
ବାଣିଜ୍ୟ ସଂଘ ପକ୍ଷରୁ କରୋନା ସଚେତନତାର ରଥ ଶୁଭାରମ୍ଭ
ଜେ ବି ଏନ (ସୁଶାନ୍ତ କୁମାର /ଶୁଭମ ପାଣି) ୦୯/୦୪/୨୦୨୧ ଢେଙ୍କାନାଳ : ଦେଶ ରେ ଦ୍ଵିତୀୟ ଥର କରୋନା ମହାମାରୀ ସଂକ୍ରମିତ ବଢି ଚାଲିଥିବା ବେଳେ ଢେଙ୍କାନାଳ ଜିଲ୍ଲା ବାଣିଜ୍ୟ ସଂଘ ପକ୍ଷରୁ ଆଜି ଏକ ସଚେତନତା ରଥ ର ଶୁଭାରମ୍ଭ ହୋଇଯାଇଛି।
ବାଣିଜ୍ୟ ସଂଘ ପକ୍ଷରୁ ସଚେତନତା ରଥରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଭୂମେଷ ଚନ୍ଦ୍ର ବେହେରା ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବାଣିଜ୍ୟ ସଂଘ ସଭାପତି ଶ୍ରୀ ଶରତ ଚନ୍ଦ୍ର ପାଢି ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)