ମୃଦଙ୍ଗା ଗ୍ରାମର ମୁଖ୍ୟ ପ୍ରବେଶପଥ କର୍ମ ବହୁଳ ଅଂଶକୁ ରାଜସ୍ବ ଗ୍ରାମରୁ ବିଚ୍ଛିନ୍ନ କୁ ନେଇ ବିରୋଧ

ମୃଦଙ୍ଗା ଗ୍ରାମର ମୁଖ୍ୟ ପ୍ରବେଶପଥ କର୍ମ ବହୁଳ ଅଂଶକୁ ରାଜସ୍ବ ଗ୍ରାମରୁ ବିଚ୍ଛିନ୍ନ କୁ ନେଇ ବିରୋଧ

ଜିଲ୍ଲାପାଳଙ୍କ ପାଖରେ ଫେରାଦ

ଢେଙ୍କାନାଳ , ତା . ୧୮.୦୧.୨୦୨୩- ଭୁବନ ବ୍ଲକ୍ ଅନ୍ତର୍ଗତ ମୃଦଙ୍ଗା ଗ୍ରାମର ଉତର ପାଖ ଅଂଚଳ ଏ୬୫୮.୫୨ଡେ . ଯାଗାକୁ ନେଇ ‘ ‘ ନଟାକଟା ନୂଆ ମୃଦଙ୍ଗା ’ ଗ୍ରାମ ଗଠନ କୁନେଇ ଅଦ୍ୟ ଢେଙ୍କାନାଳ ଜିଲ୍ଲାପାଳଙ୍କ ପାଖରେ ମୃଦଙ୍ଗା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଆଗରୁ କେସ୍ ନଂ ୭୪୦୯୬ ଓ ଜ୍ଞାପକ ସଂଖ୍ୟା ୩୭୩୨ , ତା ୨୧.୧୨.୨୦୨୨ରିଖ ମୁତାବକ ପୁନରାୟ ଦରଖାସ୍ତକାରୀ ସମସ୍ତ ତଥ୍ୟ ଜଣାଇଛନ୍ତି । ଏହି ନୂତନ ବସ୍ତି ଗଠନ କରାଗଲେ ମୃଦଙ୍ଗା ଗ୍ରାମବାସୀଙ୍କର ଘୋର ଅସୁବିଧା ସୃଷ୍ଟି ହେବ ବୋଲି କହିଛନ୍ତି । ଉକ୍ତ ଅସୁବିଧା ଗୁଡିକ ହେଲା – ପ୍ରସ୍ତାବିତ ନୂତନ ମୌଜା ନଟାକଟା ( ନୂଆମୃଦଙ୍ଗା ଅଂଶରେ ) ମୃଦଙ୍ଗା ରାଜସ୍ବ ଗ୍ରାମ ପାଇଁ ବସ୍ତି ସଂପ୍ରସାରଣ ଉନ୍ନତୀମୂଳକ କାର୍ଯ୍ୟ ପାଇଁ ଗତ ୧୯୮୫ ୮୬ ସେଟେଲ୍‌ଫେଟ୍‌ରେ ସଂରକ୍ଷିତ ରଖାଯାଇଅଛି । ଏହି ଅଂଶରେ ମୃଦଙ୍ଗା ଗ୍ରାମପଂଚାୟତ କାର୍ଯ୍ୟାଳୟ , ଅତିରିକ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର , ଆଇ.ଡି.ବି.ଆଇ. ବ୍ୟାଙ୍କ , ୩୩ / ୧୧ କେଭି ଇଲେକଟ୍ରିଗ୍ରିଡ୍ , ଧାଇ ଫେଟର , ପଶୁଚିକିତ୍ସାଳୟ , ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ , ଆଂଚଳିକ ପଂଚାୟତ ମହାବିଦ୍ୟାଳୟ , ମୃଦଙ୍ଗା , ସେବା ସମବାୟ ସମିତି , ମୃଦଙ୍ଗା , ମୃଦଙ୍ଗା ସାପ୍ତାହିକ ବଳୀପୋତା ହାଟ ଓ ମୃଦଙ୍ଗା ଗ୍ରା.ପ.ର ୧୩୦ ବଖରା ଦୋକାନ ଘର ( ଭଡାଗୃହ ) କାଳୀ ମନ୍ଦିର , ଦୈନିକ ବଜାର ଅବସ୍ଥିତ ଅଟେ । ମୃଦଙ୍ଗା ଗ୍ରାମର ମୁଖ୍ୟ ଆୟକାରୀ ଅଂଶ ଏ୧୦୧ , ୦୦ଡେ . ପରିମିତ ଯାଗାରେ ମୃଦଙ୍ଗା ଗ୍ରା.ପ. କାଜୁବଗିଚା ଗ୍ରାମବାସୀଙ୍କର ଏ ୫୦ , ୦୦ଡେ . କାଜୁ ବଗିଚା ସର୍ବମୋଟ ଏ୧୫୧ , ୦୦ ଡେ , ଅଟେ । ଆଉ ମଧ୍ୟ ୫ଗୋଟି ପଥରଖଣି ସେହି ଅଂଚଳରେ ଅବସ୍ଥିତ । ଉକ୍ତ ଅଂଶରେ ମୃଦଙ୍ଗା ଦେଶକୋଠର ଏ୧୬.୦୦ଡେ . ଜମି ସମସ୍ତ ଗ୍ରାମବାସୀ ଏକତ୍ର ଚାଷ କରୁଅଛନ୍ତି । ଏହି ଅଂଶରେ ମୃଦଙ୍ଗା ରାଜସ୍ୱ ଗ୍ରାମର ସମସ୍ତ ପ୍ରଜାଙ୍କର ସମସ୍ତ ଚାଷ ଜମି ଅବସ୍ଥିତ । ନୂତନ ନଟାକଟା ( ନୂଆମୃଦଙ୍ଗା ) ଗ୍ରାମ ଗଠନ କରିବାକୁ ଚାହୁଁଥିବା ଗ୍ରାମବାସୀଗଣ ବିଭିନ୍ନ ମୌଜାରୁ ଉଠିଆସି ଅନାବାଦୀ ଯାଗାରେ ଗୃହ ନିର୍ମାଣ କରି ବସବାସ କରିବା ସହିତ ସରକାରୀ ରେକର୍ଡ ନିଜ ନାମରେ କରାଇ ଅଛନ୍ତି । ସେମାନଙ୍କର ଘରବାରୀ ବ୍ୟତୀତ କୌଣସି ରେକର୍ଡ ଭୁକ୍ତ ଚାଷ ଜମି ମୃଦଙ୍ଗା ମୌଜାରେ ନାହିଁ । ଉକ୍ତ ମୌଜାଟି ମୃଦଙ୍ଗା ଗ୍ରା.ପ.ର ୧.୨ନଂ ସିଟ୍ ମୃଦଙ୍ଗା ଗ୍ରା.ପ.ର ୭ନଂ ୱାର୍ଡ ଅନ୍ତର୍ଗତ ଅଟେ । ମୃଦଙ୍ଗା ଗ୍ରାମରୁ ୭୧ଗୋଟି ପରିବାରଙ୍କର ଦୋହରା ଘର ଓ ଦୋକାନ ଘର ରହିଅଛି । ଏହି ଅଂଶରେ ଗ୍ରାମବାସୀଙ୍କର ଚାଷଜମି ପାଇଁ ଜଳସେଚନର ସୁବିଧା ନିମନ୍ତେ ୫ ଗୋଟି ବଡବନ୍ଧ ଓ ଜଳାଶୟ ଅଛି । ଯୁବକ୍ରୀଡାବିତ୍‌ଙ୍କ ପାଇଁ ଏକ ଖେଳପଡିଆ ଅଛି । ଏହି ଖେଳ ପଡିଆକୁ ମୃଦଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳପଡିଆ ରୂପେ ମନୋନୀତ ସରକାରୀ ସ୍ତରରେ କରାଯାଇଅଛି । ତତ୍ ସହିତ ଅବସରପ୍ରାପ୍ତ ଜବାନମାନଙ୍କ ନିମନ୍ତେ ସଂରକ୍ଷିତ ଯାଗା ରହିଅଛି । ମୃଦଙ୍ଗା ଗ୍ରାମର ମହନୀ ଚକ , ବରବାହାଳୀ , ବ୍ରାହ୍ମଣୀଦେବୀ , ଛମାଣ ଅର୍ଜୁନ ବାହାଳୀ , ଅଁଳାପାଳ , ନୂଆପାରା , ଭାଲୁଗୋଠ , ଶାଳଗାଡିଆ ଚକ , ମୃଦଙ୍ଗା ଗ୍ରାମର ସାବକ ରେକର୍ଡ ମୁତାବକ ଗ୍ରାମବାସୀ ଦାଖଲ କରୁଛନ୍ତି । କିନ୍ତୁ ଭକ୍ତ ଚକରେ ଚାଷବାସ କରୁଥିବା ପ୍ରଜାମାନେ ନୂତନ ( ନଟାକଟା ନୂଆ ମୃଦଙ୍ଗା ) ନୂଆ ରାଜସ୍ୱ ଗ୍ରାମ ପାଇଁ ଦରଖାସ୍ତ କରିନାହାନ୍ତି । ବିଭିନ୍ନ ଗ୍ରାମର କେତେକ ଲୋକ ଯଥାକ୍ରମେ ( ମହୁଲପାଳ – ଖ ) ପୁରୁଷୋତମପୁର , ବଂଟସାଳିଆ , ଏକତାଳୀ , ନିମେଇଁପୁର , କାମାକ୍ଷାନଗରଠାରୁ ଉଠିଆସି ) ଏକ ଗୁଣ୍ଡ ଲେଖାଏଁ ଯାଗା ନେଇ ବସବାସ କରି ଅଧିକା ଅନାବାଦୀ ଯାଗା ଦଖଲ କରିଅଛନ୍ତି । ଗ୍ରାମବାସୀଙ୍କ ତରଫରୁ ଅଧିକ ଯାଗା ଦଖଲ କରିଥିବା ବ୍ୟକ୍ତି ବିଶେଷଙ୍କୁ କହିବା ଦ୍ବାରା ସେମାନେ ଏହି ( ନୂତନ ନଟାକଟା ନୂଆ ମୃଦଙ୍ଗା ) ରାଜସ ଗ୍ରାମ କରିବା ପାଇଁ ଦରଖାସ୍ତ କରି ଅଛନ୍ତି । ବିଶେଷ କରି ସେମାନେ ସରକାରଙ୍କ ନୀତି ନିୟମକୁ ଖୁଲାପ କରି ବାପା , ପୁଅ , ଭାଇଙ୍କ ନାମରେ ଅଧିକ ଯାଗା ରେକର୍ଡ ମଧ୍ୟ କରିଅଛନ୍ତି । ଉକ୍ତ ବିଷୟ ପ୍ରତି ଦୃଷ୍ଟି ରଖାଯାଇ ପ୍ରସ୍ତାବିତ ମୌଜା ନଟାକଟା ( ନୂଆମୃଦଙ୍ଗା ) କୁ ଖାରଜ କରାଯାଇ ମୂଳ ଗ୍ରାମ ମୃଦଙ୍ଗା ହିଁ ରଖାଯାଉ ବୋଲି ଜିଲ୍ଲାପାଳଙ୍କୁ ଅନୁରୋଧ କରିବା ସହିତ ଏଥିରେ ବ୍ୟତିକ୍ରମ କରି ଯଦି ନୂତନ ମୌଜା କରାଯାଏ , ତେବେ ଏହାକୁ ନେଇ ଯେଉଁ ଅପ୍ରିତିକର ପରିସ୍ଥିତି , ଧନଜୀବନ ହାନୀ ହେବ ସେଥ୍‌ପାଇଁ କର୍ତ୍ତୃପକ୍ଷ ଦାୟି ରହିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏହି ଅଭିଯୋଗ ସମୟରେ ଗ୍ରାମର ସୁଧାକର ଆଏଚ , ରାକେଶ ଆଏଚ , କୃଷ୍ଣଚନ୍ଦ୍ର ବେହେରା , ଶତ୍ରୁଘନ ତରାଇ , ଅଙ୍କୁର ପ୍ରଧାନ ଓ ବାବାଜୀ ସାହୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech