Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
5 ବର୍ଷରେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାରେ 25,586 କୋଟି ଟଙ୍କାରୁ ଅଧିକ ପରିମାଣର ଋଣ ମଞ୍ଜୁର - Jagrat Bharat News

5 ବର୍ଷରେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାରେ 25,586 କୋଟି ଟଙ୍କାରୁ ଅଧିକ ପରିମାଣର ଋଣ ମଞ୍ଜୁର

5 ବର୍ଷରେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାରେ 25,586 କୋଟି ଟଙ୍କାରୁ ଅଧିକ ପରିମାଣର ଋଣ ମଞ୍ଜୁର

ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ରହିଛି 1,14,322ଟି ଆକାଉଣ୍ଟ

 

 

 

ଜେ ବି ଏନ, ୦୪/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଭାରତ ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି। ଆଶା, ଆକାଂକ୍ଷା ଓ ଅଭିଳାଷା ବୃଦ୍ଧି ପାଉଛି। ମହିଳା, ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତିଙ୍କୁ ନେଇ ଏପରି ବହୁସଂଖ୍ୟକ ସମ୍ଭାବନାମୟ ଉଦ୍ୟୋଗୀ ରହିଛନ୍ତି ଯେଉଁମାନେ ନିଜ ଉଦ୍ୟମରେ ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି, ଯାହା ସେମାନଙ୍କୁ ଆଗକୁ ବଢ଼ିବା ଏବଂ ଉନ୍ନତ ହେବା ଲାଗି ସକ୍ଷମ କରିବ । ସାରା ଦେଶରେ ଏପରି ଅନେକ ଉଦ୍ୟୋଗୀ ରହିଛନ୍ତି ଯେଉଁମାନଙ୍କ ନିକଟରେ ନିଜ ପାଇଁ ଓ ନିଜ ପରିବାର ପାଇଁ କିଛି କରିବାର ବିଚାର ଭରି ରହିଛି।

 

ଆକାଂକ୍ଷାରେ ପରିପୂର୍ଣ୍ଣ ଅନେକ ଏସସି, ଏସଟି ଓ ମହିଳା ଉଦ୍ୟୋଗୀ ରହିଛନ୍ତି ଯେଉଁମାନେ ଉତ୍ସାହୀ ଓ ଆଗ୍ରହୀ କିନ୍ତୁ ସେମାନଙ୍କର ସ୍ଵପ୍ନକୁ ବାସ୍ତବ ରୂପ ଦେବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କର ସମସ୍ୟାକୁ ଧ୍ୟାନରେ ରଖି, ଷ୍ଟାଣ୍ଡ ଅପ ଇଣ୍ଡିଆ ଯୋଜନା 5 ଏପ୍ରିଲ 2016 ରେ ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଆର୍ଥିକ ସଶକ୍ତିକରଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଧ୍ୟାନ ଦେଇ ତୃଣମୂଳସ୍ତରରେ ଉଦ୍ୟମିତାକୁ ପ୍ରୋତ୍ସାହନ ଯୋଗାଇବା। ଏହି ଯୋଜନାକୁ 2025 ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି।

 

ଆମେ ଷ୍ଟାଣ୍ଡ ଅପ ଇଣ୍ଡିଆର ପଞ୍ଚମ ବାର୍ଷିକୀ ପାଳନ କରିବାକୁ ଯାଉଥିବାରୁ ଆସନ୍ତୁ ଏହି ଯୋଜନାର କେତେକ ବୈଶିଷ୍ଟ୍ୟ ଓ ସଫଳତା ଉପରେ ଦୃଷ୍ଟିପାତ କରିବା ।

 

ଷ୍ଟାଣ୍ଡ ଅପ ଇଣ୍ଡିଆ ଯୋଜନାର ଲକ୍ଷ୍ୟ ହେଉଛି ମହିଳା, ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା, ଉଭୟ ପ୍ରସ୍ତୁତ ଓ ପ୍ରଶିକ୍ଷାର୍ଥୀ ଋଣଗ୍ରହିତା ଆଧାରରେ ସେମାନଙ୍କୁ ବାଣିଜ୍ୟ, ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ଗ୍ରୀନଫିଲ୍ଡ ଉଦ୍ୟୋଗ ଆରମ୍ଭ କରିବା ନିମନ୍ତେ ସହାୟତା କରିବା ।

 

ଷ୍ଟାଣ୍ଡ ଅପ୍ ଇଣ୍ଡିଆର ଉଦ୍ଦେଶ୍ୟ ହେଉଛି :

 

ମହିଳା, ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗରେ ଉଦ୍ୟମିତାକୁ ପ୍ରୋତ୍ସାହନ

ଉଭୟ ପ୍ରସ୍ତୁତ ଓ ପ୍ରଶିକ୍ଷାର୍ଥୀ ଋଣଗ୍ରହିତା ଆଧାରରେ ସେମାନଙ୍କୁ ବାଣିଜ୍ୟ, ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ଗ୍ରୀନଫିଲ୍ଡ ଉଦ୍ୟୋଗ ଆରମ୍ଭ କରିବା ନିମନ୍ତେ ଋଣ ସହାୟତା ଯୋଗାଇ ଦେବା।

ଉତ୍ପାଦନ, ସେବା କିମ୍ବା ବାଣିଜ୍ୟ କ୍ଷେତ୍ର ଏବଂ କୃଷି ଆନୁସଙ୍ଗିକ କ୍ଷେତ୍ରରେ ଗ୍ରୀନ ଫିଲ୍ଡ ଉଦ୍ୟୋଗ ପ୍ରତିଷ୍ଠା କରିବା ନିମନ୍ତେ ଋଣ ସହାୟତା ଯୋଗାଇ ଦେବା।

ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଶାଖା ପିଛା ଅତିକମରେ ଜଣେ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ଏବଂ ଜଣେ ମହିଳା ଋଣଗ୍ରହିତାଙ୍କୁ 10 ଲକ୍ଷରୁ ଆରମ୍ଭ କରି 1 କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଯୋଗାଇ ଦେବା।

ଷ୍ଟାଣ୍ଡ ଅପ୍ ଇଣ୍ଡିଆ କାହିଁକି ?

 

ଏସସି, ଏସଟି ଏବଂ ମହିଳା ଉଦ୍ୟମୀମାନେ ଉଦ୍ୟୋଗ ପ୍ରତିଷ୍ଠା, ଋଣ ହାସଲ କରିବା ଏବଂ ବ୍ୟବସାୟକୁ ସଫଳ କରିବା ଲାଗି ବିଭିନ୍ନ ସମୟରେ ଦରକାର କରୁଥିବା ଅନ୍ୟାନ୍ୟ ଆବଶ୍ୟକତା ପୂରଣ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାଗୁଡ଼ିକୁ ଧ୍ୟାନରେ ରଖି ଷ୍ଟାଣ୍ଡ ଅପ ଇଣ୍ଡିଆ ଯୋଜନା ଆରମ୍ଭ କରାଯାଇଛି। ତେଣୁ ଏହି ଯୋଜନା ବ୍ୟବସାୟ କରିବା ନିମନ୍ତେ ଏକ ଅନୁକୂଳ ଏବଂ ନିରନ୍ତର ସହାୟକ ପରିବେଶ ଯୋଗାଇ ଦେଇଥାଏ । ଏହି ଯୋଜନା ଉଦ୍ୟୋଗ ପ୍ରତିଷ୍ଠା ଲାଗି ଋଣଗ୍ରହିତାମାନଙ୍କୁ ବ୍ୟାଙ୍କ ଋଣ ସୁବିଧା ଉପଲବ୍ଧ କରାଇଥାଏ। ସମସ୍ତ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କକୁ କଭର କରୁଥିବା ଏହି ଯୋଜନାର ସୁବିଧାକୁ ତିନୋଟି ସମ୍ଭାବ୍ୟ ମାର୍ଗରେ ହାସଲ କରାଯାଇପାରିବ:

 

ସିଧାସଳଖ ବ୍ୟାଙ୍କ ଶାଖାରେ କିମ୍ବା,

ଷ୍ଟାଣ୍ଡ ଅପ ଇଣ୍ଡିଆ ପୋର୍ଟାଲ ଜରିଆରେ (www.standupmitra.in) କିମ୍ବା,

ଲିଡ୍ ଡିଷ୍ଟ୍ରକ୍ଟ ମ୍ୟାନେଜର (ଏଲଡିଏମ)ଙ୍କ ଜରିଆରେ

କେଉଁମାନେ ଋଣ ପାଇବାକୁ ହକଦାର?

