Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ : ଆନ୍ତଃନିର୍ଭରଶୀଳ ଓ ଆନ୍ତଃସଂଯୁକ୍ତ ବିଶ୍ୱରେ ସବୁ ଦେଶ ପ୍ରତି ବୈଶ୍ୱିକ ବିପତ୍ତିର ଭୟ ରହିଛି : ପ୍ରଧାନମନ୍ତ୍ରୀ - Jagrat Bharat News

ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ : ଆନ୍ତଃନିର୍ଭରଶୀଳ ଓ ଆନ୍ତଃସଂଯୁକ୍ତ ବିଶ୍ୱରେ ସବୁ ଦେଶ ପ୍ରତି ବୈଶ୍ୱିକ ବିପତ୍ତିର ଭୟ ରହିଛି : ପ୍ରଧାନମନ୍ତ୍ରୀ

ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ : ଆନ୍ତଃନିର୍ଭରଶୀଳ ଓ ଆନ୍ତଃସଂଯୁକ୍ତ ବିଶ୍ୱରେ ସବୁ ଦେଶ ପ୍ରତି ବୈଶ୍ୱିକ ବିପତ୍ତିର ଭୟ ରହିଛି : ପ୍ରଧାନମନ୍ତ୍ରୀ

ମହାମାରୀରୁ ମିଳିଥିବା ଶିକ୍ଷା ଭୁଲିଯିବା ଉଚିତ୍ ନୁହେଁ : ପ୍ରଧାନମନ୍ତ୍ରୀ, “ପ୍ରଶମନକ୍ଷମ ଭିତ୍ତିଭୂମି”ର ଅବଧାରଣା ଏକ ଜନ ଆନ୍ଦୋଳନରେ ପରିଣତ ହେବା ଉଚିତ୍ : ପ୍ରଧାନମନ୍ତ୍ରୀ

 

ଜେ ବି ଏନ, ୧୮/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀର ଉଦଘାଟନୀ ସମାରୋହକୁ ଭିଡିଓ କନଫରେନ୍ସ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଫିଜି, ଇଟାଲୀ, ବ୍ରିଟେନର ପ୍ରଧାନମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହାଛଡ଼ା ବିଭିନ୍ନ ରାଷ୍ଟ୍ରର ସରକାରୀ ପ୍ରତିନିଧି, ଅନ୍ତର୍ଜାତୀୟ ସଂଗଠନ, ଶିକ୍ଷାନୁଷ୍ଠାନ ଓ ଘରୋଇ କ୍ଷେତ୍ରର ବିଶେଷଜ୍ଞମାନେ ମଧ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।

 

 

 

ବର୍ତ୍ତମାନର ପରିସ୍ଥିତିକୁ ଅଭୂତପୂର୍ବ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଆମେ ବର୍ତ୍ତମାନ ଏପରି ଏକ ଘଟଣାକ୍ରମର ସମ୍ମୁଖୀନ ହେଉଛୁ ଯାହାକୁ ଗୋଟିଏ ଶତାବ୍ଦୀରେ ଥରେ ଦେଖାଦେଉଥିବା ଏକ ବିପର୍ଯ୍ୟୟ ଭାବେ ଆଖ୍ୟା ଦିଆଯାଇଛି। କୋଭିଡ-୧୯ ମହାମାରୀ ଆମକୁ ଏହି ଶିକ୍ଷା ଦେଇଛି ଯେ ଆନ୍ତଃନିର୍ଭରଶୀଳ ଓ ଆନ୍ତଃସଂଯୁକ୍ତ ବିଶ୍ୱରେ ସବୁ ଦେଶ ପ୍ରତି ବୈଶ୍ୱିକ ବିପର୍ଯ୍ୟୟର ଭୟ ରହିଛି। ଧନୀ ହେଉ କିମ୍ବା ଗରିବ, ପ୍ରାଚ୍ୟ କିମ୍ବା ପାଶ୍ଚାତ୍ୟ, ଉତ୍ତର କିମ୍ବା ଦକ୍ଷିଣ କୌଣସି ରାଷ୍ଟ୍ର ଏଥିରୁ ବର୍ତ୍ତି ପାରିବେ ନାହିଁ।”

 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ମହାମାରୀ ଆମକୁ ଦର୍ଶାଇଛି ଯେ ବିଶ୍ୱ କିପରି ଭାବେ ଏକାଠି ହୋଇପାରିବ। “ମହାମାରୀ ଆମକୁ ଦେଖାଦେଇଛି ଯେ ବୈଶ୍ୱିକ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ନବୋନ୍ମେଷ ଯେକୌଣସି ସ୍ଥାନରୁ ମଧ୍ୟ ଆସିପାରିବ”, ପ୍ରଧାନମନ୍ତ୍ରୀ କହିଥିଲେ। ଏଥିପାଇଁ ନବୋନ୍ମେଷକୁ ସମର୍ଥନ କରୁଥିବା ଏକ ବିଶ୍ୱସ୍ତରୀୟ ଇକୋସିଷ୍ଟମ ବିକଶିତ କରିବା ଲାଗି ଶ୍ରୀ ମୋଦୀ ଆହ୍ବାନ କରିଥିଲେ। ଏହି ଇକୋସିଷ୍ଟମ ବିଶ୍ୱର ସବୁସ୍ଥାନରେ ନବୋନ୍ମେଷକୁ ପ୍ରୋତ୍ସାହିତ କରୁଥିବ ଏବଂ ଅତି ଦରକାରୀ ସ୍ଥାନରେ ଏହାକୁ ହସ୍ତାନ୍ତର କରିପାରୁଥିବ । ୨୦୨୧ ବର୍ଷ ମହାମାରୀରୁ ଆରୋଗ୍ୟ ଲାଭ କରିବା ପାଇଁ ସମ୍ଭାବନାର ବର୍ଷ ହେଉ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

 

 

 

ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଥିଲେ ଯେ ମହାମାରୀରୁ ମିଳିଥିବା ଶିକ୍ଷାକୁ ଭୁଲିଯିବା ଅନୁଚିତ। ଏହା କେବଳ ଜନସ୍ୱାସ୍ଥ୍ୟ ବିପର୍ଯ୍ୟୟ ନୁହେଁ ବରଂ ଅନ୍ୟ ବିପର୍ଯ୍ୟୟ ପାଇଁ ମଧ୍ୟ ପ୍ରଯୁଜ୍ୟ। ସେ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଦୀର୍ଘସ୍ଥାୟୀ ଏବଂ ମିଳିତ ପ୍ରୟାସର ଆବଶ୍ୟକତା ରହିଛି।

 

 

 

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଭାରତ ଭଳି, ଭିତ୍ତିଭୂମି କ୍ଷେତ୍ରରେ ନିବେଶ କରୁଥିବା ରାଷ୍ଟ୍ରଗୁଡ଼ିକ ଏହା ସୁନିଶ୍ଚିତ କରିବା ଉଚିତ୍ ଯେ ନିବେଶ ପ୍ରଶମନ ଲାଗି ଉଦ୍ଦିଷ୍ଟ ହେବା ଉଚିତ ବିପର୍ଯ୍ୟୟ ଲାଗି ନୁହେଁ। ଡିଜିଟାଲ ଭିତ୍ତିଭୂମି, ଜାହାଜ ଚଳାଚଳ ମାର୍ଗ, ବିମାନ ଚଳାଚଳ ନେଟୱର୍କଗୁଡ଼ିକ ଭଳି ବହୁ ଭିତ୍ତିଭୂମି ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଶ୍ୱରେ ବ୍ୟାପି ରହିଥାଏ। ବିଶ୍ୱର ଗୋଟିଏ ଭାଗରେ ବିପର୍ଯ୍ୟୟର ପ୍ରଭାବ ବିଶ୍ୱର ଅନ୍ୟ ଭାଗକୁ ଦ୍ରୁତ ଗତିରେ ବ୍ୟାପି ଯାଇପାରେ। ବିଶ୍ୱ ବ୍ୟବସ୍ଥାର ପ୍ରଶମନ କ୍ଷମତା ସୁନିଶ୍ଚିତ କରିବା ଲାଗି ସହଯୋଗ ଅତ୍ୟନ୍ତ ଜରୁରି।

 

 

 

ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ ଜୋର ଦେଇ କହିଥିଲେ ଯେ ୨୦୨୧ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ, ପ୍ୟାରିସ ରାଜିନାମା ଏବଂ ସେନଡାଇ ଫ୍ରେମୱର୍କର ମଧ୍ୟ ଭାଗରେ ପ୍ରବେଶ କରିବାକୁ ଯାଉଛୁ। ଚଳିତ ବର୍ଷ ଶେଷ ଭାଗରେ ବ୍ରିଟେନ ଓ ଇଟାଲୀ ପକ୍ଷରୁ ମିଳିତ ଭାବେ ଆୟୋଜିତ ହେବାକୁ ଥିବା ସିଓପି-୨୬ରୁ ଅନେକ ଆଶା ରହିଛି। ସେହିସବୁ ଆଶା ପୂରଣ କରିବା ଲାଗି ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି କ୍ଷେତ୍ରରେ ଏହି ସହଭାଗିତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

 

 

 

ପ୍ରଧାନମନ୍ତ୍ରୀ ପ୍ରମୁଖ ପ୍ରାଥମିକତା କ୍ଷେତ୍ର ବିଷୟରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ପ୍ରଥମତଃ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ସମ୍ମିଳନୀ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ପ୍ରମୁଖ ପ୍ରତିଶ୍ରୁତି “କେହି ବଞ୍ଚିତ ରହିବେ ନାହିଁ”କୁ ପୂରଣ କରିବା ଉଚିତ୍। ଏହାର ଅର୍ଥ ଆମେ ପ୍ରଥମେ ସବୁଠୁ ଦୁର୍ବଳ ରାଷ୍ଟ୍ର ଏବଂ ସମୁଦାୟର ଚିନ୍ତାକୁ ଦୂର କରିବା ଉଚିତ୍। ଦ୍ୱିତୀୟତଃ, ମହାମାରୀ ସମୟରେ କେନ୍ଦ୍ରୀୟ ଭୂମିକା ନିର୍ବାହ କରିଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଡିଜିଟାଲ୍ ଭିତ୍ତିଭୂମି ଭଳି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ପ୍ରଦର୍ଶନକୁ ସମୀକ୍ଷା କରିବା ଉଚିତ। ଏହି କ୍ଷେତ୍ରରୁ କ’ଣ ଶିକ୍ଷା ମିଳିଛି? ଭବିଷ୍ୟତରେ ଆମେ ଏଗୁଡ଼ିକୁ କିଭଳି ଆହୁରି ପ୍ରଶମନକ୍ଷମ କରିପାରିବା? ତୃତୀୟତଃ, ଅଧିକ ପ୍ରଶମନ କ୍ଷମତା ହାସଲ କରିବା ଲାଗି ଆମର ଚେଷ୍ଟା ସମୟରେ କୌଣସି ପ୍ରଯୁକ୍ତି ବ୍ୟବସ୍ଥାକୁ ଆମେ ଅଧିକ ମୌଳିକ କିମ୍ବା ଅଧିକ ଆଧୁନିକ ବୋଲି ବିବେଚନା କରିବା ଅନୁଚିତ୍। ପ୍ରଯୁକ୍ତି ପ୍ରୟୋଗର ପ୍ରଭାବକୁ ଅଧିକ ପ୍ରଦର୍ଶିତ କରିବା ଉଚିତ୍। ଶେଷରେ, “ପ୍ରଶମନକ୍ଷମ ଭିତ୍ତିଭୂମି”ର ଅବଧାରଣା କେବଳ ବିଶେଷଜ୍ଞ ଏବଂ ଔପଚାରିକ ସଂସ୍ଥାଗୁଡ଼ିକୁ ସକ୍ରିୟ କରିବାକୁ ନୁହେଁ ବରଂ ଏକ ଜନ ଆନ୍ଦୋଳନରେ ପରିଣତ ହେବା ଉଚିତ୍।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech