ପ୍ରସିଦ୍ଧ ଦଣ୍ଡ ନାଚ ଉପରେ ଲଗିଲା କରୋନା କଟକଣା

ଜେ ବି ଏନ, ୦୩/୦୪/୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଗଞ୍ଜାମ୍ ଜିଲା ର ପ୍ରସିଦ୍ଧ ଦଣ୍ଡନାଚ ଉପରେ ଲାଗିଲା କଟକଣା ଦଣ୍ଡନାଚ ରେ କେବଳ 25 ଜଣ ଦଣ୍ଡୁଆ କୁ ନେଇ ଦଣ୍ଡନାଚ ହେବା ସହିତ ରାତ୍ରି ରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଅଛି l ଏହା ସହିତ ମା ତାରାତାରିଣୀ ଙ୍କ ପୀଠରେ ମୁଣ୍ଡନକୁ ବାରଣ କରାଯାଇଅଛି l ଗଞ୍ଜାମ୍ ଜିଲା ର ସମସ୍ତ ଦୋକାନ ପଞ୍ଚସୂତ୍ରୀ ନିୟମ ମନାଇବାକୁ ନିର୍ଦ୍ଦେଶ ଦିଆଯାଇଛି l


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526.jpg)
