ତହସିଲ୍ ସ୍ଥାନାନ୍ତରଣ ବିରୋଧ ଅଭିଯାନର ସର୍ବଦଳୀୟ କାର୍ଯ୍ୟକାରିଣୀ ବୈଠକ

ତହସିଲ୍ ସ୍ଥାନାନ୍ତରଣ ବିରୋଧ ଅଭିଯାନର ସର୍ବଦଳୀୟ କାର୍ଯ୍ୟକାରିଣୀ ବୈଠକ

ମଙ୍ଗୁଳି – ତହସିଲ୍ ସ୍ଥାନାନ୍ତରଣ ବିରୋଧ ଅଭିଯାନ ର ଆବାହକ ଶ୍ରୀଯୁକ୍ତ ଦୀପକ ମଙ୍ଗରାଜ ଙ୍କ ନେତୃତ୍ୱରେ ଚୌଦ୍ୱାର , ଜଗତପୁର ଓ ବିଭିନ୍ନ ପଞ୍ଚାୟତ ରୁ ଏକ କାର୍ଯ୍ୟକାରିଣୀ ବୈଠକ ଚୌଦ୍ୱାର ସ୍ଥିତ ହିନ୍ଦ ସେବକ ସଙ୍ଘ ଠାରେ ହୋଇଯାଇଛି l ଏହି ବୈଠକ ରେ ତହସିଲ ସ୍ଥାନାନ୍ତର କୁ ବିରୋଧ କରିବା ସହିତ ଆର.ଡି. ସି ଙ୍କ ମାଧ୍ୟମରେ ରାଜ୍ୟ ସରକାର ଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ଦିଆଯିବା ସହିତ ରାଜସ୍ବ ବିଭାଗ ଓ ମୁଖ୍ୟ ଶାସନ ସଚିବ ଙ୍କୁ ଦାବି ପତ୍ର ଦିଆଯିବ ବୋଲି ନିଷ୍ପତି ନିଆଯାଇ ଥିଲା। ଏହି ବୈଠକ ରେ ଚୌଦ୍ୱାର କଟକ ର ପ୍ରାକ୍ତନ ବିଧାୟକ ଡ଼କ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ତହସିଲ ସ୍ଥାନାନ୍ତରଣ ହେବ ନାହିଁ ବୋଲି ଦୃଢ ପ୍ରତିଶୃତି ଦେବା ସହିତ ଅନ୍ୟାନ୍ୟ ପ୍ରଶାସନିକ ସ୍ତରରେ ଦୃଷ୍ଟି ଆକର୍ଷଣ କରିବେ ବୋଲି ପୂର୍ବରୁ ପ୍ରକାଶ କରିଥିଲେ l ଏହି ବୈଠକ ରେ ଚୌଦ୍ୱାର କଟକର ସାଂସଦ ଙ୍କ ପ୍ରତିନିଧି ପ୍ରତି ପଂଚାୟତ, ପୌରପାଳିକା ର ୧୯ ଗୋଟି ୱାର୍ଡ ଓ ଜଗତପୁର ର ଦୁଇ ଗୋଟି ୱାର୍ଡ ରେ ଦସ୍ତଖତ ଅଭିଯାନ ହେବ ବୋଲି ପ୍ରକାଶ କରିଥିଲେ l ଏହି ବୈଠକ ରେ ଜଗତପୁର ଠାରେ ଥିବା ତହସିଲ୍ କାର୍ଯ୍ୟାଳୟ ଗମନାଗମନ ଓ ଭିତ୍ତିଭୂମି ଦୃଷ୍ଟିରୁ ଏକ ସୁବିଧାଜନକ ସ୍ଥାନ ହୋଇଥିବା ସହିତ ଦୀର୍ଘ ୪୦ବର୍ଷ ଧରି ଜଗତପୁର ଠାରେ ଚାଲି ଆସୁଥିବା ତହସିଲ୍ କାର୍ଯ୍ୟାଳୟ ଟାଙ୍ଗୀ କୁ ସ୍ଥାନାନ୍ତର ନା କରିବାକୁ ଦାବୀ କରା ଯାଇଥିଲା । ସ୍ଥାନାନ୍ତର ହେଲେ ବିଶେଷ ଭାବରେ ଗମନାଗମନ ଦୃଷ୍ଟିରୁ ପ୍ରାୟ ୧୧ଗୋଟି ପଞ୍ଚାୟତ, ଚୌଦ୍ବାର ପୌରପାଳିକାର ୧୯ଗୋଟି ୱାର୍ଡ ସମେତ କଟକ ମହାନଗର ନିଗମର ୪୮ ଏବଂ ୪୯ ଦୁଇ ବୃହତ୍ ୱାର୍ଡ ପ୍ରଭାବିତ ହେବେ । ମୋଟା ମୋଟି ଭାବେ କହିବାକୁ ଗଲେ ପ୍ରାୟ ଦେଢ଼ଲକ୍ଷ ଲୋକ ଜଗତପୁର ରେ ତହସିଲ୍ ରହିବ ବୋଲି ଦାବୀ କରୁଥିବା ବେଳେ ଅଳ୍ପ କିଛି ପଞ୍ଚାୟତ ର ଲୋକେ ଟାଙ୍ଗିରେ ତହସିଲ୍ ପାଇଁ ଦାବୀ କରୁଛନ୍ତି ।ଗୋଟିଏ ନିର୍ବାଚନ ମଣ୍ଡଳୀରେ ଗୋଟିଏ ତହସିଲ୍ ରହିବାକୁ ଥିବା ବେଳେ ଜଗତପୁର ରୁ ଏହାକୁ ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ କୁ ଉଠାଇ ନେବାକୁ ପ୍ରଶାସନିକ ସ୍ଥରରେ କିପରି ଉଦ୍ୟମ ହେଉଛି ବୋଲି ସମସ୍ତେ ନିନ୍ଦା
କରିଛନ୍ତି । ପ୍ରଶାସନିକ ସ୍ତରରେ ତହସିଲ୍ ଉଠିବା ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନଥିବା ପୂର୍ଵରୁ ଆର.ଡି. ସି କହିଥିଲେ । ଏହି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀରେ ଆବାହକ ଦୀପକ ମଙ୍ଗରାଜ ଙ୍କ ସହିତ ହିନ୍ଦ ସେବକ ସଙ୍ଘ ର ସଭାପତି ଦାମୋଦର ସାହୁ, ସାଂସଦ ଙ୍କ ପ୍ରତିନିଧି ତଥା ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ଶିବ ନାରାୟଣ ନାୟକ, ଜଗତପୁର ଓକିଲ ସଂଘ ସଭାପତି ଦିଲ୍ଲୀପ ସ୍ବାଇଁ,ବରିଷ୍ଠ ବିଜେପି ନେତା ମହେନ୍ଦ୍ର ମହାନ୍ତି କଟକ ଚୌଦ୍ଵାର ବିକାଶ ପରିଷଦ ସଭାପତି ମାନସ ପରିଡ଼ା, କଂଗ୍ରେସ ନେତା ସୁବାସ ସୁବୁଦ୍ଧିରାୟ,ପୂର୍ବତନ କର୍ପୋରେଟର ନୀରୋଦ ଚନ୍ଦ୍ର ପଣ୍ଡା, ବିଦ୍ୟୁତ୍ ଉପଭୋକ୍ତା ସଂଘ ସଭାପତି ଚିତ୍ତରଂଜନ ମହାନ୍ତି,ପ୍ରମୁଖ ଯୋଗଦେଇ ଜଗତପୁର ରୁ ତହସିଲ ନ ଉଠିବାକୁ ଦାବୀ କରିଥିଲେ । ତେବେ ଚୌଦ୍ବାର, ଜଗତପୁର ଓ ବିଭିନ୍ନ ପଞ୍ଚାୟତ ପକ୍ଷରୁ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech