Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ପିଏମଏମଓ୍ବାଇର ଶୁଭାରମ୍ଭ ପରଠାରୁ ବର୍ତ୍ତମାନ ସୁଦ୍ଧା (19.03.2021 ସୁଦ୍ଧା) 14.96 ଲକ୍ଷ କୋଟି ଟଙ୍କାର 28.68 କୋଟିରୁ ଅଧିକ ଋଣ ବ୍ୟାଙ୍କ ଏନବିଏଫସି ଓ ଏମଏଫଆଇଗୁଡ଼ିକ ଦ୍ବାରା ମଞ୍ଜୁର - Jagrat Bharat News

ପିଏମଏମଓ୍ବାଇର ଶୁଭାରମ୍ଭ ପରଠାରୁ ବର୍ତ୍ତମାନ ସୁଦ୍ଧା (19.03.2021 ସୁଦ୍ଧା) 14.96 ଲକ୍ଷ କୋଟି ଟଙ୍କାର 28.68 କୋଟିରୁ ଅଧିକ ଋଣ ବ୍ୟାଙ୍କ ଏନବିଏଫସି ଓ ଏମଏଫଆଇଗୁଡ଼ିକ ଦ୍ବାରା ମଞ୍ଜୁର

ପିଏମଏମଓ୍ବାଇର ଶୁଭାରମ୍ଭ ପରଠାରୁ ବର୍ତ୍ତମାନ ସୁଦ୍ଧା (19.03.2021 ସୁଦ୍ଧା) 14.96 ଲକ୍ଷ କୋଟି ଟଙ୍କାର 28.68 କୋଟିରୁ ଅଧିକ ଋଣ ବ୍ୟାଙ୍କ ଏନବିଏଫସି ଓ ଏମଏଫଆଇଗୁଡ଼ିକ ଦ୍ବାରା ମଞ୍ଜୁର

2015ରୁ 2018 ମଧ୍ୟରେ 1.12 କୋଟି ମୋଟ ଅତିରିକ୍ତ ନିଯୁକ୍ତି ସୃଷ୍ଟିରେ ସହାୟକ ହୋଇଛି ପିଏମଏମଓ୍ବାଇ

 

 

 

 

ଜେ ବି ଏନ, ୦୭/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ସମାଜର ବଞ୍ଚିତ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସାମାଜିକ-ଆର୍ଥିକ ଦୃଷ୍ଟିରୁ ଅବହେଳିତ ବର୍ଗଙ୍କୁ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଏବଂ ସହାୟତା ଯୋଗାଇ ଦେବା ଲାଗି ଅର୍ଥ ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ। ଉତ୍ସାହୀ ଉଦ୍ୟୋଗୀଙ୍କ ଠାରୁ ଆରମ୍ଭ କରି କଠିନ ପରିଶ୍ରମ କରୁଥିବା କୃଷକଙ୍କ ପର୍ଯ୍ୟନ୍ତ ସମସ୍ତ ଅଂଶୀଦାରମାନଙ୍କର ଆର୍ଥିକ ଆବଶ୍ୟକତା ବିଭିନ୍ନ ଯୋଜନା ଜରିଆରେ ପୂରଣ କରାଯାଉଛି। ଏ ଦିଗରେ ଏକ ପ୍ରମୁଖ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମଓ୍ବାଇ), ଯାହାକି ଲକ୍ଷ ଲକ୍ଷ ଲୋକଙ୍କ ସ୍ବପ୍ନ ଓ ଆଶାରେ ଡେଣା ଲଗାଇବା ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳତା ଓ ସ୍ବାଧୀନତାର ଅନୁଭବ ଦେଇଛି।

 

ଅଣ କର୍ପୋରେଟ, ଅଣ କୃଷି କ୍ଷୁଦ୍ର/ଲଘୁ ଉଦ୍ୟୋଗଗୁଡ଼ିକୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏପ୍ରିଲ 8, 2015ରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପିଏମଏମଓ୍ବାଇ ଯୋଜନା ଶୁଭାରମ୍ଭ କରାଯାଇଥିଲା। ଆମେ ପିଏମଏମଓ୍ବାଇର ଷଷ୍ଠ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବାରୁ ଆସନ୍ତୁ ଏହି ଯୋଜନାର ପ୍ରମୁଖ ଦିଗ ଏବଂ ବର୍ତ୍ତମାନ ସୁଦ୍ଧା ଏହାର ସଫଳତା ଉପରେ ଦୃଷ୍ଟିପାତ କରିବା।

 

ମୁଦ୍ରା ଯୋଜନା କାହିଁକି?

 

ଭାରତ ଏକ ଯୁବ ରାଷ୍ଟ୍ର ଯାହା ଯୁବସୁଲଭ ଉତ୍ସାହ ଏବଂ ଆକାଂକ୍ଷାରେ ପରିପୂର୍ଣ୍ଣ। ଭାରତରେ ବିକାଶର ମଞ୍ଜି ବୁଣିବା ଲାଗି ଏକ ଉର୍ବର କ୍ଷେତ୍ର ଯୋଗାଇ ଦେବା ଉଦ୍ଦେଶ୍ୟରେ, ଏହି ଯୁବ ଭାରତର ଅଭିନବ ଉତ୍ସାହକୁ ଉପଯୋଗ କରିବା ଗୁରୁତ୍ବପୂର୍ଣ୍ଣ ଯାହା ଦେଶର ଅର୍ଥନୈତିକ ପରିବେଶରେ ରହିଥିବା ଶୂନ୍ୟସ୍ଥାନକୁ ପୂରଣ କରିବା ଲାଗି ନୂତନ ପିଢ଼ିର ସମାଧାନ ଯୋଗାଇ ଦେଇପାରିବ। ଭାରତରେ ଲୁଚି ରହିଥିବା ଉଦ୍ୟମିତା ସାମର୍ଥ୍ୟକୁ ଉପଯୋଗ କରିବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଏନଡିଏ ସରକାର ଏହାର ପ୍ରଥମ ବଜେଟରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଶୁଭାରମ୍ଭ କରିଥିଲା।

 

ମୁଦ୍ରା ଯୋଜନା କିପରି କାର୍ଯ୍ୟ କରିଥାଏ ?

 

ସଦସ୍ୟ ଋଣ ପ୍ରଦାନକାରୀ ସଂସ୍ଥାନ (ଏମଏଲଆଇ)ଗୁଡ଼ିକ ଦ୍ବାରା ପିଏମଏମଓ୍ବାଇ ଅନ୍ତର୍ଗତ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଇଥାଏ। ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି), କ୍ଷୁଦ୍ର ଅର୍ଥ ଲଗାଣକାରୀ ବ୍ୟାଙ୍କ (ଏସଏଫବି), ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି), ଲଘୁ ଆର୍ଥିକ ସଂସ୍ଥାନ (ଏମଏଫଆଇ) ଆଦି ଏମଏଲଆଇଗୁଡ଼ିକ ଏହି ଋଣ ଯୋଗାଇ ଦେଇଥାନ୍ତି।

 

ଉତ୍ପାଦନ, ବାଣିଜ୍ୟ ଓ ସେବା କ୍ଷେତ୍ର ଏବଂ କୃଷି ଆନୁସଙ୍ଗିକ କ୍ଷେତ୍ରରେ ଆୟ ସୃଷ୍ଟିକାରୀ କାର୍ଯ୍ୟକଳାପ ନିମନ୍ତେ ଋଣ ଦିଆଯାଇଥାଏ।

 

ଋଣଗ୍ରହିତାଙ୍କ ଅଭିବୃଦ୍ଧିର ସ୍ତର କିମ୍ବା ବିକାଶ ଏବଂ ପାଣ୍ଠି ଆବଶ୍ୟକତା ଆଧାରରେ ତିନୋଟି ବର୍ଗ ‘ଶିଶୁ’, ‘କିଶୋର’ ଓ ‘ତରୁଣ’ ଆଧାରରେ ଋଣ ଉପଲବ୍ଧ ହୋଇଥାଏ।

 

ଶିଶୁ : 50,000 ଟଙ୍କା ପର୍ଯ୍ୟନ୍ତ ଋଣ

କିଶୋର : 50,000 ଟଙ୍କାରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ତରୁଣ : 5 ଲକ୍ଷ ଟଙ୍କାରୁ ଅଧିକ ଏବଂ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ନୂଆ ପିଢ଼ିର ଆକାଂକ୍ଷୀ ଯୁବକମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ଶିଶୁ ବର୍ଗର ୟୁନିଟ ଉପରେ ଅଧିକ ଧ୍ୟାନ ଦେବା ଏବଂ ଏହାପରେ କିଶୋର ଓ ତରୁଣ ବର୍ଗ ଉପରେ ଧ୍ୟାନ ଦିଆଯିବା ସୁନିଶ୍ଚିତ କରାଯାଇଛି।

 

ଏହି ଯୋଜନାର ସଫଳତା (19.03.2021 ସୁଦ୍ଧା)

 

ଯୋଜନା ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା (19.03.2021 ସୁଦ୍ଧା) 14.96 ଲକ୍ଷ କୋଟି ଟଙ୍କାର 28.68 କୋଟିରୁ ଅଧିକ ଋଣ ମଞ୍ଜୁର କରାଯାଇଛି।

2020-21 ଆର୍ଥିକ ବର୍ଷରେ 4.20 କୋଟି ପିଏମଏମଓ୍ବାଇ ଋଣ ମଞ୍ଜୁର ହୋଇଥିବା ବେଳେ 2020-21 ଆର୍ଥିକ ବର୍ଷରେ 2.66 ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଛି।

ଋଣ ହାରାହାରୀ ଟିକେଟ ଆକାର ପାଖାପାଖ 50,000 ଟଙ୍କା

88% ଋଣ ‘ଶିଶୁ’ ବର୍ଗର ଅନ୍ତର୍ଭୂକ୍ତ

ପାଖାପାଖି 24% ଋଣ ନୂଆ ଉଦ୍ୟୋଗୀଙ୍କୁ ଦିଆଯାଇଛି

ପାଖାପାଖି 68% ଋଣ ମହିଳା ଉଦ୍ୟୋଗୀଙ୍କୁ ପ୍ରଦାନ କରାଯାଇଛି

ପାଖାପାଖି 51% ଋଣ ଏସସି/ଏସଟି/ଓବିସି ଋଣଗ୍ରହିତାଙ୍କୁ ଦିଆଯାଇଛି

ଋଣଗ୍ରହିତାଙ୍କ ମଧ୍ୟରେ 22.53% ଏସସି ଓ ଏସଟି ବର୍ଗର

ଋଣଗ୍ରହିତାଙ୍କ ମଧ୍ୟରେ 28.42% ଓବିସି ବର୍ଗର

ପାଖାପାଖି 11% ଋଣ ସଂଖ୍ୟାଲଘୁ ସମୁଦାୟର ଋଣଗ୍ରହିତାଙ୍କୁ ଦିଆଯାଇଛି।

ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ 2015ରୁ 2018 ମଧ୍ୟରେ ପିଏମଏମଓ୍ବାଇ1.12 କୋଟି ମୋଟ ଅତିରିକ୍ତ ନିଯୁକ୍ତି ସୃଷ୍ଟିରେ ସହାୟକ ହୋଇଛି। ଆନୁମାନିକ 1.12 କୋଟି ବର୍ଦ୍ଧିତ ନିଯୁକ୍ତି, ମଧ୍ୟରୁ ମହିଳାଙ୍କ ସଂଖ୍ୟା ହେଉଛି 69 ଲକ୍ଷ (62%)। ଏ ନେଇ ପି ଆଇ ବି ପକ୍ଷରୁ ସୂଚନା ଦିଆଯାଇଛି l

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech