ଓ ସମ୍ବନ୍ଧ କରିବା ପାଇଁ ତତ୍ପରତା ଦେଖାଇବା ସହ ରୋଜଗାରର ସୃଷ୍ଟି କରନ୍ତୁ ରାଜ୍ୟ ସରକାର । ନୟାଗଡ ଜିଲ୍ଲାର ପରୀ ଭଳି ୫ବର୍ଷ ଝିଅ ଟିର ହତ୍ୟା ଘଟଣା ଓଡିଶାରେ ନାରୀ ସୁରକ୍ଷା ଏକ ସମ୍ବେଦନଶୀଳ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଏହି ଅଧିବେଶନରେ ବିଶେଷ କରି ନାରୀ ସୁରକ୍ଷାକୁ ସରକାର ଅଧିକ ଗୁରୁତ୍ବ ଦିଅନ୍ତୁ ବୋଲି ୪୫ତମ ଅଧିବେଶନରେ ପ୍ରସ୍ତାବ ପାରିତ ହୋଇଛି। ।ଏଥି ସହ ଢେଙ୍କାନାଳ ଜିଲ୍ଲା ର ଅରୂପ ପଟ୍ଟନାୟକ ଟେକ୍ନିକାଲ ସେଲ କୋ ଅର୍ଡିନେଟର ଦାୟିତ୍ଵ ପାଇ ସହ ଅରୂପ ପଟ୍ଟନାୟକ ଉପସ୍ଥିତ ଥିଲେ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech