ଆଲୋଚନା ଚକ୍ର ଯାହାକି ” SAHAJOGA ” ୨୦୨୩ ଅନୁଷ୍ଠିତ

ଆଲୋଚନା ଚକ୍ର ଯାହାକି ” SAHAJOGA ” ୨୦୨୩ ଅନୁଷ୍ଠିତ

ଆଜି ତା , ୧୧ , ୦୧ , ୨୦୨୩ ରିଖରେ ସ୍ଥାନୀୟ କଳାକୃତି ଗ୍ରାମ ” ସଦେଇବାରେଣୀ ଠାରେ ଶ୍ରୀ ସରୋଜ କୁମାର ସେଠୀ , IAS , ଜିଲ୍ଲାପାଳ , ଢେଙ୍କାନାଳଙ୍କର ସଭାପତିତ୍ବରେ ଢେଙ୍କାନାଳ ଜିଲ୍ଲା ରେ କାର୍ଯ୍ୟ କରୁଥିବା ସମସ୍ତ କଳକାରଖାନା ରେ କାର୍ଯ୍ୟରତ ମାନବ ସମ୍ବଳ ଅଧିକାରୀ , ଜିଲ୍ଲା ପ୍ରଶାସନ ଓ ସମସ୍ତ ଶ୍ରମିକ ମାନଙ୍କର ସହଯୋଗିତା ତଥା ସହଭାଗିତା ରେ ଏକ ସଚେତନତା କାର୍ଯ୍ୟକ୍ରମ ତଥା ଶ୍ରେଷ୍ଠ ଅଭ୍ୟାସ ( Best Practice ) ର ଆଲୋଚନା ଚକ୍ର ଯାହାକି ” SAHAJOGA ” ୨୦୨୩ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ତାଙ୍କ ଅଭିଭାଷଣ ରେ ସମସ୍ତ ମାନବ ସମ୍ବଳ ଅଧିକାରୀଙ୍କୁ ଜିଲ୍ଲାର ଅପହଞ୍ଚ ଗ୍ରାମକୁ ଯାଇ ସେମାନଙ୍କର ଜୀବନ ଶୈଳୀ ରେ ପରିବର୍ତ୍ତନ ଆଣିବା ନିମନ୍ତେ ଯଥାସାଧ୍ଯ ଚେଷ୍ଟା କରିବାକୁ ଆହ୍ୱାନ ଦେଇଥିଲେ , ଏତଦବ୍ୟତୀତ ରେଡ କ୍ରସ ପାଣ୍ଠିକୁ କିପରି ଅନୁଦାନ ଆସିବ ଯାହାକି ଗରିବ ଲୋକଙ୍କ ସାହାଯ୍ୟର୍ଥେ ବ୍ୟବହାର କରାଯାଇପାରିବ ଓ ଜିଲ୍ଲା ରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କୁ କିପରି ଉଚିତ ଭାବରେ ବ୍ୟବହାର କରାଯାଇପାରିବ ତାହା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥ୍‌ ଶ୍ରୀ ତନ୍ମୟ କୁମାର ଦରୱାନ , ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ – ତଥା ଉନ୍ନୟନ ଅଧିକାରୀ , ଢେଙ୍କାନାଳ ତାଙ୍କ ଅଭିଭାଷଣ ରେ କଳକାରଖାନାରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ମାନବତାର ସହିତ ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥ୍ ଶ୍ରୀ ସୁଧୀର କୁମାର ନାୟକ , ମଣ୍ଡଳ ଉନୟନ ଅଧିକାରୀ ତାଙ୍କର ବକ୍ତବ୍ୟରେ CSR Fund ମାଧ୍ୟମରେ କଳାକୃତି ଗ୍ରାମ ସଦେଇବାରେଣୀର ଉତରୋତ୍ତର ଉନ୍ନତି ନିମନ୍ତେ ସମସ୍ତ କଳକାରଖାନାର କାର୍ତ୍ତୁପକ୍ଷ ଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ , ଜିଲ୍ଲା ଶ୍ରମ ଅଧିକାରୀ , ଢେଙ୍କାନାଳ ତାଙ୍କ ସ୍ବାଗତ ଭାଷଣ ରେ ସମସ୍ତ କଳକାରଖାନାର ମାନବ ସମ୍ବଳ ଅଧିକାରୀଙ୍କୁ ସଭାକୁ ସ୍ବାଗତ କରିବା ସହ ପରସ୍ପରକୁ ଜାଣିବା , ଚିହ୍ନିବା ଓ ସେମାନଙ୍କର ଶ୍ରେଷ୍ଠ ଅଭ୍ୟାସ ( Best Practice ) କୁ ନିଜ ଭିତରେ ଆଲୋଚନା କରି ପରସ୍ପର ଠାରୁ ଶିଖୁ ଉଦ୍ଦେଶ୍ୟରେ ଏହି ” SAHAJOGA ” କାର୍ଯ୍ୟକ୍ରମ କୁ ସ୍ବାଗତ କରିବା ସହ ମାନବ ସମ୍ବଳ କୁ ସର୍ବଶ୍ରେଷ୍ଠ ଭାବରେ ବ୍ୟବହାର କରିବା ଓ CSR ମାଧ୍ୟମରେ କଳାକୃତି ଗ୍ରାମ ” ସଦେଇବାରେଣୀ ” ର ଉନ୍ନତି ନିମନ୍ତେ ଚେଷ୍ଟା କରିବାକୁ ଅନୁରୋଧ କରିଥିଲେ । ପ୍ରଶାସନ , କମ୍ପାନୀ କର୍ତ୍ତୃପକ୍ଷ ଓ ଶ୍ରମିକଙ୍କ ର ସାହାଭାଗିତା ହିଁ ସହଯୋଗ ଓ ସ୍ଥାନୀୟ ଉପଯୁକ୍ତ ମାନବ ସମ୍ବଳ ର ନିଯୁକ୍ତି ଏକ ମାତ୍ର କାମ୍ୟ ଯାହାକି ପ୍ରବାସୀ ଶ୍ରମିକ ଙ୍କର ସମସ୍ୟାର ସମାଧାନ ର ଏକମାତ୍ର ପନ୍ଥା ବୋଲି ଯୁକ୍ତି ଦର୍ଶାଇଥିଲେ । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର କମିଶନର ତଥା ସଚିବ ଶ୍ରୀ ସନ୍ଥଗୋପାଲନ R , IAS ମୁଖ୍ୟ ଅତିଥ୍‌ ଭାବରେ ଯୋଗ ଦେଇ ଶ୍ରମ ବିଭାଗ ତରଫରୁ ପ୍ରଚଳିତ Online ପୋର୍ଟାଲ PAReSHRAM ର ବ୍ୟବହାର କରି ୪୦ ଗୋଟି ସେବାର ଲାଭ ଉଠେଇବାକୁ କହିଥିଲେ , ଏତଦବ୍ୟତୀତ ସମସ୍ତ କଳକାରଖାନାରେ ସମସ୍ତ ଶ୍ରମିକ କର୍ମଚାରୀ କିପରି ସୁରକ୍ଷା ଉପକରଣ ର ସଠିକ ବ୍ୟବହାର ଓ ସୁରକ୍ଷାର ସମସ୍ତ ତଥ୍ୟ ସଠିକ ଭାବରେ ଜାଣି ପାରିବେ ତଦ୍ବାରା କାରଖାନା ଗୁଡିକ ଦୁର୍ଘଟଣା ଶୂନ୍ୟ ହୋଇପାରିବ ସେଥ୍ ପ୍ରତି ଗୁରୁତ୍ବାରୋପ କରିଥିଲେ । ସ୍ଥାନୀୟ ନିଯୁକ୍ତି ତଥା ITI / Polytechnic ରୁ ସର୍ବାଧି ଛାତ୍ରଙ୍କୁ ନିଯୁକ୍ତି ଦେବାକୁ ଆହ୍ୱାନ ଦେଇଥିଲେ । ସର୍ବଶେଷ ରେ ସାଧାରଣ ପରିଚାଳକ , ଆଞ୍ଚଳିକ କାରଖାନା କେନ୍ଦ୍ର ( RIC ) ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମସ୍ତ କଳକାରଖାନାର ମାନବ ସମ୍ବଳ ଅଧିକାରୀ , ଶ୍ରୀ ସରୋଜ କୁମାର ସେଠୀ , ଜିଲ୍ଲା ଯୋଜନା ଅଧିକାରୀ , ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଗୀତଶ୍ରୀ ପାଢୀ , ଶ୍ରୀ ସଂଗ୍ରାମ କୁମାର ଦଳେଇ , ସହକାରୀ ଶ୍ରମ ଅଧିକାରୀ , ଶ୍ରୀ ରଶ୍ମି ରଞ୍ଜନ ବରାଳ ଓ ଶ୍ରୀ ହଳଧର ବରାଳ ଶ୍ରମ ନିରୀକ୍ଷକ , କାର୍ଯ୍ୟକ୍ରମ ରେ ଭାଗ ନେବା ସହ ସହାୟତା କରିଥିଲେ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech