ଆଜି HINDUSTAN HELPING HAND ORG.CUTTACK ତରଫରୁ ଢ଼େଙ୍କାନାଳ ସାମାଜିକ ସାଂସ୍କୃତିକ ବିକାଶ ସଂଘକୁ Cuttack railway institute ଠାରେ “ହିନ୍ଦୁସ୍ଥାନ ସେବା ସମ୍ମାନରେ” ସମ୍ମାନିତ
କରିଥିଲେ।ଏଥିରେ କଟକ ମେୟର ଶ୍ରୀ ସୁବାସ ସିଂ ମହୋଦୟ ମୁଖ୍ୟ ଅତିଥି ସମାଜସେବୀ ଗଗନ ବିହାରୀ ପାଇଟାଲ ଉପସ୍ଥିତ ଥିଲେ।ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ସମାଜସେବୀ ମାନେ ଉପସ୍ଥିତ ଥିଲେ।ଢେ଼ଙ୍କାନାଳର ସାମାଜିକ ସାଂସ୍କୃତିକ ବିକାଶ ସଂଘକୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଢେ଼ଙ୍କାନାଳର ସମାଜସେବୀ ସୌମ୍ୟା ମିଶ୍ର ପୁରସ୍କାର ଗ୍ରହଣ କରିଥିଲେ।ଓଡ଼ିଶା ବିଭିନ୍ନ କୋଣ ଅନୁକୋଣ ରୁ ସମାଜସେବୀ ସୌମ୍ୟା ମିଶ୍ର ପୁରସ୍କାର ଗ୍ରହଣ କରି ଢ଼େଙ୍କାନାଳକୁ ସମ୍ମାନ ଆଣିବା ସହିତ ଢ଼େଙ୍କାନାଳ ଜିଲ୍ଲାକୁ ଗର୍ବ ଓ ଗୌରବ ଆଣିଛନ୍ତି। କମ୍ ବୟସରୁ ସମାଜସେବା ପ୍ରତି ତାଙ୍କ ନିଷ୍ଠା ପାଇଁ ତାଙ୍କୁ ଢେ଼ଙ୍କାନାଳର ବୁଦ୍ଧିଜୀବୀ ମାନେ ମଧ୍ୟ ପ୍ରଶଂସା କରିଛନ୍ତି।

August 29, 2026/
No Comments

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-24-scaled.jpg)

