ୟୁକୋ ବ୍ୟାଙ୍କ ୮୦ତମ ପ୍ରତିଷ୍ଠା ଦିବସ ପାଳିତ 
ଢେଙ୍କାନାଳ , ତା.୦୯.୦୧.୨୦୨୩ରିଖ – ଢେଙ୍କାନାଳ ୟୁକୋ ବ୍ୟାଙ୍କ ଶାଖା ତରଫରୁ ଚଳିତ ମାସ ଜାନୁଆରୀ ୬ ତାରିଖ ଦିନ ସ୍ଥାନୀୟ ଜଗନ୍ନାଥ ରୋଡ୍ସ୍ଥିତ ଶାଖା ଠାରେ ୮୦ତମ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥ୍ ଭାବେ ଶାଖା ପ୍ରବନ୍ଧକ ସୌଭାଗ୍ୟ ସାହୁ , ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ନିର୍ମଳ ଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ । ଏହି ଶାଖାର ସମସ୍ତ କର୍ମଚାରୀ ମଧ୍ୟ ଯୋଗଦେଇଥିଲେ । ଏହି ଅବସରରେ ବ୍ୟାଙ୍କରେ ଉପସ୍ଥିତ ସମସ୍ତ ଗ୍ରାହକଙ୍କୁ ମିଠା ଓ କ୍ୟାଲେଣ୍ଡର ବଂଟନ କରାଯାଇଥିଲା । ବ୍ୟାଙ୍କର ବିଭିନ୍ନ ଯୋଜନା ଏବଂ ସାଧାରଣ ବ୍ୟକ୍ତିଙ୍କର ସୁବିଧା ନିମନ୍ତେ ଥିବା ସରକାରୀ ଯୋଜନାଗୁଡିକ ବିଷୟରେ ଗ୍ରାହକମାନଙ୍କୁ ଅବଗତ କରାଗଲା । ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଉକ୍ତ ପ୍ରତିଷ୍ଠା ଦିବସ ସଂପୂର୍ଣ୍ଣ ହୋଇଥିଲା ।





1 Comment
I don’t think the title of your article matches the content lol. Just kidding, mainly because I had some doubts after reading the article. https://www.binance.com/es-MX/register?ref=GJY4VW8W
Your comment is awaiting moderation.
Can you be more specific about the content of your article? After reading it, I still have some doubts. Hope you can help me.
Your comment is awaiting moderation.
Your point of view caught my eye and was very interesting. Thanks. I have a question for you.
Your comment is awaiting moderation.
I don’t think the title of your article matches the content lol. Just kidding, mainly because I had some doubts after reading the article.
Your comment is awaiting moderation.
Your point of view caught my eye and was very interesting. Thanks. I have a question for you.
Your comment is awaiting moderation.
Can you be more specific about the content of your article? After reading it, I still have some doubts. Hope you can help me.