ଭିଜିଲାନ୍ସ ଏସ ପି ଙ୍କ ମହାନତା ଯୋଗୁ ଦୁଇ
ଆହତଙ୍କ ଜୀବନ ବଞ୍ଚିଲା

ଆସିକା. ଆଜି ସକାଳ 7 ଘଣ୍ଟା ସମୟରେ
ଭଞ୍ଜନଗର ନିକଟସ୍ତ ବାଉଁଶଲୁଣ୍ଡି ଗ୍ରାମର
ସଞ୍ଜୟ କୁମାର ଗୁପ୍ତା ଓ ତାଙ୍କ ଭଉଣୀ ଶ୍ୟାମା
ଦେବୀ ଗୁପ୍ତା କୌଣସି ଏକ କାର୍ଯ୍ୟରେ ବାଇକନମ୍ବର OR07T1212ବ୍ରହ୍ମପୁର ଆସୁ ଥିବା ବେଳେ ସମୟରେ ଆସିକା ନିକଟସ୍ତ କରେଞ୍ଜେଇ ନିକଟରେ ଭାରସ୍ୟାମ ହରାଇ
ଏକ ଗଛ ଦେହରେ ପିଟି ହୋଇ ଯାଇ ଥିଲା. ଯାହା ଫଳରେ ଉଭୟ ଆହତ ହୋଇ ରାସ୍ତା
କଡ଼ରେ ପଡି ରହିଥିଲେ. ଦେବ ଦୂତ ସାଜି କୌଣସି ଏକ ସରକାରୀ କାର୍ଯ୍ୟରେ ସେହି ରାସ୍ତା ଦେଇ ଭିଜିଲାନ୍ସ ଏସ ପି ଗଣେଶ
ପ୍ରଧାନ ବୋଲର ଯୋଗେ ଫୁଲବାଣୀ ଯାଉଥିଲେ.କରେଞ୍ଜେଇ ନିକଟରେ ଏସ ପି
ଙ୍କ ନଜର ଉଭୟଙ୍କ ଉପରେ ପଡିଥିଲା.
କାଳ ବିଳମ୍ବ ନକରି ଉଭୟଙ୍କ ଭିଜିଲାନ୍ସ
ଏସ ପି ଗଣେଶ ପ୍ରଧାନ ନିଜ ବୋଲର ଯୋଗେ ଆସିକା ହସ୍ପିଟାଲ କୁ ନେଇ ଚିକିତ୍ସା
କରାଇଥିଲେ. ପରବର୍ତ୍ତୀ ମୁହୂର୍ତ୍ତରେ ଉଭୟ
ଆହତଙ୍କ ଉତ୍ତମ ଚିକିତ୍ସା ବ୍ରହ୍ମପୁର mkcg କୁ ସ୍ଥାନାନ୍ତରିତ କରାଯାଇଥିଲା. ଯାହା
ଫଳରେ ଉଭୟଙ୍କ ଜୀବନ ବଞ୍ଚି ଯାଇଥିଲା.
ଭିଜିଲାସନ୍ସ ଏସ ପି ଗଣେଶ ପ୍ରଧାନଙ୍କ ଏହି
ମହାନୀୟତା କାର୍ଯ୍ୟ ପାଇଁ ସବୁ ଆଡେ
ପ୍ରଶଂସା ର ପାତ୍ର ହୋଇ ପାରିଛନ୍ତି.
କରା ଯାଇଥିଲା.


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-21.jpg)