 

18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଏସସି/ଏସଟି/ମହିଳା ଉଦ୍ୟୋଗୀ।

କେବଳ ଗ୍ରୀନଫିଲ୍ଡ ପ୍ରକଳ୍ପ ପାଇଁ ଏହି ଯୋଜନାରେ ଋଣ ଉପଲବ୍ଧ। ଏଠାରେ ଗ୍ରୀନଫିଲ୍ଡ ପ୍ରକଳ୍ପର ଅର୍ଥ ହେଉଛି,ପ୍ରଥମ ଥର ହିତାଧିକାରୀ ଉତ୍ପାଦନ, ସେବା କିମ୍ବା ବାଣିଜ୍ୟ କ୍ଷେତ୍ର ଏବଂ କୃଷି ଆନୁସଙ୍ଗିକ କ୍ଷେତ୍ରରେ କାରବାର ଆରମ୍ଭ କରୁଥିବେ।

ଅଣ-ବ୍ୟକ୍ତିଗତ ଉଦ୍ୟୋଗ କ୍ଷେତ୍ରରେ, 51% ଅଂଶଧନ ଭାଗିଦାରୀ ଏବଂ ଅଂଶଧନ ନିୟନ୍ତ୍ରଣ ଏସସି/ଏସଟି କିମ୍ବା ମହିଳା ଉଦ୍ୟୋଗୀଙ୍କ ହାତରେ ରହିଥିବ।

ଋଣଗ୍ରହିତା କୌଣସି ବ୍ୟାଙ୍କ/ଆର୍ଥିକ ସଂସ୍ଥାନରେ ଡିଫଲ୍ଟ ହୋଇନଥିବେ (ଋଣ ବକେୟା ନଥିବ)।

23.03.2021 ସୁଦ୍ଧା ଏହି ଯୋଜନାର ସଫଳତା

 

ଏହି ଯୋଜନା ଆରମ୍ଭ ହେବା ଠାରୁ 23.03.2021 ସୁଦ୍ଧା ସାରା ଦେଶରେ ରହିଥିବା 1,14,322ଟି ଆକାଉଣ୍ଟରେ 25,586 କୋଟି ଟଙ୍କାର ଋଣ ମଞ୍ଜୁର ହୋଇସାରିଛି।

ଷ୍ଟାଣ୍ଡ ଅପ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଉପକୃତ ହୋଇଥିବା ଏସସି/ଏସଟି ଏବଂ ମହିଳା ଋଣଗ୍ରହିତାମାନଙ୍କର ମୋଟ ସଂଖ୍ୟା ନିମ୍ନରେ ଦିଆଗଲା

 

 

 

 

ପରିମାଣ: କୋଟି ଟଙ୍କାରେ

 

ଏସସି

 

ଏସଟି

 

ମହିଳା

 

ମୋଟ

 

ଆକାଉଣ୍ଟ ସଂଖ୍ୟା

 

ମଞ୍ଜୁର ପରିମାଣ

 

ଆକାଉଣ୍ଟ ସଂଖ୍ୟା

 

ମଞ୍ଜୁର ପରିମାଣ

 

ଆକାଉଣ୍ଟ ସଂଖ୍ୟା

 

ମଞ୍ଜୁର ପରିମାଣ

 

ଆକାଉଣ୍ଟ ସଂଖ୍ୟା

 

ମଞ୍ଜୁର ପରିମାଣ

 

16258

 

3335.87

 

4970

 

1049.72

 

93094

 

21200.77

 

114322

 

25586.37

 

ଏ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି l

 

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech