
(ଜେ ବି ଏନ /ସୁଶାନ୍ତ କୁମାର) ୨୫/୦୩ /୨୦୨୧ ଢେଙ୍କାନାଳ : କରୋନା ମହାମାରୀ ରୁ ରକ୍ଷା ପାଇବା ପାଇଁ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୂମେଷ ଚନ୍ଦ୍ର ବେହେରା ଙ୍କ ସଚେତନତା ବାର୍ତ୍ତା।
ବିଗତ କିଛି ଦିନ ହେବ କରୋନା ମହାମାରୀ ଜିଲ୍ଲା ରୁ ଯେପରି ନିପାତ ହୋଇଛି ଓ ଜିଲ୍ଲାବାସୀ ଯେପରି ସାବଧାନତା ଅବଲମ୍ବନ କରିଛନ୍ତି ସେଥିପାଇଁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି। ଏବେ ଯେପରି କରୋନା ଆକ୍ରନ୍ତ ଦେଶରେ ବ୍ୟାପିବାରେ ଲାଗିଛି ତାହା ପୁଣି ଜିଲ୍ଲା ରେ କୌଣସି ପ୍ରଭାବ ନପକାଇବ ସେଥିପାଇଁ ଜିଲ୍ଲାବାସୀ ସାବଧାନତା ଅବଲମ୍ବନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)